ଭୁବନେଶ୍ବର,୪/୭: ରାଜ୍ୟରେ ଶନିବାର ଦିନ ପୁଣି ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଥିବା ବେଳେ ଗଞ୍ଜାମରୁ ୩ ଜଣ ଅଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମର ୩ ମୃତକଙ୍କ ବୟସ ଯଥାକ୍ରମେ ୫୦, ୨୭ ଓ ୩୫ ବର୍ଷ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ବରର ଦୁଇ ମୃତକଙ୍କ ବୟସ ୫୧ ଓ ୬୪ ବର୍ଷ। […]Continue Reading
ଭୁବନେଶ୍ବର,୪/୭: ରାଜ୍ୟରେ ଶନିବାର ଦିନ ପୁଣି ୪୯୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୧୪୦ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୫ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ Continue Reading
Bhubaneswar,July 4: The Odisha Government has fixed the maximum price for RT-PCR COVID-19 test at four ICMR-approved private laboratories, Health and Family Welfare Department said today. The price has been fixed at Rs 2200 (inclusive of GST and all other incidental charges) for individuals desirous of the test. The four private laboratories are Dept of […]Continue Reading
MUMBAI, JULY 3 : The recommencement of commercial passenger flight services in a graded manner is unlikely to help the domestic aviation industry recover in the current financial year with domestic air traffic expected to shrink by 41- 46 per cent and international travel demand by a negative 67-72 per cent year-on-year owing to COVID-19, […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୩/୭: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କାପ୍ତା ପଲ୍ଲୀ ଗ୍ରାମରେ ଶରତ ଚନ୍ଦ୍ର ସାହୁ ଙ୍କ ପୁତ୍ର ରତିକାନ୍ତ ସାହୁ ଦୀର୍ଘ ୨୦ ବର୍ଷ ହେବ ଏକ ଦୋକାନ ଦେଇଥିଲେ। ପ୍ରତିଦିନ ଭଳି ସକାଳୁ ଆସି ଦୋକାନ ପାଖରେ ପହଞ୍ଚି ଦେଖନ୍ତି ତ ତାଙ୍କ ଦୋକାନ ତାଲା ଭଙ୍ଗାଯିବା ସହ ଏଲ୍ ଜି ଟିଭି,୨୦ ହଜାର ଟଙ୍କା,ପେଟ୍ରୋଲ ୩୦ ଲିଟର ସହ ଆଉ କିଛି ଆସବାବ ପତ୍ର ଚୋରି ହୋଇଛି।ଏହି […]Continue Reading
କୋଣାର୍କ,୩/୭: ଜୁଲାଇ ୬ ତାରିଖରେ ଖୋଲିପାରେ ବିଶ୍ୱ ଐତିହ୍ୟ କୋଣାର୍କର ସୂର୍ୟ୍ୟମନ୍ଦିର। କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ୧୬ ତାରିଖରୁ ବ୍ଲାକ ପାଗୋଡ଼ା କୋଣାର୍କ ସୂର୍ୟ୍ୟମନ୍ଦିର ଖାଁ ଖାଁ ରହିଛି। ଏହାଦ୍ୱାରା ପର୍ୟ୍ୟଟନ ଶିଳ୍ପ ଉପରେ ର୍ନିଭରଶୀଳ କୋଣାର୍କର ହୋଟେଲ ଶିଳ୍ପ, ହସ୍ତଶିଳ୍ପ ବ୍ୟବସାୟୀ , ଗାଇଡ଼ , ଫଟୋଗ୍ରାଫରଙ୍କ ସହ କୋଣାର୍କ ଅଂଚଳର ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।୩ ମାସରୁ ଅଧିକ ସମୟ ଧରି କୋଣାର୍କକୁ ପର୍ୟ୍ୟଟକଙ୍କ ଯିବାଆସିବା Continue Reading
ଭୁବନେଶ୍ବର,୩/୭ :ଗୁରୁବାର ଦିନ ଭୁବନେଶ୍ବରରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୪ଜଣଙ୍କ ମଧ୍ୟରୁ ୨୦ଜଣ ସଙ୍ଗରୋଧରେ ଥିବା ବେଳେ ୪ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ଜଣା ପଡ଼ିଛି । ଏହା ସହ ଚିକିତ୍ସିତ ହେଉଥିବା ୧୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ଏବେ ମୋଟ ୩୬୯ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୨୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । […]Continue Reading
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୩/୭ :ଆମ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ। ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ଆମ ରାଜ୍ୟ ଓଡ଼ିଶା କୃଷି କ୍ଷେତ୍ରରେ ସ୍ଵତନ୍ତ୍ର ସ୍ଥାନ ହାସଲ କରିଛି । ରାଜ୍ୟ ସରକାର ଙ୍କ ଦ୍ଵାରା କୃଷି ର ଉନ୍ନତି ପାଇଁ ଏବଂ ଚାଷୀ ମାନଙ୍କୁ କୃଷି କ୍ଷେତ୍ରରେ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି।କିନ୍ତୁ ବିଭାଗୀୟ ଅଧିକାରୀ ଙ୍କ […]Continue Reading
Dharamshala IIC Saroj Kumar Sahoo collecting penalty amount from disobedient people in the area on FridayContinue Reading




