Home Archive by category Odisha News (Page 87)

Odisha News

Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୪ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା କ୍ରୀଡା ମହାକୁମ୍ଭ ମୁଖ୍ୟମନ୍ତ୍ରୀ ଟ୍ରଫି , ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ-୨୦୨୬ କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।ଗ୍ରାମାଞ୍ଚଳରେ ଲୁକ୍କାୟିତ ଭାବେ ରହିଥିବା ବିଭିନ୍ନ Continue Reading
Odisha News
ଭୁବନେଶ୍ୱର, ୧୫/୪ : ଓଡ଼ିଶାରେ ଆଉ ଏକ ଆଞ୍ଚଳିକ ଦଳ ଗଢ଼ି ଉଠିଛି । ଲୋକାର୍ପିତ ହୋଇଛି ଓଡ଼ିଶା ଜନତା କଂଗ୍ରେସ । ଦଳର ମୂଳଦୁଆ ସ୍ଥାପନ ହେଉ ହେଉ ସରକାର ବିରୁଦ୍ଧରେ ଗର୍ଜିଛନ୍ତି ଦଳର ପ୍ରତିଷ୍ଠାତା ମହମ୍ମଦ ମୋକିମ ।ସୁଯୋଗ ପାଇ ନଥିବା ଲୋକଙ୍କୁ ସୁଯୋଗ ଦେଇ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିଛି ଓଜେସି । ଆଉ ଆଗାମୀ ଦିନରେ ଓଡ଼ିଶାର ହକ୍ ପାଇଁ ସରକାରଙ୍କ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବ ବୋଲି ପ୍ରଥମ ଦିନରୁ […]Continue Reading
Odisha News
ସୁୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୧୫/୪ : ପବିତ୍ର ଓଡ଼ିଆ ନବ ବର୍ଷ ଦିନ ବାଲେଶ୍ୱର ଜ଼ିଲ୍ଲା ସଦର ଥାନା ଅଧୀନସ୍ଥ ଜୟଦେବ କସବା ଫାଣ୍ଡି ପୋଲିସ ତରଫରୁ ପ୍ରଚଣ୍ଡ ରୌଦ୍ର ତାପ ପରିପ୍ରେକ୍ଷୀରେ ଏକ ଜଳଛତ୍ର କେନ୍ଦ୍ର ସଦର ଉପଖଣ୍ଡ ଅଧିକ୍ଷକ ଶୁଭ୍ରାଂଶୁ ଶେଖର ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି ।ଫାଣ୍ଡି ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ ରେ ଫାଣ୍ଡି ପରିସର Continue Reading
Odisha News
ଭୁବନେଶ୍ୱର, ୧୫/୪ : ଯେତେବେଳେ ଜଣେ ମହିଳା ନେତୃତ୍ୱ ନିଅନ୍ତି, ସେତେବେଳେ କେବଳ ସିଏ ସଶକ୍ତ ହୁଅନ୍ତି ନାହିଁ ବରଂ ସାରା ସମାଜକୁ ସଶକ୍ତ କରିଥାଆନ୍ତି । ବିଗତ ୧୦ ବର୍ଷରେ ମୋଦୀଙ୍କ ନେତୃତ୍ୱରେ ମହିଳାଙ୍କ ଜୀବନଧାରଣ ମାନରେ ବ୍ୟାପକ ପରିବର୍ତ୍ତନ ଆସିଛି । ଆଜି ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିୟମଠାରେ ଆୟୋଜିତ ‘ନାରୀଶକ୍ତି ବନ୍ଦନ’ କାର୍ଯ୍ୟକ୍ରମରେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ମୁଖ୍ୟମନ୍ତ୍ରୀ ସଭାକୁ ସମ୍ବୋଧିତ କରି କହିଛନ୍ତି Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୪ : ଜିଲ୍ଲା ପରିଷଦ କାର୍ଯ୍ୟାଳୟର ପଞ୍ଚାୟତ ଭବନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି ।କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନୀତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ବିଧାୟକଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, କନ୍ଧମାଳ ସାଂସଦଙ୍କ ଜିଲ୍ଲା ପ୍ରତିନିଧି Continue Reading
