ଭୁବନେଶ୍ୱର, ୨୯/୧: ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଛି କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ। ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିଭାଷଣରେ ବିଜେଡି ଓ ବିଜେପି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଥିଲେ। ତା’ ସହିତ ନାଁ ନନେଇ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ସମାଲୋ କରିଥିଲେ।ରାଜ୍ୟ ଅତିଥି ଭବନରେ Continue Reading
ନୂଆଦିଲ୍ଲୀ/ଭୁବନେଶ୍ୱର,୨୯/୧: ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ ।ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବିଚାରକ ମଣ୍ଡଳୀ ଓଡିଶାର ପ୍ରଜ୍ଞାପନ ମେଢକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି ।ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଛି ତାମିଲାନାଡୁର Continue Reading
ଭୁବନେଶ୍ବର ,୨୯/୧: ସୋମବାର ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେଡିରେ ସାମିଲ ହୋଇଛନ୍ତି ୩୦ ଜିଲ୍ଲାରୁ ୨୯ ବିଶିଷ୍ଟ ଯାତ୍ରା କଳାକାର ।ଓଡ଼ିଶା କଳାକାର ମହାସଂଘର କଳାକାର ମାନେ ବହୁ ସଂଖ୍ୟାରେ ଆସି ଅନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଛନ୍ତି ।ଏଥିରେ ଜଣାଶୁଣା ଅଭିନେତା ଦୈତାରୀ ପଣ୍ଡା, ବାପି ପଣ୍ଡା, ଚୈତନ୍ୟ ପାଇକ, ରମେଶ ନାୟକ, ସୁବାସ ବେହେରା, ଶିବରାମ ପ୍ରଧାନଙ୍କ ପରି ବିଶିଷ୍ଟ କଳାକାର ରହିଛନ୍ତି। ଏମାନଙ୍କ Continue Reading
By Akshya Rout Jajpur, Jan 29: Mortal remains of freedom fighter Nilamani Samal were consigned to flames with full state honour at Balipadia village in Jajpur district on Sunday. Thousands of prominent personailities and sympathizers along with district administrators reached the graveyard here to pay homage to the departed soul. Samal passed away on Saturday […]Continue Reading
Rajasthan,Jan 29 : An 18-year-old JEE aspirant died by suicide in Rajasthan’s Kota on Monday and left a suicide note for her parents stating that she was unable to do JEE. She took the extreme step two days before her examination. This is the second suicide in Kota in nearly a week and overall this […]Continue Reading
ଭୁବନେଶ୍ୱର, ୨୯/୧: ଟୁଇନ୍ ସିଟିର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା। ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି।ପୁଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି।ଏହି ଅବସରରେ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟରେମୁଣା, ୨୯/୧ : ରେମୁଣା ର ବିଧାୟକ ଆଶାୟୀ ପ୍ରାର୍ଥୀ ଇଂ. ଦୀପକ ମଲ୍ଲିକ ଙ୍କ ଲୋକପ୍ରିୟତା ଏବଂ ଯୁବ ସମର୍ଥକ ମାନଙ୍କୁ ଦେଖି ମଇଦାନ ଛାଡି଼ ପଳାୟନ କଲେ ସ୍ଵଘୋଷିତ ନାରୀନେତ୍ରୀ ବରୁଣସିଂ ପଞ୍ଚାୟତର ସମିତି ସଭ୍ୟା ଶାନ୍ତା ଦାସ।ବରୁଣସିଂ ପଞ୍ଚାୟତ ଉତ୍ତର ଚକ ଠାରେ ଆୟୋଜିତ କ୍ରିକେଟ tournament re ମୁଖ୍ୟ ଅତିଥି ଇଂ. ଦୀପକ ମଲ୍ଲିକ, ସମ୍ମାନିତ ଅତିଥି ଶାନ୍ତା ଦାସ, ସମ୍ମାନିତ ଅତିଥି ୩୮ନଂ ଜୋନ ଜିଲ୍ଲା ପରିଷଦ […]Continue Reading
ନୂଆଦିଲ୍ଲୀ, ୨୯/୧: ଓଡ଼ିଶାର ଖାଲି ପଡୁଥିବା ୩ ଆସନ ପାଇଁ ଫେବ୍ରୁଆରି ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏହି ଦିନ ଦେଶର ୫୬ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ ହେବ।ଏନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପ୍ରଶାନ୍ତ ନନ୍ଦ ଓ ଅମର ପଟ୍ଟନାୟକଙ୍କ କାର୍ଯ୍ୟକାଳ ଏପ୍ରିଲ ୩ରେ ସରିବ। ଏହାପୂର୍ବରୁ ଏହି ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ।ନିର୍ବାଚନ ପାଇଁ ଫେବ୍ରୁଆରି ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। Continue Reading
ନୂଆଦିଲ୍ଲୀ,୨୯/୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ମନୋବଳ ବୃଦ୍ଧି କରାଇବା ସହିତ ଭୟ ନ କରି ଖୁସି ମନରେ ପରୀକ୍ଷା ଦେବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷା ସମୟରେ ମାନସିକ ଚାପରୁ ଦୁରେଇ ରହିବା ଗୁରୁତ୍ୱପୂର୍ଣ୍ଣ।ସୋମବାର ଏହି କାର୍ଯ୍ୟକ୍ରମ ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଥିବା ଭାରତ ମଣ୍ଡପମ, ଆଇଟିପିଓରେ ଆୟୋଜିତ ହୋଇଛି। ପରୀକ୍ଷା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲୋଚନାର ଏହା Continue Reading
MUMBAI,JAN 29: On January 28, Sunday, Munawar Faruqui was crowned the winner of Salman khan-hosted reality show ‘Bigg Boss 17’. The comedian beat Abhishek Kumar, Mannara Chopra, Ankita Lokhande and Arun Mashetty in the reality show. Interestingly, this is Munawar’s second win after ‘Lock Upp’ in 2022. After his victory, he spoke to Continue Reading




