Home Archive by category Odisha News (Page 19)

Odisha News

Odisha News
ଭୁବନେଶ୍ୱର, ୨୪/୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ସାମୁଦ୍ରିକ ଝଡ଼ର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିବା ସହ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ୱ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ଛୁଟି ବାତିଲ କରିଥିବାବେଳେ ଆଜି ୫ଟି ଜିଲ୍ଲାରେ ସ୍କୁଲକଲେଜ ବନ୍ଦ ଘୋଷଣା କରିଛନ୍ତି। ଆଉ ରିଲିଫ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୩/୧୦ : ନିଶାମୁକ୍ତ ଭାରତ ଅଭିଯାନ ଏବଂ ନିଶାମୁକ୍ତ ଓଡ଼ିଶା ଗଠନର ଲକ୍ଷ୍ୟକୁ ସାକାର କରିବା ଦିଗରେ ବୌଦ୍ଧ ଜିଲ୍ଲା ପୋଲିସ ପକ୍ଷରୁ ନିଶାଦ୍ରବ୍ୟର ଅବୈଧ କାରବାର, ଚୋରା ଚାଲାଣ ଓ ବ୍ୟବହାରକୁ ରୋକିବା ସହ ଜନସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଉଛି।ଏହି ଉପଲକ୍ଷେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରିଛନ୍ତି ।ନିଶାଦ୍ରବ୍ୟର ଅପବ୍ୟବହାର ଯୁବପିଢ଼ିର Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୩/୧୦:ଖୋରଧା ସହରର ଏକ ପ୍ରମୁଖ ଯାତାୟାତ ମାର୍ଗ ଭାବେ ପରିଚିତ ନୂଆ ବସଷ୍ଟାଣ୍ଡଠାରୁ ଚଣ୍ଡୀଚୂଆ ଛକ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଦୀର୍ଘଦିନର ବ୍ୟବଧାନ ପରେ ଆରମ୍ଭ ହୋଇଥିବାରୁ ସହରବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା।ଦୀର୍ଘଦିନ ଧରି ଖରାପ ରାସ୍ତା ଯୋଗୁଁ ଯାତାୟାତରେ ସମସ୍ୟା ଭୋଗୁଥିବା ଲୋକେ ଏହାର ନବୀକରଣ ହେଲେ ଯାତ୍ରା ସୁଗମ ହେବ ବୋଲି ଆଶା କରିଥିଲେ। କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ Continue Reading
Odisha News
ନୂଆଦିଲ୍ଲୀ, ୨୩/୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ସ୍ପଷ୍ଟତା ଆସିଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ ସ୍ପଷ୍ଟ ସୂଚନା ଜାରି କରିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆସନ୍ତା ୨୬ ତାରିଖରେ ସାମୁଦ୍ରିକ ଝଡ଼ରେ ରୂପାନ୍ତରିତ ହେବାର ସମ୍ଭାବନା ରହିଛି । କିନ୍ତୁ ବାତ୍ୟା କେଉଁଠି ସ୍ଥଳ ଭାଗ ଛୁଇଁବ ତାହା ବର୍ତ୍ତମାନ ପରିସ୍ଥିତିରେ ଆକଳନ କରିବା ଉଚିତ ନୁହେଁ ବୋଲି ଆଇଏମଡି ଡିଜି ଡାକ୍ତର […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୨/୧୦ : ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ଚାଲିଥିବା ଅଗ୍ରାଧିକାର ଭିତ୍ତିକ ଜାମିନ ବିହୀନ ଗିରଫ ପରୱାନା (ଏନ:ବି:ଡବ୍ଲ୍ୟୁ) କାର୍ଯ୍ୟକାରୀ ଅଭିଯାନ କ୍ରମରେ ଆଜି ଜଣକୁ ଗିରଫ କରାଯିବା ସହ ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲିସ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।ଆଜି ତା.୨୨.୧୦.