Home Archive by category Odisha News (Page 7)

Odisha News

Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୧୧ : ପଶ୍ଚିମବଙ୍ଗର ମେଦିନାପୁର ସ୍ଥିତ ଅରବିନ୍ଦ ଷ୍ଟାଡିୟମ୍ ଠାରେ ବେଙ୍ଗଲ ମାଷ୍ଟର୍ସ ଏଥଲେଟିକ ଏସୋସିଏସନ ପକ୍ଷରୁ ୯ତମ ଜାତୀୟ ମାଷ୍ଟର ଏଥେଲେଟିକ ଚାମ୍ପିଅନସିପ ଖେଳ ଅନୁଷ୍ଠିତ ହୋଇଥିଲା ।ଏହି ଚାମ୍ପିଅନସିପ ଖେଳ କାର୍ଯ୍ୟକ୍ରମ ଚଳିତ ମାସ ନଭେମ୍ବର ୧୩, ୧୪ ଏବଂ ୧୫ ତାରିଖ ୩ ଦିନ ଧରି ଅନୁଷ୍ଠିତ ହୋଇଥିଲା ।ଏହି ଖେଳରେ ଭାରତର ବିଭିନ୍ନ ରାଜ୍ୟରୁ ୯୭୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେଥିଅଧ୍ୟରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର,୧୬/୧୧: ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ସୋମବାର ସକାଳେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାର ତାଙ୍କୁ ଭବ୍ୟ ସ୍ବାଗତ ଜଣାଇଛନ୍ତି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ।ତାଙ୍କର ଏହି ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ସେ ବିଧାନସଭାରେ ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମରେ ସାମିଲ ହେବେ। ଏହାସହ ସେ ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ ଆଇକନିକ ଟାୱାର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ତେବେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୧୧ : ଭାରତୀୟ ଜନତା ପାର୍ଟି (ବିଜେପି) ବୌଦ୍ଧ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ସଭାପତି ଶ୍ରୀ ପ୍ରେମାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଏକ ବିଶାଳ “ଲୋକତନ୍ତ୍ର ବଞ୍ଚାଅ, ଅରାଜକତା ହଟାଅ” ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବ୍ରିଜ୍ ଛକଠାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହର ପରିକ୍ରମା କରିବା ପରେ ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍‌ଠାରେ ପହଞ୍ଚିବା ପରେ ସେଠାରେ ଏକ ସାଧାରଣ ସଭା ହୋଇଥିଲା।ଏହି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୫/୧୧ : ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ବରିଷ୍ଠ ରାଜନେତା, ଦକ୍ଷ ସଂଗଠକ, ପୂର୍ବତନ ମନ୍ତ୍ରୀ, ସାଂସଦ ତଥା ବିରୋଧୀ ଦଳ ନେତା ଶତୃ ଚେଲା ବିଜୟ ରାମ ରାଜୁଙ୍କ ବିୟୋଗ ଖବରରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ଉପସଭାପତି କେ. ନାରାୟଣ ରାଓ।ଏହି ଦୁଃଖଦ ଖବର ପାଇବା ପରେ ଶ୍ରୀ ରାଓ ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲା ସ୍ଥିତ ସ୍ୱର୍ଗତ ବିଜୟ ରାମ ରାଜୁଙ୍କ ବାସଭବନକୁ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୧୧: ରାଜ୍ୟ ସରକାର ମଦ ବିକ୍ରି ଓ ମଦ ଦୋକାନ ପରିଚାଳନା ପାଇଁ ସ୍ୱତନ୍ତ୍ର ନୀତିନିୟମ ପ୍ରଣୟନ କରିବା ସହ ଦୋକାନ ଖୋଲିବା ଓ ବନ୍ଦ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିଛନ୍ତି।