Home Articles posted by odadmin (Page 1256)
Odisha News
ଛତିଶଗଡ଼,୪/୭ : ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ ରବିବାର ସେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଖୋପାଧାମ। ସେଠାରେ ପୂଜାର୍ଚ୍ଚନା ପରେ ଛେଳିଟିଏ ବଳି ଦିଆଯାଇଥିଲା।ଛେଳି ବଳି ଦିଆଯିବା ପରେ ବଗର ସାଇଙ୍କ ସହିତ ଯାଇଥିବା ଗାଁ ଲୋକେ ତାକୁ ନେଇ ରୋଷେଇ କରିଥିଲେ। ମାଂସ ପ୍ରସ୍ତୁତ ହୋଇଯିବା ପରେ […]Continue Reading
National News
NEW DELHI,JULY 4: The Ajit Pawar faction was left red-faced on Tuesday as the keys to their new office reportedly went missing. Ajit Pawar was scheduled to inaugurate a new party office near the state secretariat. However, when his loyalists arrived at the newly constructed ‘Rashtrawadi Bhavan’ this morning, they discovered that they were locked […]Continue Reading
National News
NEW DELHI,JULY 4: India virtually hosted the Shanghai Cooperation Organisation (SCO) on Tuesday chaired by Prime Minister Narendra Modi. China’s President Xi Jinping and Russian leader Vladimir Putin is also participating in the summit. It will be Putin’s first appearance at an international event since he crushed a mutiny by the Wagner mercenary group in […]Continue Reading
National News
NEW DELHI,JULY 4: In a big organisational rejig ahead of the 2024 Lok Sabha elections, the Bharatiya Janata Party on Tuesday appointed new state chiefs for Punjab, Telangana, Jharkhand and Andhra Pradesh. The party has named Union minister G Kishan Reddy, Sunil Jakhar and Babulal Marandi its president in Telangana, Punjab and Jharkhand respectively. HERE’S […]Continue Reading
Odisha News
ଭୁବନେଶ୍ୱର,୪/୭: ମୌସୁମୀ ନିମ୍ନ ଚାପ ରେଖା ଆଜି (ମଙ୍ଗଳବାର) ରାଜସ୍ଥାନର ଗଙ୍ଗାନଗରରୁ ବାହାରି, ଦିଲ୍ଲୀ, ଆଲିଗଡ, ହମିରପୁର, ପ୍ରୟାଗରାଜ, ଡାଲଟନଗଞ୍ଜ, ମଧ୍ୟ ଦେଇ ଓଡ଼ିଶାର ବାଲେଶ୍ୱର ଦେଇ ଦକ୍ଷିଣ ପୂର୍ବ ଦିଗରେ କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି।ଅନ୍ୟପକ୍ଷରେ ଦକ୍ଷିଣ- ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି ଏବଂ Continue Reading
Odisha News
ଭୁବନେଶ୍ୱର,୪/୭: ପୁରୁଷ ବନ୍ଧୁଙ୍କୁ ସ୍ୱାମୀର ପରିଚୟ ଦେଇ ଲଜରେ ରହିଥିଲେ ଯୁବତୀ। ଆଜି ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ହେଲେ ପୁରୁଷ ବନ୍ଧୁ ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଜଟଣୀରୁ।ରବିବାର ଅପରାହ୍ନରେ ଜଟଣା ସୀତାରାମ ଛକ ନିକଟରେ ଥିବା ଏକ ଲଜରେ ଜଣେ ଯୁବକ ଓ ଜଣେ ଯୁବତୀ ରହିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀର ପଳରିଚୟ ଦେଇଥିଲେ। ହୋଟେଲ୍ ରେଜିଷ୍ଟାରରେ ଉଭୟଙ୍କ ନାଁ ସ୍ମୃତିରଞ୍ଜନ ଜେନା ଓ ରଶ୍ମୀତା Continue Reading
National News
MUMBAI,JULY 4: Tina Ambani, industrialist Anil Ambani’s wife and veteran Bollywood actress, appeared before the Enforcement Directorate today in connection with an alleged foreign exchange rules violation case, a day after her husband recorded his statement in the case registered under various sections of the Foreign Exchange Management Act (FEMA). Earlier, Anil Ambani Continue Reading
Odisha News
ପାରଳାଖେମୁଣ୍ଡି,୪/୭: ପାରଳାଖେମୁଣ୍ଡି ଇଉୠ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ପାଉନି ପୁଲିସ। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା ପରେ ପୁଲିସ ବିଦ୍ୟାଭାରତୀଙ୍କୁ ଖୋଜିବାକୁ କପ୍ତିପଦା ଗୌଡ଼ ଗାଁକୁ ୨ ଥର ଯାଇ ଖାଲି ହାତରେ ଫେରିଥିବା ସୂଚନା ମିଳିଛି। ଏପରିକି ବିଦ୍ୟାଭାରତୀଙ୍କ ପରିବାର ଲୋକେ ଗାଁରେ ନଥିବା ଜଣାପଡ଼ିଛି। ବିଦ୍ୟାଭାରତୀଙ୍କ ନାଁରେ ଘଈଡ ଜାରି ପରେ ତାଙ୍କୁ କୋର୍ଟରେ ହାଜର କରାଇବା ପାଇଁ ପୁଲିସ ତାଙ୍କ Continue Reading
Odisha News
ବାଲେଶ୍ବର,୪/୭: ସିଗନାଲିଂ ତ୍ରୁଟି ଯୋଗୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ଘଟିଛି। ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି। ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ ବି ମହାନ୍ତିଙ୍କୁ ଦାୟୀ କରାଯାଇଛି। ଟ୍ରାକରେ କୌଣସି ତ୍ରୁଟି ନଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।ଇଏଲବି ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା କୁହାଯାଇଛି। ଏହାର ଆଧୁନିକୀକରଣ ଉପରେ ରେଳ କର୍ମଚାରୀମାନେ ଗୁରୁତ୍ବ ଦେଇନଥିଲେ। ଏଥିଲାଗି ଏଭଳି Continue Reading