Home Articles posted by odadmin (Page 991)
Top Stories
By Subrat Sarangi New Delhi, Jan. 29: It was indeed relieving culture with pride. Yes, you heard it right. Nearly six thousand female staff members from KIIT (Kalinga Institute of Industrial Technology), KISS (Kalinga Institute of Social Sciences) and KIMS (Kalinga Institute of Medical Sciences) on Sunday took part in the Pattathon Mini-Marathon held in […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୨୮/୧ : ଗଜପତି ଜିଲ୍ଲାର ଆଦିବାସୀ ବହୁଳ ତଥା ଆକାଂକ୍ଷା ବ୍ଲକ୍ ଭାବେ ପରିଚିତ ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମୀ ଗ୍ରାମ ଠାରେ ଆଜି କିଶୋରୀ ମେଳା କାର୍ଯ୍ୟକ୍ରମ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ କିଶୋରୀ ବାଳିକା ମାନଙ୍କୁ ନେଇ ବିଭିନ୍ନ ସଚେତନତା ଓ ପ୍ରତିଯୋଗିତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । କିଶୋରୀ ମେଳା ଅବସରରେ ଝାମୀ ଗ୍ରାମ ଠାରେ ଏକ ସଚେତନତା ସଭା Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୨୮/୧:କିଟ୍ ଓ କିସ୍ ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ଏକ ଗଣ ଦୌଡ଼ କାର୍ଯ୍ୟକ୍ରମ ସ୍ଥାନୀୟ ପିଡବ୍ଲ୍ୟୁଡି ଛକରେ ସାଂସଦ ପ୍ରତିନିଧି ଟୁନା ଦାସ ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥଲେ । ଏହା ପିଡବ୍ଲ୍ୟୁଡି ଛକ ଠାରୁ ଆରମ୍ଭ ହୋଇ ଦଣ୍ଡପଦର ଠାରେ ସମାପ୍ତ ହୋଇଥିଲା । ଏଥିରେ ସାଂସଦ ପ୍ରତିନିଧି ଟୁନା ଦାସ, ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର Continue Reading
Odisha News
ସୁଦାମ ପାତ୍ରଙ୍କ ଋିପୋର୍ଟବାଲେଶ୍ଵର, ୨୮/୧ : ସତ ହେଲା ସ୍ଵପ୍ନ। ପୂରଣ ହେଲା ଦୀର୍ଘ ଦିନର ଆଶା। ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା। ପାହାଡ ଜଙ୍ଗଲ ଘେରା ଶିମିଳିପାଳରେ ବସବାସ କରୁଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୩ପଞ୍ଚାୟତର ୨୩ଶହରୁ ଅଧିକ ପରିବାରଙ୍କ ଘରେ ପହଞ୍ଚିଛି ବିଜୁଳି।ବିଜୁ ଗ୍ରାମ ଜ୍ୟୋତି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ପ୍ରୟାସ ଓ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ଅଦମ୍ୟ ପ୍ରଚେଷ୍ଟା ବଳରେ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୭/୧ : ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଠାରେ ୭୫ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଶୁକ୍ରାବର ମହାସମାରୋହରେ ପାଳିତ ହୋଇଯାଇଛି ।ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଯୋଗଦେଇ ମିଳିତ ପ୍ୟାରେଡରେ ମଧ୍ୟ ଅଭିବାଦନ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୮/୧: ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ଏନ୍ଏସି ଓ ବ୍ଳକ ଅନ୍ତର୍ଗତ ୧୮ ପଞ୍ଚାୟତକୁ ନେଇ ବିଶାଳ ଗଣଦୌଡ଼ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ୫ ହଜାରରୁ ଉର୍ଦ୍ଧ୍ବ ଯୁବକ ଶନିବାର ସକାଳେ ବିଶାଳ ଗଣଦୌଡରେ ଅଂଶଗ୍ରହଣ କରି ଏଥରକବି ନବୀନ ଅରୁଣ ସ୍ଲୋଗାନ ଦେଇ ହାଇସ୍କୁଲଖେଳପଡିଆଠାରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରୁ ବାହାରିମହୋତ୍ସବ ପଡ଼ିଆରେ ପହଁଞ୍ଚିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା Continue Reading
Top Stories
By Puja Devjani Mishra        Bhubaneshwar, 28 Jan: The state capital is to soon host the highly anticipated 2nd Odisha Mining & Infrastructure International Expo Organising by Futurex Trade Fair and Events Pvt. Ltd, an exclusive international B2B trade show on global mining and allied industry. The trade show is scheduled to take place from February […]Continue Reading