ମଦ ବିକ୍ରି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା, ସାଧାରଣ ଲୋକଙ୍କ ଯାତାୟାତ ଓ ସାମାଜିକ ପରିବେଶକୁ ସୁରକ୍ଷିତ ରଖିବା ଏବଂ ଅବାଞ୍ଛିତ ପରିସ୍ଥିତିକୁ ରୋକିବା ଏହି ନିୟମର ମୁଖ୍ୟ ଉଦ୍ଦେଶ୍ୟ। ମାତ୍ର ଖୋରଧା ସହର ଓ ଏହାର ଆଖପାଖ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର, ୧୫/୧୧: କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲା ପାଇଁ ଆଉ ଏକ ଗୌରବର ଖବର।ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଜଣ ପ୍ରତିଭାବାନ ମହିଳା କ୍ରିକେଟ ଖେଳାଳି ଅନନ୍ୟା ମିଶ୍ର ଓ ସାରଦା ମହାନନ୍ଦ ସ୍ଥାନ ପାଇଛନ୍ତି ।ଆସନ୍ତା ୧୫ ତାରିଖରୁ ଗୁଜରାଟର ରାଜକୋଟଠାରେ ଆୟୋଜିତ ହେବାକୁ ଥିବା ୨୩ ବର୍ଷରୁ କମ୍ ଜାତୀୟ ମହିଳା କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ଖେଳାଳି ଓଡ଼ିଶା ଦଳର Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ ଭୁବନେଶ୍ବର, ୧୫/୧୧ : ବଙ୍ଗୋପସାଗରରେ ଘନୀଭୂତ ହେବାରେ ଲାଗିଛି ଅବପାତ । ଆଗାମୀ ଦିନରେ ଏହା ଶକ୍ତିଶାଳୀ ବାତ୍ୟାର ରୂପ ନେବ ବୋଲି ଆଶଙ୍କା ବଢ଼ିଛି । ପାଣିପାଗ ବିଜ୍ଞାନ ବିଭାଗ ଆକଳନ ଅନୁଯାୟୀ, ନଭେମ୍ବର ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହୋଇପାରେ ।ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ଭୀଷଣ ବାତ୍ୟାର ରୂପ ନେବ । ୧୭ ତାରିଖ ସୁଦ୍ଧା ଭୀଷଣ ବାତ୍ୟା ଏବଂ ୧୯ ତାରିଖ ସୁଦ୍ଧା ଅତି ଭୀଷଣ ବାତ୍ୟାର […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୧୧ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚାୟତର ଆଦିବାସୀ ବହୁଳ କିମ୍ବୁସିଂ ଗ୍ରାମରେ ଅନୁଷ୍ଠିତ ଗ୍ରାମସଭା ରେ ଯୋଗଦେଇ ଗ୍ରାମବାସୀଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।ଗ୍ରାମରେ ରହିଥିବା ବିଭିନ୍ନ ସମସ୍ୟା ଉପରେ ଗ୍ରାମବାସୀଙ୍କ ଠାରୁ ବିଭିନ୍ନ ଅଭିଯୋଗ ଶୁଣିବା ପରେ ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ଗ୍ରାମରେ ରହିଥିବା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୪/୧୧ : ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ଲୋକାଭିମୁଖୀ କରିବା ଦିଗରେ ବାଲିଗୁଡ଼ାରେ ଆଉ ଏକ ପଦକ୍ଷେପ ନିଆଯାଇଛି। ମଧୁବାବୁ ପେନ୍‌ସନ୍ ଯୋଜନାରେ ଡିଜିଟାଲ୍ ବ୍ୟବସ୍ଥାକୁ ଅଧିକ ସକ୍ରିୟ କରିବା ଲକ୍ଷ୍ୟରେ ୟୁନିଫାଏଡ୍ ପେନ୍‌ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP)ର ଶୁଭାରମ୍ଭ ସହ ନୂତନ ଭାବେ ସ୍ୱୀକୃତିପ୍ରାପ୍ତ ୨୨୮ ଜଣ ହିତାଧିକାରୀଙ୍କୁ ପେନ୍‌ସନ୍ ବଣ୍ଟନ କରାଯାଇଛି।ବାଲିଗୁଡ଼ା Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗିର/ଓଡ଼ିଶା,୧୪/୧୧ : ବଲାଙ୍ଗୀରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପରିସରରେ ୧୩ ନଭେମ୍ବର ୨୦୨୬ ତାରିଖରେ “ଛାତ୍ରଛାତ୍ରୀଙ୍କ ନେତୃତ୍ୱ ଦକ୍ଷତାର ବିକାଶ ଏବଂ ଛାତ୍ରଛାତ୍ରୀ ଓ ପ୍ରାଧ୍ୟାପକମାନଙ୍କ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ଛାତ୍ରବୃତ୍ତି” ଶୀର୍ଷକ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା।ଏହି ଆଲୋଚନାଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ଗୁଣାବଳୀ,ଶୈକ୍ଷିକ ଉତ୍କର୍ଷତା ଏବଂ Continue Reading