Home Archive by category Odisha News (Page 53)

Odisha News

Odisha News
ରାଉରକେଲା,୨୩/୧୧ : ସକାଳୁ ସକାଳୁ ବଡ଼ ଧରଣର ଏନ୍‌କାଉଣ୍ଟର। ଜଣଙ୍କୁ ନୁହେଁ ଏକାବେଳକେ ତିନି ତିନି ଜଣଙ୍କ ଦେହରେ ବାଜିଲା ଗୁଳି। ଏଭଳି ଘଟଣା ଘଟିଛି ରାଉରକେଲା କୁଚେଇତା ଓ ଲାମ୍ସୀ ନିକଟରେ। ସେମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କର କୋଇଡ଼ା ଓ ବିଭିନ୍ନ ଖଣି ଅଞ୍ଚଳରୁ ଡକାୟତି ଘଟଣାରେ ସଂପୃକ୍ତି ରହିଛି। ଡକାୟତି ଗ୍ୟାଙ୍ଗର ଅନ୍ୟ ୫ ଗିରଫ, ୩ଟି ପିସ୍ତଲ ଓ ଗୋଟିଏ ବାଇକ ଜବତ ହୋଇଛି।Continue Reading
Odisha News
ଭୁବନେଶ୍ୱର, ୨୩/୧୧ : ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତି ମଲ୍ଲକା ଉପସାଗର ମଧ୍ୟଭାଗ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପର ରୂପ ନେଇଛି ।ଏହି ଲଘୁଚାପ ଆସନ୍ତା ୨୪ ତାରିଖରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଏହା ଦକ୍ଷିଣ-ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆହୁରି ଘନୀଭୂତ ହେବ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ , ତାହା ୨୭ ତାରିଖରେ ହିଁ ସ୍ପଷ୍ଟ ହେବ ।ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୧୧ : ବୌଦ୍ଧ ଜିଲ୍ଲାପାଲଙ୍କ ସଦଭାବନା ସଭାଗୃହରେ ଚଳିତ ଖରିଫ ବର୍ଷ ୨୫-୨୬ ବର୍ଷ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ଡ଼ିସେମ୍ବର ୧୬ ତାରିଖ ତାରିଖରେ କଣ୍ଟାମାଲ୍ ବ୍ଳକ୍ ଓ ୨୩ ତାରିଖରେ ବୌଦ୍ଧ ଓ ହରଭଙ୍ଗା ବ୍ଳକ୍ ରେ ଧାନମଣ୍ଡି ଖୋଲିବା ନେଇ ଏହି କମିଟିରେ ଆଲୋଚନା ହୋଇଯାଇଛି ।ଏହି ଅବସରରେ ଜିଲ୍ଲାପାଲ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ତା, ୨୨/୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବାଲିଗୁଡା ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି ।ମେଳାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ୱର ମାଝୀ ମୁଖ୍ୟ ଅତିଥି ଭାବେ ଏବଂ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ପଣ୍ଡା, ବିଜ୍ଞାନ ଶିକ୍ଷକ ନାଗାର୍ଜୁନ ପ୍ରଧାନ ପ୍ରମୁଖ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୨/୧୧ : ଗଭୀର ଶୋକ ସହ ବ୍ରହ୍ମାକୁମାରୀ ପରିବାର, ଓଡିଶା ଆଜି ସୂଚନା ଦେଇଛି ଯେ ଆଦରଣୀୟ ଆଧ୍ୟାତ୍ମିକ ନେତୃତ୍ୱ, ରାଜଯୋଗିନୀ ଡା. କମଳେଶ ଦିଦିଜୀ ଆଜି ପୁବାହ୍ନ ୧୦:୪୦ରେ ଦେହତ୍ୟାଗ କରି ଦିବ୍ୟ ଲୋକକୁ ପ୍ରସ୍ଥାନ କରିଛନ୍ତି।ଡା. କମଳେଶ ଦିଦିଜୀଙ୍କୁ ତାଙ୍କ ଅସାମାନ୍ୟ ଆଧ୍ୟାତ୍ମିକ ସେବା, ସାମାଜିକ ଉନ୍ନତି, ଶାନ୍ତି, ନାରୀ ସଶକ୍ତିକରଣ ଓ ମୂଲ୍ୟଭିତ୍ତିକ ଜୀବନ ପ୍ରଚାର ପାଇଁ ଡକ୍ଟରେଟ୍ ସମ୍ମାନ ପ୍ରଦାନ କରାଯାଇଥିଲା। Continue Reading
