NEW DELHI,DEC 12 : The Supreme Court of India has delivered a historic judgment on the abrogation of Articles 370 and 35(A). The court has upheld the sovereignty and integrity of India. It rightly observed that the decision taken on August 5, 2019 was done with the purpose of enhancing constitutional integration, not disintegration. The […]Continue Reading
ଭୁବନେଶ୍ୱର,୧୨/୧୨: ଏବେ ରାଜ୍ୟରେ ଶୀତର ପ୍ରକୋପ ବଢ଼ୁଥିବାର ଦେଖିବାକୁ ମିଳିଛି। ଗତକାଲି ରାତିରେ ବିଭିନ୍ନ ସ୍ଥାନର ତାପମାତ୍ରା ତଳକୁ ଖସିଥିବା ଦେଖିବାକୁ ମିଳିଥିଲା। ଏବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ୱର ଓ କଟକର ରାତ୍ରି ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା।କଟକରେ ରାତ୍ରି ତାପମାତ୍ରା ୧୪.୫ ଡିଗ୍ରି ଓ ଭୁବନେଶ୍ୱରର ରାତ୍ରି ତାପମାତ୍ରା ୧୪.୬ ଡିଗ୍ରି ରେକର୍ଡ କରାଯାଇଛି। ତେବେ କେନ୍ଦୁଝର ରାଜ୍ୟର ସବୁଠାରୁ ଥଣ୍ଡା ସ୍ଥାନ ପରିଗଣିତ ହୋଇଛି। ଏଠଶରେ Continue Reading
ଭୁବନେଶ୍ବର,୧୨/୧୨: ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ। ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି Continue Reading
BY AKSHYA ROUT JAJPUR,DEC 12 : Child Labour has been a pressing problem in India. It has been written in several papers that child labour only pushes the economy into another equilibrium. This equilibrium is bad. The other one is also not good for a developing country like India. The equilibrium consists of children not […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୧୨: ଚାରିଛକ ସ୍ଥିତ ହରଭଂଗା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ୯୨ ଟି ଅଭିଯୋଗର ତତକାଳ ସମାଧାନ କରାଯାଇଛି । ଏହି ଶିବିରରେ ସମୁଦାୟ ୧୩୯ ଗୋଟି ଆପତ୍ତି ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୧୩୬ ଗୋଟି ବ୍ୟକ୍ତିଗତ ମାମଲା ଓ ୩ ଗୋଟି ବିଭିନ୍ନ ଗ୍ରାମର ସାମୁହିକ ମାମଲା ରହିଥିଲା ।ଏହି ଶିବିରରେ ୯୨ ଗୋଟି ଅଭିଯୋଗର ତତକାଳ ସମାଧାନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର ଭଞ୍ଜନ ମଦନ Continue Reading
କେରଳ,୧୧/୧୨ :କେରଳର ୱାୟନାଡ ଜିଲ୍ଲାରେ ଶନିବାର ଜଣେ କୃଷକଙ୍କୁ ମାରି ତାଙ୍କ ମାଂସ ଖାଇଥିବା ବାଘକୁ ମାରି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରବିବାର କେରଳ ସରକାରଙ୍କ ବନ ବିଭାଗ ଏହି ନିର୍ଦ୍ଦେଶ ଦେଇଛି। ତେବେ ବାଘଟିକୁ ମାରିବା ପୂର୍ବରୁ ତାହା ମଣିଷ ମାରି ଖାଇଛି ବୋଲି ସ୍ପଷ୍ଟ କରିବାକୁ ହେବ ବୋଲି ନିର୍ଦ୍ଦେଶରେ କୁହାଯାଇଛି।ବନ ବିଭାଗ ଦେଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି ଯେ ଯଦି ବାଘଟିକୁ ଧରି ହେବ ନାହିଁ ବା ଟ୍ରାଙ୍କୁଲାଇଜ୍ କରାଯାଇପାରିବ ନାହିଁ Continue Reading
Madhya Pradesh,Dec 11 : Mohan Yadav will be the next Chief Minister of Madhya Pradesh. The decision comes after the BJP legislature meeting on Monday. The party also named Jagdish Devda and Rajesh Shukla as Deputy Chief Ministers, while Narendra Tomar will be the Speaker. Mohan Yadav (58) is an MLA from the Ujjain South […]Continue Reading
ଭୁବନେଶ୍ବର, ୧୧/୧୨: ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏସବିଆଇରେ ଟଙ୍କା ଗଣତି ଶେଷ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଛନ୍ତି ଏସବିଆଇ ଅଧିକାରୀ ଓ କର୍ମଚାରୀ।୫ ଦିନ ଧରି ଚଢ଼ଉ ପରେ ଝାରଖଣ୍ଡ ରାଜ୍ୟସଭା ଏମପି ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ପ୍ରାୟ ୪୦୫ କୋଟିରୁ ଅଧିକ ଟଙ୍କା ଜବତ କରିଛି ଆୟକର ବିଭାଗ।ଏହା ସହ କୁହାଯାଉଛି ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ଆୟକର ବିଭାଗକୁ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତିର […]Continue Reading
ବାଙ୍କୀ, ୧୧/୧୨ : ବିବାହ ଭୋଜିରୁ ଘରକୁ କାରରେ ଫେରୁଥିଲେ। ଅଧା ବାଟରେ ଗଛରେ ପିଟିହେଲା କାର୍। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ରଣଶଙ୍ଖ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବକଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି ବିଳମ୍ବିତ ରାତିରେ ୩ ଜଣ ଯୁବକ ବିବାହ ଭୋଜିରୁ ଯୋଗ ଦେଇ ଏକ କାର୍ରେ ବାଙ୍କୀରୁ ଆଠଗଡ଼ ନିଜ ଘରକୁ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୧/୧୨: ଭାରତ ସରକାର, ଗୃହ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ମାନବିକ ନାଗରିକ ଆର୍ଥିକ ସହାୟତା ଯୋଜନା ଅଧୀନରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସିଆରପିଏଫ ଡି /୧୨୭ ବାଟାଲିୟନ ଦ୍ୱାରା ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗୀ ପଞ୍ଚାୟତରେ ଏକ ଜନସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି ।ଭଣ୍ଡରଙ୍ଗୀ ନିକଟସ୍ଥ ଗୋଛାଗୁରା, ନବଗାଁ, ଶିରକି, ସାରଳା ଘାଟି ଓ ମାରଦିଘାଟି ଗାଁର ୪୦୦ ରୁ ଅଧିକ ଗରିବ ପରିବାର ଲୋକ Continue Reading




