Home Articles posted by odadmin (Page 1401)
National News
NEW DELHI, JULY 4 : Days after the government banned 59 Chinese apps, Prime Minister Narendra Modi on Saturday invited the start-up and tech community to participate in the “Aatmanirbhar Bharat App Innovation Challenge”. In a tweet, Electronics and Information Technology (IT) Minister Ravi Shankar Prasad said that the prime minister has launched the challenge Continue Reading
Odisha News
ଭୁବନେଶ୍ୱର,୪/୭: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଟପର୍ ହେଲେ ଓଡ଼ିଆ ଝିଅ ବୈଶାଳୀ ମହାନ୍ତି। ଏବେ ତାଙ୍କୁ ଜାତିସଂଘର ନୀତି ଅଧିକାରୀ ଭାବେ ନିଯୁକ୍ତ ମିଳିଛି। ଚଳିତ ମାସ ୧ ତାରିଖରେ ସେ କାର‌୍ୟ୍ୟଭାର ଗ୍ରହଣ କରିଛନ୍ତି।୨୦୧୬ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ରେ ମାଷ୍ଟର ଡିଗ୍ରୀ ପରେ ବୈଶାଳୀ ୟୁନାଇଟେଡ୍ ନେସନ୍ରେ ଇଣ୍ଟରନାସନାଲ୍ ସିଭିଲ୍ ସର୍ଭିସ୍ରେ ଯୋଗ ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ ୟୁଏନ୍ ମିଶନ୍ରେ ଓଆଇଏମ୍ Continue Reading
Odisha News
ଭୁବନେଶ୍ୱର,୪/୭: ଭୁବନେଶ୍ୱର ସହରରୁ ଆଉ ୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ରୁ ୩୭ କ୍ୱାରେଣ୍ଟିନରେ ଥିବା ବେଳେ ୮ ଜଣ ଲୋକାଲ କଣ୍ଟା କେସ୍ ରହିଛି। ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ୱର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାମନ୍ତରାପୁର ନୂଆଗାଁରୁ ମଧ୍ୟ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିଭଳି ଏକ ଘରୋଇ ହସ୍ପିଟାଲର ୩ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।ମୈତ୍ରୀ ବିହାରରୁ ଜଣେ, ଆଇଗିଣିଆରୁ ଜଣେ, Continue Reading
Top Stories
Noted social worker and youth icon Himansu Sekhar Sahoo has been tirelessly working to provide succour to the local people in Dharmasala in Odisha’s Jajpur district as they battle against the Covid-19 restrictions and economic hardships. Besides, he has been helping under-privileged people for marriage ceremony of their daughters.Continue Reading
Odisha News
Odisha govt restricts Bolbam Yatra this year to contain Covid-19 By Sukanta Mohanty/Gopal Samantaray ଭୁବନେଶ୍ୱର, ତା ୪ ।୭ । ବୋଲବମ୍ ଭକ୍ତ ସମୂହ ବା କାଉଡିଆମାନେ ଏ ବର୍ଷ ଶ୍ରାବଣମାସ ବ୍ରତ ପାଳନ କରିବା ପାରିବେ ନାହିଁ । ସେମାନଙ୍କୁ କୌଣସି ନଦୀ ଘାଟରୁ ପାଣି ଉଠାଇବାକୁ ଅନୁମତି ମିଳିବ ନାହିଁ କିମ୍ବା ପବ୍ଲିକ୍ ରୋଡରେ ବା ସର୍ବସାଧାରଣ ରାସ୍ତାରେ ଯିବାକୁ ଅନୁମତି ମିଳିବ ନାହିଁ ।ଏହାଛଡା ଶିବ ମନ୍ଦିରରେ […]Continue Reading
Odisha News
କିଶୋର ମହାପାତ୍ର ଙ୍କ ରିପୋର୍ଟ ନୟାଗଡ଼,୪/୭: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଗୋଟିଏ ନାରା କୈାଣସି ଜଣେ ବି ଲୋକେ ଯେପରି ବାସ ହରା କିମ୍ବା ଖାଦ୍ୟ ପାଇଁ ହଇରାଣ ନ ହୁଅନ୍ତି । ଏଥିପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଦୀପତଳ ଅନ୍ଧାର ପରି ଏହାର ବ୍ୟତିକ୍ରମ ଦେଖାଦେଇଛି ନୟାଗଡ଼ ଜିଲ୍ଲା ସଦରମହକୁମା ଠାରୁ ୫ କିଲୋମିଟର ଦୁରରେ । ନୟାଗଡ଼ ଜିଲ୍ଲା ଇଟାମାଟି ପଞ୍ଚାୟତ ର ଭିନ୍ନକ୍ଷମ ଦମ୍ପତି ଛବି […]Continue Reading
Odisha News
କବିସୂର୍ଯ୍ୟନଗର,୪/୭: କରୋନା ଯୋଦ୍ଧା ଭାବେ କାମ କରୁଥିବା ଶିକ୍ଷକ ପୁଅର ମୃତ୍ୟୁ ଖବର ପାଇ ପିତାମାତା ଆତ୍ମହତ୍ୟା କରିବା ଘଟଣା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ଘଟଣା ଗଞ୍ଜାମ ଜିଲ୍ଲା କବିସୂର‌୍ୟ୍ୟନଗର ଥାନା ନାରାୟଣପୁର ଶାସନରେ ଘଟିଛି।ମିଳିଥିବା ସୂଚନା ଅନୁଯାୟୀ, ଗତ ୧ ତାରିଖରେ ନାରାୟଣପୁର ଶାସନର କରୋନା ଯୋଦ୍ଧା ସୀମାଞ୍ଚଳ ଶତପଥୀ(୨୭) ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପରିବାର ଲୋକେ ଭୁବନେଶ୍ଵରର ସମ୍ ହସ୍ପିଟାଲରେ ଭର୍ତ୍ତି Continue Reading
Odisha News
ଭୁବନେଶ୍ୱର ୪।୫: ଶନିବାର ଦିନ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର, ଗଜପତି, ଗଞ୍ଜାମ, କନ୍ଧମାଳ ଓ ଜଗତସିଂହପୁର ଜିଲ୍ଳାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ତେଣୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, Continue Reading