Odisha News
ପୁରୀ,୨୨/୧୧: ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି। ନିଜ ପୁଅର ମଙ୍ଗଳ କାମନା କରି ରାଜସ୍ଥାନରୁ ଦୌଡ଼ି ଆସିଥିବା ଜଣେ ଶ୍ରଦ୍ଧାଳୁ କାଳିଆ ଶରଣରେ ପଶି ଏପରି କହିଛନ୍ତି। ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ । ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ […]Continue Reading
Odisha News
ଜଗତସିଂହପୁର, ୨୨/୧୧ : ଦୀର୍ଘ ୭ ଦିନର ଛକାପଞ୍ଝା ପରେ ଶେଷରେ ସିକନ୍ଦର ଆଲାମ୍ ଓରଫ୍ ସିକେକୁ ଜଗତସିଂହପୁର ପୋଲିସ ଗିରଫ କରିବାରେ ସଫଳ ହୋଇଛି ।ବାଂଲାଦେଶୀଙ୍କୁ ରଖିବା ମାମଲାରେ ସିକନ୍ଦରକୁ ଯାଜପୁରରୁ ଗିରଫ କରାଯାଇଥିବା ଜଣାପଡ଼ିଛି । ତା ନିକଟରୁ ବିଭିନ୍ନ ପରିଚୟ ପତ୍ର, ପାସପୋର୍ଟ ଆଦିକୁ ଦବତ କରାଯାଇଛି । ଖାଲିସେତିକି ନୁହେଁ ସିକନ୍ଦରର ପୁଅ ଏବଂ ଭଣଜାକୁ ପୋଲିସ ଓଠାଇ ନେଇଛି ।ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ତରିକୁନ୍ଦ ବଜାର ନିକଟସ୍ଥ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୧/୧୧ : ଗୁରୁବାର ପ୍ରାୟ ସକାଳ ୧୧ ଘଣ୍ଟା ସମୟରେ , କୃଷ୍ଣମୋହନପୁର ନଦୀ ଘାଟ ନିକଟ ମହାନଦୀ ନଦୀ ମଧ୍ୟରେ ଥିବା ଏକ ଇଲେକ୍ଟ୍ରିକ୍ ପୋଲ୍ ପିଟ୍ ଭିତରୁ ଗୋଟିଏ ଅଜଣା ପୁରୁଷ ମୃତଦେହ ମିଳିଥିବା ସମ୍ପର୍କରେ ସ୍ଥାନୀୟ ଲୋକମାନେ ପୋଲିସ୍‌କୁ ସୂଚନା ଦେଇଥିଲେ ।ଏ ସମ୍ବନ୍ଧରେ ପୋଲିସ୍ ଏକ ଅପମୃତ୍ୟୁ ମାମଲା ନମ୍ବର – ୫୫ /୨୦୨୫ ରୁଜ୍ଜୁ କରି ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲେ ଯେ ମୃତକଙ୍କ ବୟସ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୧/୧୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ସୁବର୍ଣ୍ଣଗିରି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ନାମରେ କିଛି ଦିନ ତଳେ ଏକ ଲିଖିତ ଅଭିଯୋଗ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ପାଖରେ ହୋଇଥିଲା।ଉକ୍ତ ଅଭିଯୋଗ କୁ ଆଧାର କରି ତଦନ୍ତ ପାଇଁ ଶୁକ୍ରବାର ଏକ ଜିଲ୍ଲା ସ୍ୱାସ୍ଥ୍ୟ ଟିମ ଏଡିଏମ ଅକ୍ଷୟ କୁମାର ସାହୁ, ପ୍ରତିଷ୍ଠାନ ଅଧିକାରୀ ରାଜକିଶୋର ସିଂ ପ୍ରମୁଖ ଆସି ତଦନ୍ତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୨୧/୧୧ : ରାଜ୍ୟ ସୁଚନା କମିଶନଙ୍କ ମନମୁଖୀ ଓ ଆଇନ ବିରୋଧୀ କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦରେ ଓଡ଼ିଶା ସୁଚନା ଅଧିକାର ଅଭିଯାନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ବ୍ଲକର ସୂଚନା ଅଧିକାର କର୍ମୀ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।ସୁଚନା ଅଧିକାର ଆଇନର ୨୦ ବର୍ଷ କାର୍ଯ୍ୟକାରିତାରେ Continue Reading