Home Archive by category Odisha News (Page 54)

Odisha News

Odisha News
ଭୁବନେଶ୍ୱର, ୩/୭ : ଓଡ଼ିଶା ମେଡିକାଲ ସେବା ସଂଘର ଆନ୍ଦୋଳନରତ ଡାକ୍ତରଙ୍କ ଉପରେ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆନ୍ଦୋଳନରେ ସାମିଲ ଓଏମ୍ଏଚ୍ଏସ୍ କ୍ୟାଡର ସମସ୍ତ ଡାକ୍ତରଙ୍କ ଦରମା ବନ୍ଦ କରିବା ଏବଂ ଚୁକ୍ତି ଭିତ୍ତିକ ଡାକ୍ତରଙ୍କୁ କାର୍ଯ୍ୟରୁ ବହିଷ୍କାର କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଜାରି କରିଛି । ରାଜ୍ୟର ସମସ୍ତ ସରକାରୀ ମେଡିକାଲ୍ କଲେଜ ଓ ହସ୍‌ପିଟାଲ୍‌, ସିଡିଏମ୍ ଓ ପିଏଚ୍‌ଓଙ୍କୁ Continue Reading
Odisha News
ଭୁବନେଶ୍ୱର, ୩/୭ : ରାଜ୍ୟ ସରକାରୀ ଅର୍ଥ କାରବାରକୁ ଅଧିକ ସ୍ୱଚ୍ଛ ଓ ସୁରକ୍ଷିତ କରିବା ପାଇଁ ଓଡ଼ିଶା ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ସରକାରୀ ବିଭାଗ, ବିଶ୍ୱବିଦ୍ୟାଳୟ, ରାଜ୍ୟ ସରକାରୀ ଉଦ୍ୟୋଗ, ସଂସ୍ଥା ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସିର ସମସ୍ତ ବ୍ୟାଙ୍କିଂ କାରବାର କେବଳ ୧୪ଟି ଅନୁମୋଦିତ ବ୍ୟାଙ୍କ ମାଧ୍ୟମରେ ହେବ। ଏହି ତାଲିକାରୁ ପ୍ରମୁଖ ଘରୋଇ (ପ୍ରାଇଭେଟ୍) ବ୍ୟାଙ୍କଗୁଡ଼ିକ ବାଦ୍ ପଡ଼ିଛନ୍ତି।ଅର୍ଥ ବିଭାଗର ପ୍ରଧାନ ସଚିବ ସଞ୍ଜୀବ କୁମାର Continue Reading
Odisha News
ଭୁବନେଶ୍ୱର,୩/୭: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଢାଳିଛି ।ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା ୫/୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଲଗାଣ ବର୍ଷା ସମ୍ଭାବନା ଅଛି ।ଏହା ପରେ ବର୍ଷା ପ୍ରକୋପ କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି । କିଛି କିଛି ସ୍ଥାନରେ ବର୍ଷା ରହିବ । ଉତ୍ତର […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୩/୭ : ଗୋପାଳପୁର ଠାରୁ ରାୟପୁର ଯାଇଥିବା ୫୯ ନଂ. ଜାତୀୟ ରାଜପଥ ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର କଡରେ ଲାଗିଥିବା ଲୁହା ରେଲିଂଗୁଡିକୁ ଦୁର୍ବୃତ୍ତ ମାନେ କାଟି ଚୋରି କରି ନେଉଥିବା ଅଭିଯୋଗ ହୋଇଛି। ଗୋଟିଏ ସ୍ଥାନରେ ରେଲି କାଟି ଚୋରି ଉଦ୍ୟମ ବେଳେ କୌଣସି କାରଣରୁ ଦୁର୍ବୃତ୍ତ ରେଲିଂକୁ କାଟିବା ପରେ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି।ପ୍ରକାଶ ଯେ, ପଞ୍ଚୁପଲିଠାରୁ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨/୭ : ବୌଦ୍ଧ ଜିଲ୍ଲାର ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ଜୀବିକାର ବିକାଶ ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ VB-G RAM G (Viksit Bharat – Guarantee for Rozgar and Ajeevika Mission–Gramin) ଯୋଜନାର ଜିଲ୍ଲାସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ ଆଜି ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ Continue Reading
Odisha News
