Home Archive by category Odisha News (Page 20)

Odisha News

Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୯: ଖୋରଧା ରୋଟାରୀ କ୍ଲବ ପରିସରରେ ଗୁରୁ ଦିବସ ଅବସରରେ ଗୁରୁବନ୍ଦନା ଏବଂ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଦସ୍ୟମାନେ ନିଜ ଶିକ୍ଷାଗୁରୁ ତଥା ମାର୍ଗଦର୍ଶକ ମାନଙ୍କୁ ସମ୍ମାନ ଜଣାଇ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରିଥିଲେ।ଏହି ଅବସରରେ ରୋଟାରିଆନ ତଥା ପୂର୍ବତନ ଶିକ୍ଷାବିତ୍ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ନରସିଂହ ପ୍ରସାଦ ପଟ୍ଟନାୟକ, ଡ. ସୁବୋଧ ଜଗଦ୍ଦେବ, ପ୍ରଫେସର Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୬/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଭୁକ୍ତ) ଆନୁକୂଲ୍ୟରେ ନୁଆସାହି ପାଟ୍ଟଖଣ୍ଡା ଉଚ୍ଚ ବିଦ୍ୟାପୀଠ ପ୍ରାଙ୍ଗଣରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଧୂମଧାମରେ ‘ଗୁରୁଦିବସ ‘ ସହିତ ଚଳିତ ଶିକ୍ଷାବର୍ଷରେ ଅବସର ନେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ‘ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ’ ବ୍ଲକ ପ୍ରାଥମିକ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୬/୯ : ପୂର୍ବତନ ଯୁବ ଉପସଭାନେତ୍ରୀ ତଥା ଗଜପତି ଜିଲ୍ଲା ସଂଖ୍ୟାଲଘୁ ସେଲର ସଭାନେତ୍ରୀ ଜସ୍ମିନ୍ ଶେଖଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ରାଜ୍ୟ ସଂପାଦିକା(ସଂଗଠନ) ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବା। ଜଣାଯାଇଛି ।ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପାଇଁ କାର୍ଯ୍ୟନିର୍ବାହୀ କମିଟି, ପରାମର୍ଶଦାତା କମିଟି, କୋଷାଧ୍ୟକ୍ଷ , ଉପ Continue Reading
Odisha News
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୬/୯ :ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜମିକୁ ନେଇ ବଲାଙ୍ଗୀର ରେ ଉଠିଥିବା ପ୍ରଶ୍ନ ଏବେ କେବଳ ଜମିରେ ସୀମିତ ନାହିଁ।ପ୍ରଶ୍ନ ଉଠୁଛି,ଏହି ଜମିର ମୂଳ ସ୍ଥିତି କ’ଣ?କେଉଁ ଉଦ୍ଦେଶ୍ୟରେ ଜମି ଦିଆଯାଇଥିଲା?ବର୍ତ୍ତମାନ ଏହାର ବ୍ୟବହାର ମୂଳ ଉଦ୍ଦେଶ୍ୟ ସହ ସମନ୍ୱିତ କି?ଏବଂ ସବୁଠାରୁ ବଡ଼ ପ୍ରଶ୍ନ,ଏହି ସମଗ୍ର ପ୍ରସଙ୍ଗରେ ସରକାରୀ ଦଲିଲ କ’ଣ କହୁଛି?ପ୍ରସଙ୍ଗଟି ଆହୁରି ଗୁରୁତ୍ୱ ପାଇଛି,କାରଣ ବଲାଙ୍ଗୀରର ତିନିଜଣ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ଵର, ୬/୯ : ରାଜ୍ୟର ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର। ଯଦି ଆପଣଙ୍କ ଗାଡ଼ିର ଆବଶ୍ୟକୀୟ କାଗଜପତ୍ର ନାହିଁ କିମ୍ବା ଅଧୁରା ଅଛି, ତେବେ ସାବଧାନ ହୋଇଯାଆନ୍ତୁ।ରାସ୍ତାରେ ଯାଞ୍ଚ ପାଇଁ ପୋଲିସ କିମ୍ବା ଏମଭିଆଇ ନଥିଲେ ବି ଆପଣ ଆଉ ଖସିପାରିବେ ନାହିଁ। ବିନା କାଗଜପତ୍ରରେ ଚାଲୁଥିବା ଯାନବାହାନଗୁଡ଼ିକୁ ଠିକ୍ ବାଟକୁ ଆଣିବା ପାଇଁ ରାଜ୍ୟ ପରିବହନ ବିଭାଗ (STA) ପକ୍ଷରୁ ଆରମ୍ଭ ହୋଇଛି ବିଶେଷ \’ଇ-ଡିଟେକ୍ସନ\’ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/୯: ନୟାଗଡ଼ ଜିଲ୍ଲା ସଦରବ୍ଲକ ଓ ନଗରପାଳିକା ଆନୁକୁଲ୍ୟରେ ଆଜି ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପଠାଣି ସାମନ୍ତ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହୋଇଯାଇଛି ।ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ୬ ଶହରୁ ଉର୍ଦ୍ଧ୍ୱ ଅବସରପ୍ରାପ୍ତ ଶିକ୍ଷକ ଓ ଅବସରପ୍ରାପ୍ତ ଅଧ୍ୟାପକ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ପରିଷଦ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୫/୯ : ବୌଦ୍ଧ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମୁଖ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ‘ବେଟି ବଚାଓ ବେଟି ପଢ଼ାଓ’ (BBBP) ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ଏବଂ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୫/୯ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗିରିର ପାଦ ଦେଶରେ ଥିବା କଇଁପୁର ଠାରେ “ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ରାଜ୍ୟ ସାଇକ୍ଲିଂ ଲିଗ୍” ଓ ଦ୍ୱିତୀୟ ଓଡ଼ିଶା ରାଜ୍ୟ ଏମ:ଟି:ବି: ସାଇକ୍ଲିଂ ଚାମ୍ପିୟନସିପ୍ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି।ଓଡ଼ିଶା ସାଇକ୍ଲିଂ ଆସୋସିଏସନ୍ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତା ସେପ୍ଟେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ କଇଁପୁର ସରକାରୀ ଏସ:ଏସ:ଡି: Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୫/୯ : ଖୋରଧା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ବିବେକାନନ୍ଦ ଛୋଟ୍ଟରାୟଙ୍କ ଅଧ୍ୟକ୍ଷତାରେ ଆଜି ମହାବିଦ୍ୟାଳୟ ପରିସରରେ ଶିକ୍ଷକ ଦିବସ ବା ଗୁରୁ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।ମହାନ ଶିକ୍ଷାବିତ୍, ଦାର୍ଶନିକ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିବସକୁ ସ୍ମରଣ କରି ଏହି ସ୍ବତନ୍ତ୍ର ସଭା ଆୟୋଜିତ ହୋଇଥିଲା।ସଭାରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ-ଅଧ୍ୟାପିକା, Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୪/୯ : ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଜିଲ୍ଲାସ୍ତରୀୟ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀ ରୂପେଶ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ମୋହନା ଶ୍ରୀ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ସଭାପତି ଶ୍ରୀ Continue Reading