ଭୁବନେଶ୍ବର,୫/୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୂର୍ବ ଭଳି ଜାରି ରହିଛି। ଉପକୂଳ ଜିଲ୍ଲାଗୁଡ଼ିକରେ ଯଦିଓ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି, ପଶ୍ଚିମ ଓଡ଼ିଶାରେ ଲୋକେ ତାତିରେ ଛଟପଟ ହେଉଛନ୍ତି। ଆଜି ଦିନ ୨ଟା ୩୦ରେ ତାପମାତ୍ରା ଝାରସୁଗୁଡାରେ ପାରା ୪୪ ଡିଗ୍ରି ରେକର୍ଡ କରାଯାଇଛି। କେନ୍ଦୁଝରରେ ୪୩, ସମ୍ବଲପୁରରେ ୪୨.୭, ରାଉରକେଲାରେ ୪୨.୨, ହୀରାକୁଦରେ ୪୧.୮, ଚାନ୍ଦବାଲିରେ ୪୦.୨, ଭୁବନେଶ୍ବରରେ ୩୯.୯ ଓ ବାଲେଶ୍ବରରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ Continue Reading
NEW DELHI, MAY 5 : India will wait for the Canadian police to share information on the three Indian nationals arrested and charged with the murder of Khalistani terrorist Hardeep Singh Nijjar last year, External Affairs Minister S Jaishankar said. Jaishankar said he had seen news of the arrests and said the suspects “apparently are […]Continue Reading
ବ୍ୟାସନଗର/ଦାନଗଦି, ୫/୫: ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ଧୂଳିଗଡ ପଞ୍ଚାୟତ ବେଙ୍ଗପାଟିଆ ଗାଁରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବିଦ୍ୟୁତ୍ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଥିବ ଜଣାଯାଇଛି। ମୃତକ ହେଲେ ବାପା ଗଣେଶ ମଣ୍ଡଳ(୬୬) ଓ ପୁଅ ଆଶୁତୋଷ ମଣ୍ଡଳ(୩୨)। ଗୁରୁତର ହେଲେ ତୁଳସୀ ମଣ୍ଡଳ (୬୪)।ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଗଣେଶ ମଣ୍ଡଳ, ତୁଳସୀ ଓ […]Continue Reading
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୫/୫: ହଜାର ହଜାର କର୍ମୀଙ୍କୁ ନେଇ ନୟାଗଡ଼ରେ ପୁଣି ପାୱାର ଶୋ ସହ ନାମାଙ୍କନ ଦାଖଲ କଲେ ନୟାଗଡ଼ ବିଜେପି ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ । ନିର୍ବାଚନ ଜିତିଲେ ୧୦୦ଦିନରେ ନୟାଗଡ଼ ଚିନିକଳ ଚାଲିବା ସହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉଦଘାଟନ କରିବେ ବୋଲି ପୁଣି ଦୋହରାଇଛନ୍ତି ସମ୍ବିତ ପାତ୍ର ।ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଓ ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୫ :ଆଜି ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଂଚ ଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପାର୍ଥୀ ପତ୍ର ଯାଂଚ ହୋଇଥଲା, ଯାଂଚରେ ସମସ୍ତଙ୍କ ପାର୍ଥୀଙ୍କର ଦାଖଲ କରିଥିବା ସମସ୍ତ କାଗଜ ପତ୍ର ଠିକ ରହିଛି ।ବାଲିଗୁଡା ନିର୍ବାଚନ ମଣ୍ଡଳୀର ସମୁଦାୟ ବିଧାୟକ ପାର୍ଥୀ ପାଂଚ ଜଣ କଂଗ୍ରେସରୁ ଉପେନ୍ଦ୍ର ପ୍ରଦାନ,ବିଜେଡିରୁ ଚକ୍ରମଣୀ କହଁର,ବିଜେପିରୁ କଳ୍ପନା କହଁର,ସ୍ୱାଧିନ Continue Reading
The alumina refinery is leveraging data to reduce emissions and enable energy efficient processes By Subrat Sarangi New Delhi, May 4: Vedanta Limited- Lanjigarh, India’s premier producer of smelter grade alumina and a unit of Vedanta Aluminium, has launched an advanced Energy Management System (EMS) across its power plant. It will help monitor the energy […]Continue Reading
India has emerged as global leader; has been playing role of successful peace-broker Canada Prime Minister Justin Trudeau is an exception to India, says Jaishankar Bhubaneswar, May 4: External affairs minister Dr. S. Jaishankar on Saturday said the past ten years of Prime Minister Narendra Modi was a phase of laying a strong foundation for […]Continue Reading
ଭୁବନେଶ୍ବର,୪/୫: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। କିନ୍ତୁ ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ପଶ୍ଚିମ ଓଡ଼ିଶାରେ ତାତିରୁ ଲୋକଙ୍କୁ ନିସ୍ତାର ମିଳି ନାହିଁ। ଆଜି ରାଜ୍ୟର ୨୫ଟି ସହରରେ ତାପମାତ୍ରା ୪୦ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଛି।୪୪ ଡିଗ୍ରି ସହ ବୌଦ୍ଧ ଏବଂ ନୂଆପଡା ରାଜ୍ୟର ଉତ୍ତପ୍ତ ସହର ହୋଇଛି। କିନ୍ତୁ ଟ୍ୱିନ ସିଟି ଭୁବନେଶ୍ବର ଓ କଟକରେ ତାପମାତ୍ରା ପୁଣି ୪୦ ଡିଗ୍ରି ତଳେ ରହିଛି। ଉପକୂଳରୁ Continue Reading
ରାଉରକେଲା,୪/୫: ରଘୁନାଥପାଲୀ ଥାନା ଜଲଦା ଫାଣ୍ଡି ଅନ୍ତର୍ଗତ ତର୍କରା ଡ୍ୟାମ୍ ଶନିବାର ଅପରାହ୍ନରେ ଗାଧୋଇବାକୁ ଯାଇ ୨ ଜଣ ଯୁବକଙ୍କ ସଲୀଲ ସମାଧୀ ଘଟିଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ପୋଲିସ, ରାଜ୍ୟ ଅଗ୍ନିଶମର ଦମକଳ ବାହିନୀ ଓ ଓଡ୍ରାଫ ଟିମ ପଂହଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ।ପ୍ରାୟ ୨ ଘଣ୍ଟାର ଖୋଜାଖୋଜି ପରେ ଯୁବକ ଦ୍ୱୟଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକ ମାନେ ହେଉଛନ୍ତି ପ୍ଲାଂଟସାଇଟ ଥାନା ଅନ୍ତର୍ଗତ ରାଉରକେଲା ପାୱାର ହାଉସ ଲାଲ Continue Reading
ଭୁବନେଶ୍ବର,୪/୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟିରେ ଓଡ଼ିଶାର ମର୍ୟ୍ୟାଦା ସ୍ବତନ୍ତ୍ର ଭାବରେ ରହିଛି। ଭାରତ ସରକାରଙ୍କ ଆୟୋଜନରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଏସ୍ ଜୟଶଙ୍କର ଶନିବାର ଅପରାହ୍ଣରେ ଏହା କହିଛନ୍ତି।ଭୁବନେଶ୍ବରସ୍ଥିତ ଏକ ତାରକା ହୋଟେଲରେ ଆୟୋଜିତ ବୁଦ୍ଧିଜୀବୀ ଓ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଓଡ଼ିଶାର ଐତିହ୍ୟ, କଳା, ସଂସ୍କୃତି ଓ Continue Reading