ଭୁବନେଶ୍ୱର, ୨/୭ : ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ନିଦର୍ଶନ ‘ଲକ୍ଷ୍ମୀପୁରାଣ’କୁ ନେଇ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସଂଶୋଧିତ ୧ କୋଟି ‘ଲକ୍ଷ୍ମୀପୁରାଣ’ ରାଜ୍ୟବ୍ୟାପୀ ବଣ୍ଟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ସେ କହିଛନ୍ତି, ସଂଶୋଧିତ ‘ଲକ୍ଷ୍ମୀପୁରାଣ’କୁ ବିଶିଷ୍ଟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଓ ଗୀତା ଦାସ ସ୍ୱର ଦେବେ। ଏହା ମାଧ୍ୟମରେ ନୂଆ ପିଢ଼ିଙ୍କ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୨/୭ : ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ର ପ୍ରଥମ ତ୍ରୈମାସିକ (ଅପ୍ରେଲ-୨୦୨୬ ରୁ ଜୁନ୍-୨୦୨୬) ମଧ୍ୟରେ ଟିକେଟ ଯାଞ୍ଚ ପ୍ରକ୍ରିୟାରୁ ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୫.୬୩ କୋଟି ଟଙ୍କା ରାଜସ୍ୱ ଆଦାୟ କରି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବଧି ମଧ୍ୟରେ ବିନା ଟିକେଟ ଯାତ୍ରା, ଅନିୟମିତ ଯାତ୍ରା ଏବଂ ବିନା ବୁକିଂରେ ସାମଗ୍ରୀ ପରିବହନ କରୁଥିବା ପ୍ରାୟ Continue Reading
Odisha News
ଭୁବନେଶ୍ୱର, ୨/୭ : ଟେନସନରେ ଜେଲ୍ କର୍ତ୍ତୃପକ୍ଷ । ଝାରପଡ଼ା ଜେଲରେ ବଢୁଛି HIVପଜିଟିଭ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ୮ ଜଣ ଅନ୍ତେବାସୀ ଏଚଆଇଭି ପଜିଟିଭ୍ ଥିବା ଜଣାପଡିଛି ।କିଛି ଦିନ ତଳେ ମହିଳା ଥାନା ଦ୍ୱାରା ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ ହୋଇଥିବା ଅଭିଯୁକ୍ତ ଏଡସ ଆକ୍ରାନ୍ତ ହୋଇଥିଲେ । କୋଚିଂ ସେଣ୍ଟରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋର୍ଟଚାଲାଣ କରିଥିଲା ମହିଳା ଥାନା ପୋଲିସ ।ଏହାପରେ ଅଭିଯୁକ୍ତ ଜଣଙ୍କ ଏଚଆଇଭି ପଜିଟିଭ୍ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ , ୨/୭: ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ନିର୍ମାଣଧୀନ ସ୍ୱାସ୍ଥ୍ୟ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ତଥା ନିର୍ମାଣ ହେଇସାରିଥିବା ଅନୁଷ୍ଠାନ ଗୁଡ଼ିକର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରିଥିଲେ।ପ୍ରଥମେ ପୁରୁଣାକଟକର ୫୦ ଶଯ୍ୟା ବିଶିଷ୍ଟ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନୂତନ କୋଠାକୁ ବିଦ୍ୟୁତ ସଂଯୋଗ କରିବା ସହ ବାକି ରହିଯାଇଥିବା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୭ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ସକାଳ ପ୍ରାୟ ୫ଟା ସମୟରେ ଚାଲିଥିବା ଏକ ସ୍ୱତନ୍ତ୍ର ଅବକାରୀ ଚଢ଼ାଉରେ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରାଯାଇଛି।ଏହି ଘଟଣାରେ କେଶ ନଂ–୫୭/୨୦୨୬–୨୭ ରୁଜୁ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । କଣ୍ଟାମାଳ ଥାନା ଶୁଲିଆ ଅଞ୍ଚଳରେ ଯାଞ୍ଚ ବେଳେ ଏକ ୧୮ ଚକିଆ ଟ୍ରଲର ଟ୍ରକକୁ ଅଟକାଯାଇଥିଲା। ତଲାସି ସମୟରେ ଟ୍ରକର ଗୁପ୍ତ (ସିକ୍ରେଟ୍) […]Continue Reading