NEW DELHI, MAY 4: Congress general secretary Priyanka Gandhi Vadra launched a scathing attack on Prime Minister Narendra Modi, calling him a “shahenshah” (emperor) who lives in castles and can never understand the plight of the common man. Priyanka Gandhi’s use of the term “shahenshah” came in response to the Prime Minister’s constant Continue Reading
ଭୁବନେଶ୍ବର, ୪/୫: : ଚଳିତ ନିର୍ବାଚନରେ ଶାସକ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ମଧ୍ୟରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ଓ ୫ଟି ରୂପାନ୍ତରଣ କାର୍ୟ୍ୟକୁ ପ୍ରସଙ୍ଗ କରି ବିଜେଡି ଅବତୀର୍ଣ୍ଣ ହୋଇଥିବା ବେଳେ ବିକଶିତ ଭାରତକୁ ପ୍ରସଙ୍ଗ କରିଛି ବିଜେପି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ଭାରତୀୟ ଜନତା ପାର୍ଟି ଅଧିକ ଫୋକସ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶା ଉପରେ Continue Reading
ଭୁବନେଶ୍ୱର,୪/୫: ଓଡ଼ିଶାରେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରଚାର ପାଇଁ ଓଡିଶା ଆସିବେ କଂଗ୍ରେସ ହେବିୱେଟ୍। ଶନିବାର କଂଗ୍ରେସ ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି। ତାଲିକାରେ ସୋନିଆ, ରାହୁଲ, ପ୍ରିୟଙ୍କା, ଖାର୍ଗେ, ରେବନ୍ତ ରେଡ୍ଡୀ, ଭୂପେଶ ବଘେଲ, ସଚିନ ପାଇଲଟଙ୍କ ଭଳି ନାଁ ତାଲିକାରେ ରହିଛି।ତାଲିକାରେ ଅଳକା ଲାମ୍ବା, କହ୍ନେୟା କୁମାର, ମିନାକ୍ଷୀ ନଟରାଜନ, ଅଜୟ କୁମାର, ଶରତ ପଟ୍ଟନାୟକ, ନରସିଂହ Continue Reading
ଭୁବନେଶ୍ବର,୪/୫: ରାଜଧାନୀରେ ଜଣେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଖବର ମିଳିଛି।।ଆଜି ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ଭରତପୁର ଥାନା ଅଧୀନ ଏକ ବସ୍ତିରେ ଏହି ଅଘଟଣଘଟିଛି।ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ଅନ୍ୟ ଜଣେ ଯୁବତୀଙ୍କ ସେ ସହ ଭଡାରେ ରହୁଥିଲେ। ଗତ ଗୁରୁବାର ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେପଟେ ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ଅଛନ୍ତି।ପରିବାର ଲୋକ ହତ୍ୟା ଅଭିଯୋଗ Continue Reading
OTTAWA/NEW YORK,MAY 4 : Canadian authorities, who arrested three Indian nationals in connection with the killing of Khalistan separatist Hardeep Singh Nijjar in Canada, said their investigation has not concluded and “others” played a role in the homicide. Karan Brar, 22, Kamalpreet Singh, 22, and Karanpreet Singh, 28, all Indian nationals, residing in Edmonton Continue Reading
ଭୁବନେଶ୍ବର, ୪/୫: ପୁରୀ ସାଂସଦ ପ୍ରାର୍ଥୀ ସୁଚରିତା ମହାନ୍ତି କଂଗ୍ରେସ ଟିକେଟ୍ ଫେରାଇଥିବା ଜଣାଯାଇଛି। ପୁରୀ କଂଗ୍ରେସ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଏନେଇ କହିଛନ୍ତି ଯେ ସେ ଯେଉଁଆଡ଼େ ଯାଉଛନ୍ତି, ସେଠି ଲୋକଙ୍କ ଶ୍ରଦ୍ଧା ମିଳୁଛି, କିନ୍ତୁ ଅର୍ଥ ନଥିଲେ ନିର୍ବାଚନ ପ୍ରଚାର ସମ୍ଭବ ନୁହେଁ।ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ନ ମିଳିବା କାରଣରୁ ସେ ଟିକେଟ ଫେରାଇବା ଲାଗି ନିଷ୍ପତ୍ତି ନେଇଛନ୍ତି। ସୁଚରିତା ମହାନ୍ତି ଆହୁରି କହିଛନ୍ତି ଯେ ସେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୪/୫;ବାଲିଗୁଡା ଓ ଜି ଉଦୟଗିରୀ ବିଧାବସଭା ଆସନ ନିମନ୍ତେ ଆଜି ଶେଷ ଦିନ ନାମାଙ୍କନ ପତ୍ରର ଦାଖଲ ର ଥିଲା । ଶେଷ ଦିନରେ ବାଲିଗୁଡାରୁ ତିନି ଜଣ ପାର୍ଥୀ ଓ ଜି ଉଦୟଗିରୀ ଆସନ ନିମନ୍ତେ ଦୁଇ ଜଣ ପାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ବାଲିଗୁଡାରୁ ବିଜେପି ଦଳର ପାର୍ଥୀନୀ କଳ୍ପନା କହଁର ଆଜି ହନୁମାନ ମନ୍ଦିର ପରିସରରୁ ଏକବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ ଏବଂ ଉପଜିଲ୍ଲାପାଳ […]Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୪/୫: ଗଜପତି ଜିଲ୍ଲାରେ ଚଳିତ ମାସର ଆସନ୍ତା ୧୩ ତାରିଖ ଦିନ ଉଭୟ ଲୋକସଭା ଓ ବିଧାନସଭା ପାଇଁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଅଞ୍ଚଳରେ ଶାନ୍ତି ରକ୍ଷା ସହ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ଉଦ୍ଦେଶ୍ୟରେ ଗଜପତି ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗ-ମାର୍ଚ୍ଚ କାର୍ଯ୍ୟକ୍ରମ କରାଯାଉଛି ।ଗଜପତି ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ ପୋଲିସ Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୪/୫: ନୟାଗଡ଼ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ୍ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣଜିତ୍ ଦାସ । ନୟାଗଡ଼ ସହରରେ ଏକ ହଜାର କର୍ମୀ ଙ୍କୁ ନେଇ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି ।ବାଜା ବାଣ ମାଧ୍ୟମରେ ଏକ ପଟୁଆର କରି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।କର୍ମୀଙ୍କ ସହିତ କଂଗ୍ରେସ ନେତା ହୁସେନ ଖାଁ ଓ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ନୟାଗଡ଼ ନିର୍ବାଚନ ମଣ୍ଡଳୀ […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୪/୫: ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଥିବା ବେଳେ ଗତ ସୋମବାର ଦିନ ବିଜେଡି ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବୁଧବାର ଦିନ ବିଜେପି ଦଳ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସ ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରାଯାଇଛି । କଂଗ୍ରେସ ପକ୍ଷରୁ ବୌଦ୍ଧ ନିର୍ବାଚନ ମଣ୍ଡଳୀ ପାଇଁ ବିଧାୟକ ପ୍ରାର୍ଥୀ ଜିଲ୍ଲା ସଭାପତି ନବ କୁମାର ମିଶ୍ର ପ୍ରାର୍ଥୀପତ୍ର ଦାଖଲ […]Continue Reading




