Home Articles posted by odadmin (Page 1400)
Top Stories
By Sudhir Ranjan Dash Paradip, July 5: As the Covid-19 Pandemic continues to stifle the global supply chains the maritime industry is no doubt facing a daunting task to function smoothly.  However, defying all adversities, Paradip Port Trust (PPT) has become the country’s top most major port by handling a record 25.73 , million metric […]Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୫/୭: ନୟାଗଡ ଜିଲ୍ଲା ନୂଆଗାଁ ସେକ୍ସନ ବିଦ୍ୟୁତ୍ ବିଭାଗର ନିଷ୍କ୍ରିୟତା ଯୋଗୁଁ କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଏଲେଭେନ୍ କେ ଭି ବିଦ୍ୟୁତ୍ ତାର ଓହଳି ରହିଛି ତ ,କେଉଁଠି ବିପଦ ସଙ୍କୁଳ ଅବସ୍ଥାରେ ଟ୍ରାନ ସ ଫର୍ମ ର ରହିଥିବା ଯୋଗୁଁ ଜନ ଜୀବନ ବିପଦ ଗ୍ରସ୍ତ ହେବାରେ ଲାଗିଛି।ଏପରିକି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କିଛି ଲୋକ ମୃତ୍ୟୁ ବରଣ କରିଥିବା ଜଣାପଡିଛି। […]Continue Reading
Odisha News
ନୂଆପଡ଼ା,୫/୭: ନୂଆପଡା ଜିଲ୍ଲା ଖଡିଆଳ ତହସିଲ ତୁକୁଲାର ଆର୍.ଆଇ ବାଲିଘାଟ କରାଇ ଦେବା ପାଇଁ ଲାଞ୍ଚ ନେଉଥିବା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଲାଞ୍ଚ ନେଉଥିବା ଆର୍.ଆଇ ହେଲେ ଦୀନମଣି ରାଉତରାୟ ।ବାଲିଘାଟ କରାଇ ଦେବା ପାଇଁ ଦୀନମଣି ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା।ଭିଜିଲାନ୍ସ ଡିଏସ୍ପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ୱରେ ଚଢାଉ କରାଯାଇଥିଲା। ଦୀନମଣିଙ୍କ ସରକାରୀ ଅଫିସ୍ ଓ ଭଡ଼ା ଘରେ Continue Reading
Odisha News
କଟକ,୫/୭: କଟକର ମାଣିକଘୋଷ ବଜାରରେ କରୋନା ସଂକ୍ରମଣ ବ୍ୟାପିଥିବା ଜଣାଯାଇଛି। ସେଠାରେ ଗୋଟେ ପରିବାରରୁ ୧୧ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଏହି ପରିବାରର ଜଣେ ସଦସ୍ୟଙ୍କ ବାହାଘର ଉତ୍ସବରେ ଯୋଗ ଦେବା ଲାଗି ଭଉଣୀ ଭୁବନେଶ୍ବରରୁ କଟକ ଆସିଥିଲେ। ବାହାଘର ଉତ୍ସବ ଶେଷ ହେବା ପରେ ଭଉଣୀ ଭୁବନେଶ୍ବର ଫେରିଯାଇଥିଲେ। ସେଠାରେ ତାଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ତାପରେ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାପରେ ପରିବାରର Continue Reading
Odisha News
ଫୁଲବାଣୀ,୫/୭: କନ୍ଧମାଳ ପୁଲିସକୁ ଏକ ବଡ଼ ସଫଳତା ମିଳିଥିବାର ଜଣାଯାଇଛି। କନ୍ଧମାଳ ପୁଲିସ ଓ ମାଓବାଦୀ ଗୁଳି ବିନିମୟରେ ୪ ବି ଜି ଏନ କ୍ୟାଡ଼ର ମାଓବାଦୀଙ୍କ ମୃତ୍ୟୁ ଘଟିଛି।ଗତକାଲି ରାତିରେ ତୁମୁଡିବନ୍ଧ ବ୍ଳକ ସିର୍ଲା ପଂଚାୟତର ବଙ୍ଗରୁ ପାହାଡ ଉପରେ ମିଳିତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଉଥିଲା । କିନ୍ତୁ ସର୍ଚ୍ଚ ଅପରେସନ ସମୟରେ ପୋଲିସ-ମାଓବାଦୀ ମୁହାମୁହିଁ ହୋଇଥିଲା । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ ମାଓବାଦୀମାନେ ଅଧିକ ସମୟ Continue Reading
Odisha News
ଭୁବନେଶ୍ୱର,୫/୭: ଓଡ଼ିଶାରେ କରୋନା ନେଲା ଆଉ ୨ଜଣଙ୍କ ଜୀବନ। ୨ ମୃତକ ଗଜପତି ଓ ସୁନ୍ଦରଗଡ଼ ଜିଲ୍ଲାର ବୋଲି ସୂଚନା ମିଳିଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି।ଉଭୟ ମୃତକ ପୁରୁଷ। ଗଜପତିର ମୃତକଙ୍କ ବୟସ ୪୦ ବର୍ଷ । ସୁନ୍ଦରଗଡ଼ ଜିଲ୍ଲାର ମୃତକ ଜଣକ ୬୪ ବର୍ଷ ବୟସ୍କ ପୁରୁଷ , ସେ ମଧୁମେହରେ ମଧ୍ୟ ପୀଡ଼ିତ ଥିଲେ।Continue Reading
Odisha News
ଭୁବନେଶ୍ବର,୫/୭: ରାଜ୍ୟରେ ରବିବାର ଦିନ ପୁଣି ୪୬୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୪୬୯ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୫୨ ରହିଛି।ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯,୦୭୦ ରେ ପହଞ୍ଚିଛି।ଆଜି ୨୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା Continue Reading
Odisha News
ବ୍ରହ୍ମପୁର୪/୭: କରୋନା ମୁକାବିଲା ନେଇ ବ୍ରହ୍ମପୁରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୭୦ଟି ଟିମ୍ ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଏଯାବତ୍ ୩,୭୧,୩୨୨ ଜଣଙ୍କ ସ୍କ୍ରିନିଂ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୧୭ ଜଣଙ୍କୁ କରୋନା ସନ୍ଦିଗ୍ଧ ଭାବେ ଚିହ୍ନଟ କରାଯାଇଥିଲା।ଏମାନଙ୍କ ମଧ୍ୟରୁ ୬୫ ଜଣ କରୋନା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ଏହି Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୪/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲ ମଡ଼ା ଗ୍ରାମରେ ୧୯୬୮ ମସିହାରେ ପ୍ରଫୁଲ୍ଲ ଙ୍କ ଜନ୍ମ । ବାପା ମାଟିଆ ପ୍ରଧାନ ଓ ମା ବସନ୍ତ ପ୍ରଧାନ ଙ୍କ କୋଳ ରେ ଜନ୍ମ ଗ୍ରହଣ ପରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ପ୍ରଫୁଲ୍ଲ ଦୃଷ୍ଟି ଶକ୍ତି ହରାଇ ବସିଥିଲେ । ପ୍ରଫୁଲ୍ଲ ଧୀରେ ଧୀରେ ବଡ଼ ହେବା ସହିତ ତାଙ୍କର ସଙ୍ଗୀତ ,ବାଦ୍ୟ ,ପ୍ରବଚନ ପ୍ରତି ଆଗ୍ରହ ବଢିଥିଲା […]Continue Reading