Home Articles posted by odadmin (Page 49)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୫ : ରବିବାର ସନ୍ଧ୍ୟା ୭ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଅବକାରୀ ମୋବାଇଲ୍ ସ୍କ୍ୱାଡ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ବୌଦ୍ଧ ଥାନା ଟାଙ୍ଗର ପାଲି ଜଙ୍ଗଲରୁ ବ୍ୟାପକ ଗଞ୍ଜେଇ ଜବତ କରାଯାଇଛି ।ଆରକ୍ଷୀ ଅଧୀକ୍ଷକ ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ଟାଙ୍ଗର ପାଲି ଗ୍ରାମ ନିକଟ ଜଙ୍ଗଲରେ ଚଢାଉ କରା ଯାଇଥିଲା ।ସେଠାରେ ଚାଲାଣ ପାଇଁ ଗଛିତ ରଖା ଯାଇଥିବା ୧୨୦ କେଜି ଗଞ୍ଜେଇକୁ ଜବତ କରା ଯାଇଥିଲା […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୫ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଅଗ୍ରଣୀ ମହିଳା ସଙ୍ଗଠନ “ପ୍ରଗତି” ର ୭ମ ବାର୍ଷିକୋତ୍ସବ ଏବଂ “ଆନ୍ତର୍ଜାତୀୟ ମାତୃ-ଦିବସ” ପାଳନ କାର୍ଯ୍ୟକ୍ରମ ସ୍ଥାନୀୟ ୟୁ.ଟେକ୍.କମ୍ପ୍ୟୁଟର ଏଜୁକେଶନ ସେଣ୍ଟର୍ (ରାଜବାଟୀ ) ପରିସରରେ ମହା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରଗତି ଅନୁଷ୍ଠାନ ର ଉପଦେଷ୍ଟା ତଥା ଗଜପତି ଜିଲ୍ଲା ପରିଷଦର ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡ଼େମୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୦/୫ : ଶିଶୁ ଓ କିଶୋରୀ କିଶୋରଙ୍କ ଅଧିକାର ଓ ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଥାନାରେ ଜୁଭେଣ୍ଟିକା ( ଶିଶୁ ଓ ପୋଲିସ ଫ୍ରେଣ୍ଡଲି) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।ଶିଶୁମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇ ସେମାନେ ପୋଲିସ ସହ କିପରି ସୁସମ୍ପର୍କ ରକ୍ଷା କରିବେ ଏବଂ ନିର୍ଭୟରେ ନିଜ ଭାବ ପ୍ରକାଶ କରିପାରିବେ ସେ ନେଇ ଏହି କାର୍ଯ୍ୟକ୍ରମ ଆରମ୍ଭ Continue Reading
Odisha News
ଭୁବନେଶ୍ୱର, ୧୦/୫ : ବାଲିଅନ୍ତା ଭିଡ ସୌମ୍ୟରଂଜନଙ୍କୁ ପିଟି ପିଟି ହତ୍ୟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। IICଙ୍କୁ ବଦଳି କରାଯାଇଥିବା ବେଳେ ୪ ପୋଲିସ ଅଧିକାରୀକୁ ସସ୍‌ପେଣ୍ଡ୍ କରିଦିଆଯାଇଛି। ଏହି ଘଟଣାରେ ଜଣେ SI, ଜଣେ ASI, ଜଣେ OAPF ସସ୍‌ପେଣ୍ଡ୍ ହୋଇଛନ୍ତି। ଜଣେ କନଷ୍ଟେବଲ ସସ୍‌ପେଣ୍ଡ୍‌, ୨ ହୋମଗାର୍ଡ ମଧ୍ୟ କାର୍ଯ୍ୟରୁ ବିଦା କରାହୋଇଛି।ସରକାର ଏହି ଘଟଣାରେ ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି Continue Reading
Odisha News
ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟକଟକ, ୧୦/୫ : ତା ୧୦-୫: ଥିଙ୍କର୍ସ କ୍ଲବ ର ୧୫୨ ତମ ଆଭାସୀ ଆଲୋଚନାରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ମହାପାତ୍ର ଯୋଗ ଦେଇ କହିଲେ ଭାରତର କଳା ସ୍ଥାପତ୍ୟ ସଂସ୍କୃତି ଅତି ସମୃଦ୍ଧ ।କ।ଳନିରୁପଣ ଗଣନା ପଦ୍ଧତି କେବଳ ଭାରତୀୟ ସଂସ୍କୃତିରେ ଉଲ୍ଲେଖ ରହିଛି ।ଅନ୍ୟ କେଉଁ ଧର୍ମ ବା ସମ୍ପ୍ରଦାୟରେ ଏହା ନାହିଁ ।ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ୱ ବିଦ୍ୟାଳୟର […]Continue Reading
Top Stories
By Sukanta Kumar Mohanty Bhubaneswar, May 9: Raising concern over rapid groundwater depletion in Odisha amid the growing impact of climate change and global warming, the Orissa Environmental Society has urged Chief Minister Mohan Charan Majhi to strengthen government regulation and monitoring of groundwater withdrawal across the state. In a letter addressed to the Chief Continue Reading