Home Articles posted by odadmin (Page 1226)
National News
NEW DELHI,JULY 24: Reiterating its demand for a comprehensive statement by Prime Minister Modi on the Manipur crisis, the Congress on Monday termed Home Minister Amit Shah’s statement in the Lok Sabha expressing his willingness for a discussion on Manipur as a “desperate bid to manage headlines”. Amit Shah had earlier said that the government […]Continue Reading
National News
NEW DELHI,JULY 24: Taking serious note of an objectionable scene in Christopher Nolan-helmed ‘Oppenheimer’, Information and Broadcasting Minister Anurag Thakur has sought an explanation from the Central Board of Film Certification and asked it to take corrective action. Thakur is understood to have asked the Central Board of Film Certification (CBFC) to get the Continue Reading
Odisha News
ଭୁବନେଶ୍ବର,୨୪/୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କମିସନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତି ଜୁଲାଇ ୨୫ରୁ ୨୭ ଯାଏଁ ଓଡ଼ିଶାରେ ରହିବେ।ଏହି ସମୟରେ ସେ ବିଭିନ୍ନ ସ୍ଥାନରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପୂର୍ବରୁ ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରୁଟ୍ ଲାଇନ, କାରକେଡ, ଟ୍ରାଫିକ Continue Reading
National News
NEW DELHI,JULY 24: A Hyderabad university professor on Monday approached the Supreme Court (SC) seeking quashing of the criminal proceedings initiated against him in which summons were also issued for his personal presence before a district court in Imphal. A bench headed Chief Justice of India DY Chandrachud agreed to list the matter for hearing […]Continue Reading
Odisha News
ଭୁବନେଶ୍ୱର,୨୪/୭: ଫେରାର ଚାଇନିଜ ଅଭିଯୁକ୍ତ ବିରୋଧରେ ଓଡିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଲୁକ ଆଉଟ ସରକୁଲାର ଜାରି କରିଛି । ଫେରାର ଥିବା ଅଭିଯୁକ୍ତ ହେଉଛି ଗୁଆନହ୍ୱନ୍ ୱାଙ୍ଗ । ପ୍ୟାନ୍ ଇଣ୍ଡିଆ ଅନଲାଇନ ପୁଞ୍ଜି ସ୍କାମ ଜରିଆରେ ୧୦୦ କୋଟିରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଉକ୍ତ ଅଭିଯୁକ୍ତର ବୟସ ୪୦ ବର୍ଷ ହୋଇଥିବାବେଳେ ଘର ଚୀନର ହାଙ୍ଗଝୋଉ ବୋଲି ଜଣାପଡିଛି ।ଉକ୍ତ ଅଭିଯୁକ୍ତ ବେଟେକ୍ ଟେକ୍ନୋଲୋଜି ପ୍ରାଇଭେଟ ଲିମିଟେଡ଼ ନାମକ Continue Reading
Odisha News
ଭୁବନେଶ୍ବର, ୨୪/୭: ସୋମବାର ପଶ୍ଚିମ କେନ୍ଦ୍ରୀୟ ତଥା ତତ୍ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଅର୍ଥାତ୍ ୨୫ ତାରିଖ ଆଡ଼କୁ ସେହି ସମାନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ୨୫ ତାରିଖରୁ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବ।ମୌସୁମୀଜନିତ ନିମ୍ନଚାପରେଖା ଗତକାଲିଠାରୁ ଗୁଜରାଟର ଦେସାରୁ ବାହାରି Continue Reading
Odisha News
ଭଦ୍ରକ,୨୪/୭: ତଣ୍ଟିଚିପି ମା-ପୁଅଙ୍କୁ ହତ୍ୟା କଲା ବାପା । ମଦ ନିଶାରେ ଉଜାଡିଦେଲା ପୁରା ପରିବାର। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ତେସିଙ୍ଗା ପଞ୍ଚାୟତ କୁଶଗଡ଼ିଆ ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ।ଜଣେ ମଦ୍ୟପ ସ୍ୱାମୀ, ପତ୍ନୀ ଓ ପୁଅକୁ ତଣ୍ଟି ଚିପି ହତ୍ୟା କରାଯାଇଥିବା କୁହାଯାଉଛି। ସୂଚନା ଅନୁଯାୟୀ ବନ୍ତ ଅଂଚଳର ଉମେଶ ନାୟକ କୁଶଗଡ଼ିଆଠାରେ ପତ୍ନୀ କାଞ୍ଚନବାଳା ସେଠି ଓ କୁନି ପୁଅ ସହ ଭଡାଘରେ ୨/୩ବର୍ଷ ହେବ ରହି ଆସୁଥିଲେ। […]Continue Reading
Odisha News
ଭୁବନେଶ୍ୱର,୨୪/୭ : ପାରିବାରିକ କଳହର କରୁଣ ପରିଣତି। ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି। ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କ ପରିଚୟ ମିଳିନାହିଁ।ଆଜି ସକାଳେ ଦମ୍ପତିଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଜିଆର୍ପିକୁ ଖବର ଦେଇଥିଲେ। ଜିଆର୍ପି ପହଞ୍ଚି ଘଟଣାର ତଦନ୍ତ କରୁଛି।ପାରିବାରିକ କଳହରୁ ଉଭୟ ସ୍ୱାମୀସ୍ତ୍ରୀ ଟ୍ରେନ ଆଗକୁ ଡେଇଁ Continue Reading