Home Articles posted by odadmin (Page 1254)
Odisha News
ଭୁବନେଶ୍ୱର,୬/୭: ଆଜି ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ। ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି। ପ୍ରଥମ ପର୍ଯ୍ୟାୟ କଟଅଫ୍ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏଥର ଯୁକ୍ତ ପ୍ରଥମ ପର୍ଯ୍ୟାୟ କଟଅଫ୍ରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଆଗରେ ରହିଛି।ରେଭେନ୍ସା ବିଶ୍ୱ ବିଦ୍ୟାଳୟ କଳାରେ ସର୍ବାଧିକ ୮୦ ପ୍ରତିଶତ କଟ୍ଅଫ ମାର୍କ Continue Reading
Odisha News
ବଲାଙ୍ଗିର,୬/୭ : ଗୁରୁବାର ବଲାଙ୍ଗୀର ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ଓ ବହଳପଦର ହାଇସ୍କୁଲ ରେ ୭୪ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଖୁଜେନପାଲି ସ୍ଥିତ ବିଶ୍ୱାତ୍ମା ବିଦ୍ୟାମନ୍ଦିର ରେ ମୁଖ୍ୟ ଅଥିତି ଭାବରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ଶ୍ରୀ ନୀତିଶ କୁମାର ଓ ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ବନାଞ୍ଚଳ ଅଧିକାରୀ ଶ୍ରୀ କେଶବ କିଶୋର ନାୟକ ଓ ଡେପୁଟି ରେଞ୍ଜର ଶ୍ରୀ ସୁନୀଲ କୁମାର ମିଶ୍ର ଯୋଗ ଦେଇଥିଲେ ।ସ୍କୁଲ ରେ Continue Reading
Odisha News
ନୟାଗଡ଼,୬/୭: ‘ସେବା ଏକ୍ସପ୍ରେସ୍’ ନାମରେ ନୟାଗଡ଼ରୁ ଭୁବନେଶ୍ବର ଚାଲୁଥିବା ମେମୁ ଟ୍ରେନ୍ ପୁଣି ଅଟକିଛି। ପୂର୍ବରୁ ଜଙ୍ଗଲ ଭିତରେ ଏହି ଟ୍ରେନ୍ ଅଟକିଥିବା ବେଳେ ଆଜି ନୟାଗଡ଼ ଷ୍ଟେସନରେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ଷ୍ଟାର୍ଟ ହୋଇପାରି ନଥିଲା।ସକାଳ ୬ଟା ୪୫ରେ ଟ୍ରେନ୍ ଛାଡ଼ିବା ପାଇଁ ନିର୍ଦ୍ଧାରିତ ଥିଲା କିନ୍ତୁ ଯାନ୍ତ୍ରିକ ତ୍ରୁଟି କାରଣରୁ ଠିକ୍ ସମୟରେ ଟ୍ରେନ୍ଟି ଭୁବନେଶ୍ବର ଅଭିମୁଖେ ଗଡ଼ିପାରି ନଥିଲା। ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଷ୍ଟେସନରେ ଅଚଳ Continue Reading
Odisha News
ଭୁବନେଶ୍ୱର,୬/୭: ଡିଏନ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାଏକ ଓ ତାଙ୍କ କର୍ମଚାରୀଙ୍କ ଘରେ ଗତକାଲି ଆୟକର ବିଭାଗ ଚଢ଼ାଉ କରି ନଗଦ ୩୦କୋଟି ଟଙ୍କା ଜବତ କରିବା ପରେ ରାଜ୍ୟ ରାଜନୀତି ସରଗରମ ସରିଛି।ଆଜି ଦ୍ୱିତୀୟ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ ଜାରି ରଖିଛି। ଭୁବନେଶ୍ୱର ୟୁନିଟ୍-୪ ସ୍ଥିତ ପୋଷ୍ଟାଲ କଲୋନୀ ସମେତ କିଛି ସ୍ଥାନରେ ରେଡ୍ ଚାଲିଥିବା ସୂଚନା ମିଳିଛି।ଯେଉଁ କର୍ମଚାରୀଙ୍କ ଘରୁ ନଗଦ ୩୦କୋଟି ଟଙ୍କା ଜବତ ହୋଇଥିଲା […]Continue Reading
Odisha News
ଭୁବନେଶ୍ୱର,୫/୭: ପନିପରିବା ଦର ଆକାଶ ଛୁଆଁ ହୋଇଥିବା ବେଳେ ଏହାର ପ୍ରତିବାଦରେ ବୁଧବାର ଛାତ୍ର କଂଗ୍ରେସ କର୍ମୀମାନେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସରକାରୀ ବାସଭବନ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏମିତିକି ଛାତ୍ର କଂଗ୍ରେସର ସଦସ୍ୟମାନେ ମନ୍ତ୍ରୀ ଶ୍ରୀ ନାୟକଙ୍କ ଘରକୁ ଟମାଟୋ ଓ ଭେଣ୍ଡି ଇତ୍ୟାଦି ମାଡ଼ କରିଥିଲେ।ଛାତ୍ର କଂଗ୍ରେସ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ଆସି ମନ୍ତ୍ରୀ ଶ୍ରୀ ନାୟକଙ୍କ ବାସଭବନ ସମ୍ମୁଖରେ Continue Reading
National News
NEW DELHI,JULY 5: UPSC has released the final merit list of 302 candidates who have qualified for the Combined Defence Services Examination (II), 2022, a press statement said. The exam is conducted by the Union Public Service Commission (UPSC) and the interviews are held by the Services Selection Board of the Ministry of Defence. This […]Continue Reading
Odisha News
ଭୁବନେଶ୍ବର,୫/୭: ରାଜଧାନୀ ଭୁବନେଶ୍ବରରୁ ମଙ୍ଗଳବାର ନିଖୋଜ ଦୁଇ ଦଶମ ଶ୍ରେଣୀ ଛାତ୍ର ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ବୁଧବାର ଠାବ ହୋଇଛନ୍ତି। ଠାବ କରାଯାଇଥିବା ଦୁଇ ଦଶମ ଶ୍ରେଣୀ ଛାତ୍ର ହେଲେ ପୃଥ୍ୱୀରାଜ ପ୍ରଧାନ ଓ ସୋନୁ କୁମାର। ସେମାନେ ଭୁବନେଶ୍ବର ଚନ୍ଦକା ଅଞ୍ଚଳର ମର୍ଣ୍ଣିଂ ଗ୍ଲୋରି ଇଂରାଜି ମାଧ୍ୟମିକ ସ୍କୁଲ୍ର ଛାତ୍ର।ଟିଟିଲାଗଡ଼ରୁ ଠାବ ହେଲା ପରେ ପୃଥ୍ବୀରାଜ ଓ ସୋନୁ କହିଛନ୍ତି ଉଭୟଙ୍କୁ ଅଚେତ କରି ଭୁବନେଶ୍ୱରରୁ ନିଆଯାଉଥିଲା। ସେମାନେ କିନ୍ତୁ Continue Reading