Home Archive by category Odisha News (Page 21)

Odisha News

Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୬/୧୦: କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ “ମିଶନ ଜିରୋ କାନାବିସ୍ କଲ୍ଟିଭେସନ” ଅଭିଯାନ ଆରମ୍ଭ କରାଯାଇଛି।ଏହି ଅଭିଯାନ ଅଧୀନରେ କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ବେଆଇନ ଭାବେ ହେଉଥିବା ଗଞ୍ଜେଇ ଚାଷ ଉପରେ ଚଢ଼ାଉ କରାଯାଇଛି।କନ୍ଧମାଳ ଏସପି ଶ୍ରୀ ରମେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର ୧୬/୧୦: ୮୦ ବର୍ଷରେ ପାଦ ଥାପିଲେ ନବୀନ ପଟ୍ଟନାୟକ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୮୦ ବର୍ଷରେ ପାଦ ଥାପିଛନ୍ତି । ୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ ନବୀନ ପଟ୍ଟନାୟକ କଟକ ଠାରେ ଜନ୍ମଗ୍ରହଣ କରିଥିଲେ ।ବାପା ବିଜୟାନନ୍ଦ ପଟ୍ଟନାୟକ, ମାଆ ଜ୍ଞାନ ପଟ୍ଟନାୟକଙ୍କ କୋଳମଣ୍ଡନ କରିଥିଲେ ନବୀନ । ବାପା ଜନନାୟକ ତଥା ପ୍ରବାଦ ପୁରୁଷ ଭାବରେ ପରିଚିତ ବିଜୁ ପଟ୍ଟନାୟକ ଓ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୬/୧୦ : ବୌଦ୍ଧ ବ୍ଲକ ଖୁଣ୍ଟବନ୍ଧ ବସଷ୍ଟାଣ୍ଡରେ ଚାଲିଥିବା ନବଦିନାତ୍ମକ ଦୁର୍ଗାପୂଜା ତୃତୀୟ ଦିନରେ ପହଂଚିଛି। ଆଜି ପୂର୍ବାହ୍ନରେ ରାମାୟଣ ପାରାୟଣର ରାମ ବନବାସ କାଣ୍ଡ ଗାୟନ ହୋଇ ଥିଲା।ରାତିରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ତୃତୀୟ ସନ୍ଧ୍ୟାରେ ରାବଣ ଦରବାରରେ ନାଟକ ସୀତା ଠାବ ମଞ୍ଚସ୍ଥ ହୋଇଥିଲା। ଶ୍ରୀରାମ ହନୁମାନଙ୍କୁ ଲଙ୍କା ପ୍ରେରଣ, ଅକ୍ଷୟ କୁମାର ଓ ଜମ୍ବୁମାଲିକୁ ନିଧନ ପରେ ଅଶୋକ ବନରେ ପ୍ରବେଶ ଏଵଂ ମାତା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୧୦ : ବୌଦ୍ଧ ଶିଶୁଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମ, ବୀରନରସିଂପୁର ଠାରେ ଶିଶୁଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କୁ ନେଇ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ “ମହକ ଓ ଉତ୍ସାହ- ୨୦୨୬” ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ହୋଇଯାଇଛି ।ଉଦଯାପନୀ ସଭାରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁମାନେ ଅନୁଶାସନ ଓ ପରମ୍ପରାକୁ ଅନୁସରଣ କରିବା ସହ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୫/୧୦ : ଖୋରଧା ସ୍ଥିତ ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟର ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଓ ବିଭିନ୍ନ ସୋସାଇଟିର ପଦପଦବି ନିମନ୍ତେ ନିର୍ବାଚିତ ପ୍ରତିନିଧି ମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ନିର୍ବାଚନ ଅଧିକାରୀ ଅକ୍ଟୋବର ୧୫ ତାରିଖରେ ଏ ସଂକ୍ରାନ୍ତୀୟ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ଘୋଷଣା ସହିତ ଚଳିତ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ ଏବଂ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୫/୧୦ : ଦୀର୍ଘ ୪୬ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ଗଣତାନ୍ତ୍ରିକ ପରମ୍ପରାର ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ।