Home Articles posted by odadmin (Page 1233)
Odisha News
ଠାକୁରମୁଣ୍ଡା,୨୦/୭: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମିଟୁଆଣୀ ଗ୍ରାମର ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଅପରାହ୍ନରେ ପୋଖରୀରେ ବୁଡ଼ି ଜଣେ ୪ ବର୍ଷ ବୟସର ବାଳକର ମୃତ୍ୟୁ ହୋଇଛି। ଏହି ଘଟଣାରେ ଅନ୍ୟ ଜଣେ ୫ ବର୍ଷ ବୟସର ବାଳିକା ଗୁରୁତର ଅଛି। ଗୁରୁତର ବାଳିକାଙ୍କର ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।ଘଟଣାରୁ ପ୍ରକାଶଯେ, ଖେଡ଼ିଆପୋଷି ଗ୍ରାମର ଜୀବନ ନାଏକଙ୍କ ପୁଅ ଶୁଭମ (୪) ଏବଂ Continue Reading
Odisha News
ନୂଆଦିଲ୍ଲୀ,୨୦/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂସଦ ଭିତରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧିଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି। ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି ଗୃହ କାର‌୍ୟ୍ୟରେ ଯୋଗ ଦେବାକୁ ଆସିଥିଲେ।ଏହି ସମୟରେ ମୋଦି ହଠାତ୍ ଚାଲିଚାଲି ସୋନିଆଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ତାଙ୍କ ଦେହ କେମିତି ଅଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ Continue Reading
National News
NEW DELHI,JULY 20 “: Delhi’s Rouse Avenue Court on Thursday granted bail to former Wrestling Federation of India (WFI) chief and BJP MP Brij Bhushan Sharan Singh, in the alleged sexual harassment case moved by a group of female grapplers. The order which was reserved by the Additional Chief Metropolitan Magistrate (ACMM) Harjeet Singh Jaspal […]Continue Reading
National News
MUMBAI,JULY 20: There is nothing left except soil and debris, said a distraught man whose parents were trapped under the rubble of a massive landslide at Irshalwadi village in Maharashtra’s Raigad district. The landslide, which has claimed 10 lives, occurred late Wednesday night on a hilltop in Irshalwadi where the man and his four friends […]Continue Reading
Odisha News
ନୂଆଦିଲ୍ଲୀ,୨୦/୭: ମଣିପୁରର ୨ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଟଣାଓଟରା କରି ନେବା ଘଟଣାର ଭିଡିଓ ଭାଇରାଲ ହେବାପରେ ଏହାକୁ ନେଇ ସମଗ୍ର ଦେଶ ଉଠୁଛି ପଡ଼ୁଛି। ଏହି ଘଟଣା ସମଗ୍ର ମାନବ ଜାତି ପାଇଁ ଅପମାନ ବୋଲି କହିବା ସହ ଏହା ସମ୍ବିଧାନର ଘୋର ଉଲ୍ଲଘଂନ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଏପରିକି କେନ୍ଦ୍ର ସରକାର ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ପ୍ରଧାନ Continue Reading
Bollywood
ନୂଆଦିଲ୍ଲୀ,୨୦/୭: ମଣିପୁରରେ ଦୁଇଜଣ ମହିଳାଙ୍କୁ ବିବସ୍ତ୍ର କରି ଚଳାଇବା ଭିଡିଓ ତାଙ୍କୁ ବିଚଳିତ କରିପକାଇଛି ବୋଲି ଆଜି ଟୁଇଟ୍ କରି ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି।ସେ କହିଛନ୍ତି, ଅପରାଧୀମାନଙ୍କ ପ୍ରତି ଏମିତି ଦଣ୍ଡ ବିଧାନ କରାଯିବା ଉଚିତ ଯେ, ଏଭଳି ଅପକର୍ମ କରିବାକୁ ଯେମିତି କେହି କଳ୍ପନା କରି ନ ପାରନ୍ତି।ଆଜି ସକାଳେ ଟୁଇଟ୍ କରିଥିବା ପୋଷ୍ଟ୍ରେ ଅକ୍ଷୟ ଲେଖିଛନ୍ତି, ମଣିପୁରରେ ମହିଳାମାନଙ୍କ ପ୍ରତି କରାଯାଇଥିବା ହିଂସା ଭିଡିଓ ଦେଖି ମୁଁ Continue Reading
Odisha News
ଭଦ୍ରକ,୨୦/୭: ଅଧାରେ ରହିଗଲା ଜଗା ଦର୍ଶନ। ସବୁ ଖୁସି ୫ ମିନିଟ୍ ଭିତରେ ହୋଇଗଲା ଛାରଖାର। ଅଧାବାଟରେ ରାସ୍ତାକଡ଼କୁ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍ଟି ଓଲଟି ପଡ଼ିବାରୁ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ୍ ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ Continue Reading
Odisha News
ଭୁବନେଶ୍ବର,୨୦/୭ : ସକ୍ରିୟ ଘୂର୍ଣ୍ଣିବଳୟ ଆଜି ଉତ୍ତର-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ତତ୍ସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ରହିଛି। ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ପର୍ଯ୍ୟନ୍ତ ସକ୍ରିୟ ରହିଥିବାରୁ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବ।ଗୁରୁବାର Continue Reading