Odisha News
କଟକ, ୧୫/୪ : ୫୯ ନାବାଳକ ଉଦ୍ଧାର । କଟକ ରେଳ ଷ୍ଟେସନରୁ ଉଦ୍ଧାର ହୋଇଛନ୍ତି ୫୯ ନାବାଳକ । ସମସ୍ତ ନାବାଳକଙ୍କୁ ଉଦ୍ଧାର କରି ସିଡବ୍ଲୁସିଙ୍କୁ ହସ୍ତାହର କରାଯାଇଛି । ଏହାସହ ପୋଲିସ ଏହି ଘଟଣାର ଛାନ୍ଭିନ୍ ଆରମ୍ଭ ମଧ୍ୟ କରିଛି ।ହାଓଡ଼ା ପୁରୀ ଧଉଳି ଏକ୍ସପ୍ରେସ ରେ ଏହି ୫୯ ଜଣ ଆସି କଟକ ରେଳ ଷ୍ଟେସନ ରେ ଓହ୍ଲାଇଥିବା ବେଳେ ଆରପିଏଫ୍ ପୋଲିସର ନଜରକୁ ଆସିଥିଲେ। ସମସ୍ତେ ନାବାଳକ ଥିବା ଦେଖି ସେମାନଙ୍କୁ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୫/୪ : ଓଡିଶା ର ସର୍ବ ବୃହତ୍ତମ ଉପଖଣ୍ଡ କହିଲେ କନ୍ଧମାଳ ଜିଲ୍ଲା ବାଲିଗୁଡା କୁ ହିଁ ବୁଝାଏ, ହେଲେ ଏଠାରେ ସବୁ କିଛି ଅଭାବ ଅସୁବିଧା ଓ ଅବ୍ୟବସ୍ଥା ଦେଇ ଗତି କରୁଛି ।ସେ ଭିତରେ ବାଲିଗୁଡା ଠାରୁ ସମ୍ବଲପୁର ଯିବାକୁ ସାଧାସଳଖ ସରକାରୀ ବସ୍ ଚଳାଚଳ ନଥିବାରୁ ଅଞ୍ଚଳବାସୀ ଅସୁବିଧା ଭୋଗୁଛନ୍ତି ।ଏ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ବିଧାୟକଙ୍କୁ ମୌଖିକ ଓ ଲିଖିତ ଭାବେ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୪ : (ମଙ୍ଗଳବାର ) ଦିନ ସକାଳ ଘ. ୮.୪୫ମିନିଟ ସମୟରେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷ ରୁ ଡ଼. ବି.ଆର ଆମ୍ବେଦକରଙ୍କ ଜୟନ୍ତୀ ଉତ୍ସବ ଏବଂ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ, ବୌଦ୍ଧ ଶାଖା ପକ୍ଷରୁ ଓଡିଆ ପକ୍ଷ ଅବସରରେ ଓଡିଆ ନବବର୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରଥମ ପର୍ଯ୍ୟାୟ ରେ ସକାଳ ଘ. ୮.୩୦ […]Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର, ୧୪/୪ : ଜିଲ୍ଲା ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଡ. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ପାଳିତ ହୋଇଛି ।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର, ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଞ୍ଜୁଲତା ହୋତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ କାମିନୀ ରଞ୍ଜନ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୪/୪ : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଓଡ଼ିଆ ନବବର୍ଷ ଏବଂ ଜିଲ୍ଲା ସ୍ତରୀୟ ଡ଼ଃ .ବି ଆର . ଆମ୍ବେଦକର ଜୟନ୍ତୀ ମିଳିତ ଭାବେ ପାଳିତ ହୋଇଯାଇଅଛି ।ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଯୋଗଦେଇ ଉଭୟ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିବା ସହ ଡ଼ଃ.ବି ଆର. ଆମ୍ବେଦକରଙ୍କ ଫଟ Continue Reading