By Susant Dalai Bhubaneswar, July 5: Dengue is fast spreading its tentacles in Odisha’s capital city Bhubaneswar. The total cases of dengue infections in the city crossed 100 mark on Tuesday. Nayapalli and IRC village have turned into a hotspot, said city health officer Dipak Bisoi. “Some cases have been detected from Nayapalli, IRC Village, […]Continue Reading
‘Station master should have reported repeated unusual behavior of crossover’ By Sukant Mohanty Bhubaneswar, July 5: The Commissioner of Railway Safety (CRS), South Eastern Circle, which probed into the June 2 Bahanga train tragedy that left 293 people dead and over 900 others injured, has found that the crash occurred due to lapses in the […]Continue Reading
ମାଲକାନଗିରି,୫/୭ : ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଧ୍ରିମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ।ମାଲକାନଗିରି ଏୟାରଷ୍ଟ୍ରିପ୍ ଲାଗି ଜମି ହରାଇଥିବା ଲୋକଙ୍କଠାରୁ ସୀମାଞ୍ଚଳ ସାହୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ସେ ୭ ଲକ୍ଷ ୪୪ ହଜାର ଟଙ୍କାର କ୍ଷତିପୂରଣ ମଞ୍ଜୁର ପାଇଁ ୨୫ Continue Reading
ଭୁବନେଶ୍ୱର,୫/୭ : ଭୁବନେଶ୍ୱର ସ୍ଥିତ ଚନ୍ଦକା ଥାନା ସୁନ୍ଦରପୁର ଅଞ୍ଚଳରେ ଥିବା ଏକ ଘରୋଇ ସ୍କୁଲର ୨ ଛାତ୍ର ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଦ୍ୱୟ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ସେମାନେ ଅଷ୍ଟମ ଶ୍ରେଣୀର ଛାତ୍ର।ଗତକାଲି ସକାଳେ ସୋନୁ ଓ ପୃଥ୍ୱୀରାଜ ଅଟୋ ଯୋଗେ ସ୍କୁଲ ଯାଇଥିଲେ। ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ। ତା’ପରେ ସେମାନେ ଆଉ ସ୍କୁଲକୁ ଫେରିନଥିଲେ […]Continue Reading
Madhya Pradesh,July 5: Pravesh Shukla, the man who was caught on camera urinating on a tribal labourer, was arrested on the intervening night of Tuesday and Wednesday. A video of the act had gone viral with many people calling for action against Shukla. The video was only recovered by the police on Tuesday, six days […]Continue Reading
କଣ୍ଟାମାଳ,୫/୭: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି। ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ। କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଇଞ୍ଜିନିୟର୍ ରାକେଶ ତ୍ରିପାଠୀ ଓ ଅନ୍ୟମାନେ ମିଶି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।ଆମ୍ବଗାଁ ପଡିଆରେ ସଚିବଙ୍କ ସଭା ଏବଂ ୫ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । Continue Reading
ବୁର୍ଲା/ବ୍ରହ୍ମପୁର,୫/୭: ବୁର୍ଲା ଭିମ୍ସାର୍ର ଡାକ୍ତରୀ ଛାତ୍ରମାନେ ଆଜି ଅମାନବିକତାର ସବୁ ସୀମା ଲଂଘିଛନ୍ତି। ଉତ୍ସବ ମନାଇବା ପାଇଁ ବ୍ରହ୍ମପୁର ଏମ୍କେସିଜି ଛାତ୍ରମାନଙ୍କୁ ନିମନ୍ତ୍ରଣ କରି ଭବ୍ୟ ସ୍ବାଗତ କରିବା ପରିବର୍ତ୍ତେ ଆକ୍ରମଣ କରିଛନ୍ତି।ସ୍ବାଗତ ଆଳରେ ଅଗ୍ନି ନିର୍ବାପକ ଗ୍ୟାସର ପ୍ରୟୋଗ ଯୋଗୁ ଅନେକ ଛାତ୍ର ଅଣନିଶ୍ବାସୀ ହୋଇଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ଗୁରୁତର ସହିତ ନିଆଯିବା ସହିତ ଆସନ୍ତାକାଲି ଥାନାରେ ଏତଲା ଦିଆଯିବ ବୋଲି Continue Reading
ଭୁବନେଶ୍ୱର,୫/୭: ଭୁବନେଶ୍ୱରର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ହୋମ୍ସ ଗ୍ରୁପରେ ଇନ୍କମ୍ ଟ୍ୟାକ୍ସ ରେଡ୍ ହୋଇଛି। ଭୁବନେଶ୍ୱର ସ୍ଥିତ ପୋଷ୍ଟାଲ କଲୋନୀ ସମେତ ୨୦ ସ୍ଥାନରେ ରେଡ୍ କରାଯାଉଛି। ଟିକସ ଫାଙ୍କିବା ଅଭିଯୋଗରେ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି।ଆଜି ସକାଳେ ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି।ଏହି ବ୍ୟବସାୟିକ ପ୍ରତିଷ୍ଠାନର ରାଜ୍ୟ ତଥା Continue Reading
By Chitta Ranjan Beura Bhubaneswar, July 5: KIIT has consistently excelled in various rankings and accreditations. Every year, universities and educational institutions are ranked according to various criteria by various government and private organizations globally. As the only institution in Odisha, KIIT has always excelled due to its quality. KIIT Deemed to be Continue Reading
ପାଟଣାଗଡ଼,୪/୭: କପାଆଟ (କପାଚାଷ ଜମି)ରେ ଧାରୁଆ ଅସ୍ତ୍ର ସାହାଯ୍ୟରେ ସ୍ତ୍ରୀଙ୍କୁ ନୃଶଂସ ଭାବେ ଆକ୍ରମଣ କରିଛି ସ୍ବାମୀ। ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଧିନ ଟିକ୍ରାପଡ଼ା ଫାଣ୍ଡି ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ବବିତା କଅଁର।ତେବେ ସ୍ତ୍ରୀଙ୍କୁ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରୁଥିବା ଅଭିଯୁକ୍ତ ସ୍ବାମୀକୁ ମହିଳାଙ୍କ ବାପଘର ଲୋକେ କାବୁ କରି ପୁଲିସ ନିକଟରେ ଜିମା ଦେଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ, ଟିକ୍ରାପଡା Continue Reading




