Home Articles posted by odadmin (Page 1234)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୧୯/୭: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକର ଯତ୍ନୀ ରବୀନାରାୟଣ ଲେଙ୍କା ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଗୁରୁତର ଆହତ ହୋଇଛନ୍ତି । ଇଞ୍ଜିନିୟର ଶ୍ରୀ ଲେଙ୍କା ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ସମୟରେ ସେହି ଅଞ୍ଚଳର ରଞ୍ଜିତ ସାଶମଲ ନାମକ ଜଣେ ଯୁବକ ଅତର୍କିତ ପଥର ମାଡ କରିବାରୁ ତାଙ୍କର ମୁଣ୍ଡ ଫାଟି ଯାଇ ପ୍ରବଳ ରକ୍ତ ବାହାରିଥିଲା ।ଏହି ସମୟରେ ତାଙ୍କ ଅଫିସ କର୍ମଚାରୀ ମାନେ ତୁରନ୍ତ ଡାକ୍ତରଖାନା ନେଇ ଭର୍ତ୍ତି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବ୍ରାହ୍ମଣପାଦ ପଞ୍ଚାୟତ କାର‌୍ୟ୍ୟାଳୟ ସମ୍ମୁଖ ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ଆଣ୍ଠୁଏ ବର୍ଷା ଜଳ ଜମି ରହୁ ଥିବାରୁ ଏହାର ପ୍ରତିବାଦ କରି ବୁଧବାର ଦିନ ବ୍ରାହ୍ମଣପାଦ ମହିଳା ପଞ୍ଚାୟତ ପରିଦର୍ଶନରେ ଯାଇଥିବା ବିଡ଼ିଓ ହୃଦୟ ରଞ୍ଜନ ସାହୁଙ୍କ ଗାଡ଼ିକୁ କିଛି ମହିଳା ଅଟକାଇ ଥିଲେ।ଏହି ଘଟଣାରେ ବିଡ଼ିଓ ଶ୍ରୀ ସାହୁ ତୁରନ୍ତ ଗ୍ରାମ୍ୟ ଉନ୍ନୟନ Continue Reading
Odisha News
ଭୁବନେଶ୍ବର/ଚାନ୍ଦିପୁର,୧୯/୭: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି। ଉଭୟ ପୁଲିସ ବାବୁ ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।ସୂଚନା ଅନୁସାରେ ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍ଆଇ ପ୍ରଦୀପ ମହାନ୍ତି ସ୍ଥାନୀୟ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କୁ ମାସିକିଆ ବଟି ବାବଦକୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେମାନେ ମଦ ବ୍ୟବସାୟୀଙ୍କୁ Continue Reading
Odisha News
କଟକ,୧୯/୭: ଐତିହାସିକ କଟକ ସହରରେ ସମସ୍ୟା ଭର୍ତ୍ତି ହୋଇରହିଛି। ଏଥି ମଧ୍ୟରୁ ମୁକୁଳା ଡ୍ରେନ୍ ହେଉଛି ଅନ୍ୟତମ ପ୍ରମୁଖ ସମସ୍ୟା, ଯେଉଁଥି ପାଇଁ ବିଗତ କିଛି ମାସ ମଧ୍ୟରେ ଏକାଧିକ ଲୋକଙ୍କର ଜୀବନ ଯାଇସାରିଛି।ପ୍ରଶାସନର ଅବହେଳା କାରଣରୁ ଜଣକ ପରେ ଜଣଙ୍କର ମୃତ୍ୟୁ ହେଉଛି। ଏହି କ୍ରମରେ ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି। ବକ୍ସିବଜାର ଅଞ୍ଚଳରେ ଡ୍ରେନ୍ ନିକଟରେ ସଫେଇ କାମ କରୁଥିବା ବେଳେ ଖସିପଡ଼ିଯିବାରୁ ନରସିଂହା ରାଓ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ Continue Reading
National News
NEW DELHI,JULY 19 :  A 10-year-old girl working as a domestic help at a couple’s house in southwest Delhi’s Dwarka was allegedly beaten up by them on Wednesday, following which a group of agitated people manhandled the duo. The accused — Kaushik Bagchi (36) and Poornima Bagchi (33) — have been arrested in connection with […]Continue Reading
National News
Uttarakhand,July 19:  As many as fifteen people, including a police officer, died and several others were injured after a transformer exploded on the banks of the Alaknanda River, electrifying a bridge, in Uttarakhand’s Chamoli. The injured people have been rushed to the hospital for treatment and police and rescue teams have reached the spot and […]Continue Reading
Odisha News
ଜଗତସିଂହପୁର,୧୯/୭ : ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ବିଜେଡି ଉପସଭାପତି। ଜ୍ୟୋତିକାନ୍ତଙ୍କୁ ଦାୟିତ୍ୱ ମିଳିବା ପରେ ବିଜେଡି ମଧ୍ୟରେ ଅନ୍ତଃକନ୍ଦଳ ସୃଷ୍ଟି ହୋଇଛି।ଜ୍ୟୋତିକାନ୍ତଙ୍କୁ ଖୋଲାଖୋଲି ବିରୋଧ କରିବା ସହ ଅସନ୍ତୋଷ ଝାଡ଼ିଛନ୍ତି ପାରାଦୀପ ବିଧାୟକ ସମ୍ବିତ ରାଉତରାୟ। ଏନେଇ ପୂର୍ବତନ ଜିଲ୍ଲା ସଭାପତି ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି Continue Reading
National News
Bangalore ,July 19 : Five terror suspects were arrested by the Central Crime Branch (CCB) in Bengaluru for planning attacks across the city. Those arrested were identified as Junaid, Sohail, Umar, Mudasir and Jahid. One of the accused is linked to the terror outfit Lashkar-e-Taiba (LeT), Bengaluru Police Commissioner said. Several explosive materials and other […]Continue Reading