Home Articles posted by odadmin (Page 48)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୫ : ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଗୋଏଲ୍ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମହେନ୍ଦ୍ର କୁମାର […]Continue Reading
Top Stories
Opposition party approaches Chief Electoral Officer over issuance of second ballot papers to two BJP MLAs; ruling BJP dismisses allegations as politically motivated By Mhendra Darjee Bhubaneswar, May 12: A fresh political controversy has erupted in Odisha following the recently concluded Rajya Sabha elections, with the opposition Biju Janata Dal (BJD) alleging serious Continue Reading
Top Stories
By Prasanna Kumar Paikaray Khordha ,May 10 : The two-day 59th Keranga Annual Peace Conference, organized by Keranga Ahmadiyya Muslim Organization on the outskirts of Khordha, has concluded. Keranga President Osim Ahmad Khan presided over the first session of the second day. The meeting began with the recitation of the Holy Quran. Nasar Khan recited […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୧/୫: ରାତି ଅଧରେ ଗୋଦାମ ଘରୁ ପିଡିଏସ୍ ଚାଉଳ ଚୋରି ସନ୍ଦେହରେ ଦୁଇ ଜଣଙ୍କୁ ଅଟକ ରଖିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତରେ ।ସୂଚନା ଅନୁଯାୟୀ ରବିବାର ଡିୟୁଟି ସାରି ଗୋଦାମ ଘର ଏବଂ ଚାଉଳ ବିତରଣ କେନ୍ଦ୍ର ତାଲା ଦେଇ ବନ୍ଦ କରି ଯାଇଥିଲେ ଯୋଗାଣ ସହାୟକ । ସୋମବାର ସକାଳେ ଗୋଦାମ ଘର ତାଲା […]Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଧର୍ମଶାଳା/ଓଡ଼ିଶା ,୧୧/୫ : ଗତ କିଛିଦିନ ଧରି ଟାଟା ପାୱାର ବିରୋଧରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜୋର ଧରିଛି। ୨୦୨୧ ମସିହା ଠାରୁ ବିଦ୍ୟୁତ ବିତରଣ ସଂସ୍ଥାର କିଛି ଅଂଶ ରାଜ୍ୟ ସରକାର ଟାଟା ପାୱାରକୁ ହସ୍ତାନ୍ତର କରିଥିଲେ।ପରେ ସାରା ରାଜ୍ୟରେ ଟାଟା ପାୱାର ମନମାନୀ ଚଳାଇ ଆସୁଛି। ଅନେକ ସମୟରେ ଉପଭୋକ୍ତା ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିବା ସହ ଆନ୍ଦୋଳନ କରିଛନ୍ତି।ଏବେ ଉପଭୋକ୍ତା ନୁହେଁ ନିଜର ପତିଆରା ଜାହିର […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୫ : ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଲ୍ଲୀରେ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ୍ୟୋତି ଶଙ୍କର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜନଶୁଣାଣି ଶିବିରରେ ବେଗୁନିଆ, ବିଧାୟକ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ, ସଂକଳ୍ପ ସ୍ଵସ୍ତିକ ସାହୁ, ଉପ-ଆରକ୍ଷୀ ଅଧିକ୍ଷକ, ସହକାରୀ ଜିଲାପାଳ, Continue Reading
Odisha News
ଭୁବନେଶ୍ୱର, ୧୧/୫ : ବାଲିଅନ୍ତା ସୌମରଞ୍ଜନ ସ୍ୱାଇଁ ହତ୍ୟା ଘଟଣା । ମାମଲାରେ ତଦନ୍ତ ଜାରି ରଖିଛି କ୍ରାଇମବ୍ରାଞ୍ଚ । ୨ୟ ଦିନରେ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳକୁ ଯାଇ ପ୍ରତ୍ୟକ୍ଷଦର୍ଶୀ ଓମୃତ ସୌମ୍ୟଙ୍କ ପରିବାର ଲୋକ, ସାଙ୍ଗଙ୍କ ବୟାନ ରେକର୍ଡ କରାଯାଇଛି । ଏହିକ୍ରମରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ।ସେ କହିଛନ୍ତି ଯେ, ବାଲିଅନ୍ତା ବର୍ବରତା ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଛି । କିଛି ସାକ୍ଷୀଙ୍କ ବୟାନ Continue Reading
Odisha News
ମାଲକାନଗିରି, ୧୧/୫ : ପ୍ରେମ କଲା ବାୟା । ପ୍ରେମିକାକୁ ଫେରିପାଇବାକୁ ବିଚରା ପ୍ରେମିକ ଏମିତି କିଛି କଲା ଯାହା ହେଲା ବୁମେରାଂ। ପ୍ରେମ ଓ ପ୍ରେମିକା ପାଇଁ ପ୍ରେମିକ ହରବର ହେବା ଘଟଣା ମାଲକାନଗିରି ଜିଲ୍ଲାରେ ଆଲୋଚନାର ଖୋରାକ୍ ହୋଇଛି।କଥାରେ ଅଛି ପ୍ରେମଟା ସବୁବେଳେ ଅନ୍ଧ। ତାହା ଦେଖେନି ବୟସ, ସୀମା, ସାମାଜିକ କଟକଣା କିମ୍ବା ପ୍ରତିବନ୍ଧକ। ଠିକ ସେମିତି ଜଣେ ଯୁବକ ବିବାହିତ ପ୍ରେମିକାକୁ ପ୍ରେମ କଲା । କିନ୍ତୁ ବିଚ୍ଛେଦ ସହି ପାରିଲାନି। […]Continue Reading
Odisha News
ଭୁବନେଶ୍ୱର, ୧୧/୫ : ସୋମନାଥ ମନ୍ଦିର ପୁନରୁଦ୍ଧାରର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସୋମବାର, ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ନିକଟରେ ସୋମନାଥ ସ୍ବାଭିମାନ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ନିଜ ଅଭିଭାଷଣରେ କହିଥିଲେ, ସୋମନାଥ ଓ ଲିଙ୍ଗରାଜଙ୍କ ମଧ୍ୟରେ ଏକ ଅଦୃଶ୍ୟ ଓ ଗଭୀର ଆଧ୍ୟାତ୍ମିକ ସମ୍ପର୍କ ରହିଛି।ସୋମନାଥ ଯଦି ଭାରତର ପଶ୍ଚିମ ପ୍ରହରୀ, ତେବେ ଲିଙ୍ଗରାଜ ହେଉଛନ୍ତି Continue Reading
National News
WEST BENGAL,MAY 11 : West Bengal Chief Minister Suvendu Adhikari on Monday announced a series of key decisions after the first cabinet meeting, including approval for transfer of land to the Border Security Force for fencing the India-Bangladesh border. Adhikari said that Prime Minister Narendra Modi’s vision of “development for all” would guide the new […]Continue Reading