୨୦୨୬ ରିଖରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଜଣେ ୱାରେଣ୍ଟଭୁକ୍ତ ଅଭିଯୁକ୍ତ ବିଗବସ୍ ଲିମା (୨୭), ପିତା ବାଲାରାଜୁ ଲିମା, Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୨୨/୧୦ : ଓଡ଼ିଶା କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି ଏକ ଦୁଃଖଦ ଖବର। ସଡ଼କ ଦୁର୍ଘଟଣାରେ ଦୁଇ ଉଦୀୟମାନ ଆଥଲେଟ୍‌ଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ମୃତ୍ୟୁଞ୍ଜୟ ଜୟରାମ ଦଣ୍ଡପାଟ ଓ ମଳୟ ବାରିକ। ଉଭୟଙ୍କ ଅକାଳ ବିୟୋଗରେ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁସାରେ, କଟକ-ଭୁବନେଶ୍ୱର ଜାତୀୟ ରାଜପଥର ନଖରା ନିକଟରେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୧୦ଟା Continue Reading
Odisha News
ଯାଜପୁର, ୨୨/୧୦ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଆର୍‌ଆଣ୍ଡବି ସବ୍‌ଡିଭିଜନର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ତପନ ସେଠୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢ଼ାଉ କରିଛି।ଗୁରୁବାର ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଆରମ୍ଭ ହୋଇଛି। କଟକ, ଭୁବନେଶ୍ୱର, ପୁରୀ ଓ ଯାଜପୁରର ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଛି।କଟକ ସ୍ଥିତ ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଅଦାଲତ ପକ୍ଷରୁ ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୨୨/୧୦: ବେପାରୀ ସାହି ପ୍ରଜାପତି ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ଵ ବିଦ୍ୟାଳୟ ରେ ନବରାତ୍ରି ଉପଲକ୍ଷେ ନଅଦିନ ବ୍ୟାପୀ ଧ୍ୟାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ରୋଟାରୀ ଗଭର୍ଣ୍ଣର ଶ୍ରୀ ଏ ବି ମହାପାତ୍ର ,ବରିଷ୍ଠ ଓକିଲ ରମଣୀ କାନ୍ତ ପଟ୍ଟନାୟକ, ବି କେ ଅରବିନ୍ଦ୍, ବି କେ ଲକ୍ଷ୍ମୀନାରାୟଣ, ବି କେ ସୁଚିତ୍ରା ,ବି କେ ବରଦା ଅତିଥି ଭାବେ ଯୋଗଦେଇ ଯୋଗ ଭଟି ଦ୍ୱାରା କିପରି ମନରେ ପରିବର୍ତ୍ତନ ହୋଇଥାଏ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୨/୧୦ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।ଏହି ଅବସରରେ ସେ ମୁର୍ଶୁଣ୍ଢୀ, ତେଲିବନ୍ଧ, ପଦ୍ମନପୁର ଆଦି ପଞ୍ଚାୟତ ଗସ୍ତ କରି ଖାଉଟିମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀର ବଣ୍ଟନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ।ପରିଦର୍ଶନ ସମୟରେ ଜିଲ୍ଲାପାଳ ଖାଉଟିମାନଙ୍କ ସହ ସିଧାସଳଖ Continue Reading
Odisha News
କଟକ, ୧୯/୧୦ : ଆଉ ନାହାନ୍ତି ଓଡ଼ିଶା ମିଡିଆ ଜଗତର ବରିଷ୍ଠ ସାମ୍ବାଦିକ ବିଭୂତି ପତି। ଆଜି କଟକ ସ୍ଥିତ ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଗଣମାଧ୍ୟମ ପାଇଁ କାର୍ଯ୍ୟ କରିଥିବା ବିଭୂତି ପତି ଆଜି ସକାଳେ ଗୋଟିଏ ଘରୋଇ ଗାଡ଼ିରେ ଭୁବନେଶ୍ୱରରୁ କଟକ ସଡିଏ-୧୦ ସ୍ଥିତ ନିଜ ଘରକୁ ଆସୁଥିଲେ।କିନ୍ତୁ ଅଧା ରାସ୍ତାରେ ହଠାତ୍ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିଥିଲେ। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ […]Continue Reading