ଦୀର୍ଘ ବ୍ୟବଧାନ ପରେ ମହାବିଦ୍ୟାଳୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ସଫଳତାର ସହ ଶେଷ ହୋଇଛି। ଏହି ନିର୍ବାଚନରେ ମୋଟ ୭୨.୮୬ ପ୍ରତିଶତ ମତଦାନ ହୋଇଥିବା ବେଳେ ୮ଟି ବିଭିନ୍ନ ପଦବି ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ୩୧ Continue Reading
Odisha News
ଭୁବନେଶ୍ୱର,୧୫ /୧୦: ରମାଦେବୀ ବିଶ୍ୱବିଦ୍ୟାଳୟରେ BCJD ବାଜିମାତ୍ କରିଛି। ସଭାପତି ପ୍ରାର୍ଥୀ ଭାବେ ସୋନାଲି ବେହେରା ବିପୁଳ ବିଜୟ ହାସଲ କରିଛନ୍ତି। ସେ ନିକଟତମ AVBP ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି। BCJDବିଜୟ ପରେ ଛାତ୍ରୀମାନେ ଜୋରଦାର ସେଲିବ୍ରେଶନ କରିଛନ୍ତି।ସୂଚନାଯୋଗ୍ୟ, ରମାଦେବୀ ବିଶ୍ୱବିଦ୍ୟାଳୟରେ AVBP ଏବଂ BCJDମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା।ଉଭୟ ପକ୍ଷରୁ ଛାତ୍ରୀମାନେ ହ୍ବାଏ ଆଇ ଷ୍ଟାଣ୍ଡ ଫର୍ ବୈଠକରେ ନିଆରା ଶୈଳୀରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର/ଓଡ଼ିଶା, ୧୫/୧୦ : ଆଜି ଛାତ୍ର ସଂସଦ ନିର୍ବାଚନ । ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟିଂ । ୩୪୬ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟିଂ। ବିଭିନ୍ନ ପଦପଦବି ପାଇଁ ମଇଦାନରେ ଅଛନ୍ତି ୬୮୯୧ ପ୍ରାର୍ଥୀ।ସକାଳ ୮ଟାରୁ ଭୋଟିଂ ଆରମ୍ଭ ହୋଇଛି, ଯାହା ଦିନ ୨ଟା ଯାଏ ଚାଲିବ ଭେଟ୍ । ଏହାପରେ ଗଣତି ହୋଇ ସଂଧ୍ୟାରେ ପ୍ରକାଶ ପାଇବ ଫଳ ।ଶାନ୍ତି ଶୃଂଖଳାରେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୪/୧୦ : ସେଣ୍ଟର ଫର୍ କମ୍ୟୁନିଟି ଡେଭଲପମେଣ୍ଟ (ସିସିଡି) ପକ୍ଷରୁ ଲିନ୍ସି ଫାଉଣ୍ଡେସନ୍‌ର ସହଯୋଗରେ SLECI ଏସ:ଏଲ:ଇ:ସି:ଆଇ ପ୍ରକଳ୍ପ ଅଧୀନରେ ଏଙ୍ଗାରସିଙ୍ଗି ଗ୍ରାମ ପଞ୍ଚାୟତର ସଉତ ସାହିରେ ସାମୁଦାୟିକ ଗୋଷ୍ଠୀ କେନ୍ଦ୍ର ତଥା ଗ୍ରାମ ବିକାଶ କମିଟି (ଭିଡ଼ିସି) କାର‌୍ୟ୍ୟାଳୟର ନବୀକରଣ କରାଯାଇଛି।ଗ୍ରାମବାସୀଙ୍କ ବୈଠକ ଓ ସାମୂହିକ କାର‌୍ୟ୍ୟକ୍ରମ ପାଇଁ କେନ୍ଦ୍ରକୁ ୨୫ଟି ଚେୟାର, ଆଲମିରା, ମସିଣା, ମାଇକ୍ ସହିତ Continue Reading
Odisha News
ବଲାଙ୍ଗିର/ଓଡ଼ିଶା,୧୪/୧୦ : ବି ଜୁ ଛାତ୍ର ଜନତା ଦଳ (BCJD)ର ବଲାଙ୍ଗିର ଜିଲ୍ଲା ସଭାପତି ସୁମନ ନନ୍ଦଙ୍କୁ ଗିରଫ କରିଛି ପୁଲିସ। ଇଈଠଚ ଛାତ୍ର ନେତାଙ୍କୁ ଅପହରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ରାଜେନ୍ଦ୍ର ୟୁନିଭର୍ସିଟି ନିର୍ବାଚନକୁ ନେଇ ସେମାନେ ମୁହାଁମୁହିଁ ହୋଇଥିଲେ।ସୁମନଙ୍କୁ ପୁଲିସ୍ ଗିରଫ କରିବା ପରେ ବଲାଙ୍ଗିର ଟାଉନ୍ ଥାନା ପାଖରେ ଉତ୍ତେଜନା ପ୍ରକାଶ ପାଇଛି। ଥାନା ଘେରାଉ କରିଛନ୍ତି ବିଜେଡି କର୍ମୀ।କଲେଜ ନର୍ବାଚନକୁ ନେଇ ବଲାଙ୍ଗିର Continue Reading