Home Archive by category Odisha News (Page 52)

Odisha News

Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୦/୮: ଖୋରଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ୧୬ନଂ., ୧୭ନଂ., ୧୮ନଂ. ଓ ୧୯ନଂ. ୱାର୍ଡରେ ଭାଜପା ପକ୍ଷରୁ ସମ୍ପର୍କ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି।ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜନସମ୍ପର୍କ ଯାତ୍ରାରେ ଯୋଗଦେଇଥିଲେ। ଏହି ସମ୍ପର୍କ ଯାତ୍ରା ସ୍ଥାନୀୟ ମେଳଣ ପଡ଼ିଆ ଠାରୁ ଆରମ୍ଭ ହେବା ବେଳକୁ ମୁଷଳ ଧାରାରେ ବର୍ଷା ହୋଇଥିଲା। ତୁହାକୁ ତୁହା ବର୍ଷାରେ ଭିଜି ଅନେକ ନେତା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର, ୧୦/୮: ୨୦୨୫ ନୟାପଲ୍ଲୀ ଥାନା ଅଞ୍ଚଳରୁ ହୋଇଥିବା ହାଇ-ପ୍ରୋଫାଇଲ୍ ଲୁଟ୍ ମାମଲରେ ଭୁବନେଶ୍ବର ପୋଲିସ ସ୍ପାଇଡର ସତୀଶକୁ ଗିରଫ କରିଥିଲା । ଆଉ ଏବେ ସତୀଶ ଠାରୁ ଆହୁରି ଦ୍ରୁତ ଲୁଟେରାକୁ ପୋଲିସ ଚିହ୍ନଟ କରିଛି । ଯାହା ନାଁରେ ସାରା ଦେଶରେ ରହିଛି ୧୯ ମାମଲା ।ଭୁବନେଶ୍ବର ମାମଲାକୁ ମିଶାଇ ୨୦ । ବୟସ ୨୯ ହେଲେ ରହିଛି ୨୦ ମାମଲା । ଭାରି ଚତୁର ଏବଂ ସ୍ମାର୍ଟ ଲୁଟେରା । […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୦/୮ : ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ଆସିଲା ବଡ଼ ଖବର । ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠଓ୍ୱାଙ୍କୁ ମିଳିଛି ପଦୋନ୍ନତି । ADGରୁ DG ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି ।ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ଖବର । ୨ IPSଙ୍କୁ DG ପାହ୍ୟକୁ ପଦୋନ୍ନତି । ଡିଜି ପାହ୍ୟାକୁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୦/୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ସୋମବାର ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି ।ଗୃହ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ, ଶକ୍ତି ବିଭାଗରେ ୨୪୦ ଜଣ, Continue Reading
Odisha News
ମୟୂରଭଞ୍ଜ, ୯/୮ : ମୟୂରଭଞ୍ଜ ଜିଲ୍ଲାରେ କିଛିଦିନ ଧରି ବର୍ଷା ଲାଗିରହିଥିବା ବେଳେ,ବାଙ୍ଗିରିପୋଷି ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। କାନ୍ଥ ପଡ଼ି ଜଣେ ବରିଷ୍ଠ ସାମ୍ବାଦିକ ଙ୍କ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ ବାଙ୍ଗିରିପୋଷି ଥାନା ଅଧୀନ ବାଙ୍ଗିରିପୋଷି ଅଞ୍ଚଳର କୈଳାଶ କର ନାମକ ଜଣଙ୍କ ବ୍ୟକ୍ତି ଗତକାଲି ରାତିରେ ଘର ଭିତରେ ଶୋଇ ଥିବା ବେଳେ ଘର କାନ୍ଥ ପଡ଼ି ଯାଇଥିଲା। ଫଳରେ ସାମ୍ବାଦିକ ଜଣଙ୍କ କାନ୍ଥ ତଳେ ଚାପି ହେଇ ଯାଇଥିଲେ।ଦୀର୍ଘ ସମୟ ଧରି […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାଣୀପେଣ୍ଠା ସ୍ଥିତ ନିୟତି ମାନସିକ ଅନଗ୍ରସର ବିଦ୍ୟାଳୟ ପ୍ରାଙ୍ଗଣରେ ଅଗ୍ରଣୀ ମହିଳା ଅନୁଷ୍ଠାନ “ପ୍ରଗତି ମହିଳା ସଂଗଠନ” ଓ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର “ଯୁବ ରେଡ଼ କ୍ରସ ଓ ଜାତୀୟ ସେବା ଯୋଜନା”ର ମିଳିତ ଆନୁକୂଲ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୯/୮ : ସନ୍ଥ ସିରୋମଣି ଶ୍ରୀ ଗୁରୁ ରବିଦାସ ଜୀଙ୍କ ୬୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ \’ସମରସତା ସଂକଳ୍ପ ଅଭିଯାନ\’ ରେ ଆମ ବୌଦ୍ଧ ବଲାସିଙ୍ଗାରୁ ଯାଇଥିବା ପୁଣ୍ୟ ମୃତ୍ତିକା ଏବଂ ସନ୍ଥ ରବିଦାସଙ୍କ ଜନ୍ମସ୍ଥଳୀ ଉତ୍ତର ପ୍ରଦେଶର ବାରାଣସୀ (କାଶୀ) ନିକଟସ୍ଥ ସିଅର ଗୋବର୍ଦ୍ଧନପୁର ଗ୍ରାମରୁ ଆସିଥିବା ପୁଣ୍ୟ ମୃତ୍ତିକାକୁ ମିଶ୍ରଣ କରି ତାହା ଗତ କାଲି ରାଜ୍ୟ କାର୍ଯ୍ୟାଳୟ ଭୁବନେଶ୍ଵରରୁ କଳସଜୋଗେ ରାଜ୍ୟର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୯/୮: ନିଶା ଆଜିର ସମାଜ ପାଇଁ ଏକ ଗମ୍ଭୀର ସାମାଜିକ ସମସ୍ୟା। ବିଶେଷକରି ଯୁବପିଢ଼ି ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେ ରହିବା ସହିତ ଏକ ସୁସ୍ଥ, ଶୃଙ୍ଖଳିତ ଓ ନୈତିକ ଜୀବନ ଗଢ଼ିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ।ଏହି ଲକ୍ଷ୍ୟରେ ଖୋରଧା ସହର ଉପକଣ୍ଠ ଗୁରୁଜଙ୍ଗଠାରେ ଅବସ୍ଥିତ ପିଏମ ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ରବିବାର ଏକ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୯/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଆଦିବାସୀ ଜନଜାତିଙ୍କ କିଛି ଅଧିକାର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ଉପ ଜିଲ୍ଲାପାଳଙ୍କ ଜରିଆରେ ସାମୁହିକ ଭାବେ ପ୍ରଦାନ କରିଥିଲେ ।ଏହାପରେ ସ୍ଥାନୀୟ ସଭାଗୃହରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା। ଉକ୍ତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୮: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି, ଜନଜାତି ,ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସଚିବ ଶ୍ରୀ ବି. ପରମେଶ୍ୱରନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ସହ ବିଭିନ୍ନ ପଞ୍ଚାୟତ, ଉନ୍ନୟନମୂଳକ ପ୍ରକଳ୍ପ, ଜୀବିକା ଭିତ୍ତିକ କାର‌୍ୟ୍ୟକ୍ରମ ଓ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ପରିଦର୍ଶନ କରିଥିଲେ।ମଥୁରା, ବାମଣ୍ଡା ଓ ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ପରିଦର୍ଶନ କରି Continue Reading