Home Articles posted by odadmin (Page 1048)
Top Stories
Odisha: Rescuers successfully retrieve ‘dumped’ in borewell after 10 hrs of operation Victim location camera air-lifted from Bhubaneswar proved handy in rescue mission By Suresh Kumar Dash Sambalpur, Dec. 13: Prayers of thousands of people bore fruit as a joint operation carried out by Odisha fire services personnel and Odisha Disaster Rapid Action Force (ODRAF) […]Continue Reading
Top Stories
Once a perennially-flowing water body, Chitrotpala now facing existing threat to its existence By A. K. Sahoo BHUBANESWAR, DEC. 12: Thousands of women on Saturday evening congregated on the banks of river Chitrotpala at Dhasanapari in Odisha’s Kendrapara district demanding rejuvenation of the Chitrotpala river. The women, who performed Alati (puja) on the bank of […]Continue Reading
Odisha News
ମୁମ୍ବାଇ,୧୨/୧୨: କରୋନା ଠାରୁ ଆରମ୍ଭ କରି ବିଭିନ୍ନ ମହାମାରୀ ରୋଗର ଟିକା ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦର ପୁନାୱାଲା ସମସ୍ତଙ୍କୁ ଚକିତ କରିବା ଭଳି ପଦକ୍ଷେପ ନେଇଛନ୍ତି।ସେ ଲଣ୍ଡନରେ କିଣିଛନ୍ତି ଗୋଟିଏ ଅତ୍ୟାଧୁନିକ ବଙ୍ଗଳା। ୨୫ ହଜାର ବର୍ଗ ଫୁଟ ପରିମିତ ଅଞ୍ଚଳରେ ବଙ୍ଗଳାଟି ରହିଛି। ଲଣ୍ଡନର ସବୁଠାରୁ ଦାମୀ ହାୟଡେ ପାର୍କ ଅଞ୍ଚଳରେ ଥିବା ଏହି ବଙ୍ଗଳାକୁ ପୁନାୱାଲା ୧୩୮ ମିଲିୟନ ପାଉଣ୍ଡ ବା ପ୍ରାୟ ୧୪୪୪.୪ କୋଟି ଟଙ୍କା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୨/୧୨: ବୌଦ୍ଧ ପାରିଜାତ ପେଲେସ ସମ୍ମିଳନୀ କକ୍ଷରେ ନୀଳଚକ୍ର ସାହିତ୍ୟ ସଂସଦର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।। ପ୍ରାରମ୍ଭିକ ସାରସ୍ବତ ସମାବେଶରେ ଡ.ଶ୍ୟାମା ପ୍ରସାଦ ମିଶ୍ର,ମୁଖ୍ୟ ଅତିଥି, ଡ.ସୁଶାନ୍ତ ଦାସ, ମୁଖ୍ୟ ବକ୍ତା, ଡ.ଅଶୋକ କୁମାର ପଣ୍ଡା, ସମ୍ମାନିତ ଅତିଥି, ଡ.ଅମରେଶ ସାହୁ,ସମୀକ୍ଷକ ଓ ସମ୍ମାନିତ ବକ୍ତା, ଡ.ଲକ୍ଷୀ ନାରାୟଣ ଦାଶ,ସମ୍ମାନିତ ଅତିଥି ଓ ଚିତ୍ତରଞ୍ଜନ ଦାଶ,ସମ୍ମାନିତ ଅତିଥି ଭାବରେ Continue Reading
Odisha News
ସମ୍ବଲପୁର,୧୨/୧୨: ପୁଣି ଏକ ଅଭାବନୀୟ ଘଟଣା। ବୋର୍ ୱେଲ ଭିତରେ ପଡ଼ିଲା ଶିଶୁ। ସମ୍ବଲପୁର ରେଙ୍ଗାଲି ନିକଟ ଲାରିପାଲିରେ ଏକ ବୋର୍ ୱେଲରେ ଶିଶୁଟି ପଡିଥିବା ଦେଖିବାକୁ ମିଳିଛି।ପଡ଼ିଥିବା ଶିଶୁଟି ନବଜାତ ହୋଇଥିବା ସନ୍ଦେହ କରାଯାଉଛି। ଶିଶୁଟିକୁ କେହି ଆଣି ଏଠାରେ ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଥିବା ବେଳେ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ।Continue Reading
National News
Rajasthan,Dec 12 : In another unexpected development, the BJP named Bhajanlal Sharma, a legislator representing the Sanganer Assembly constituency, as the next Chief Minister of Rajasthan. Sharma is a first-time MLA from the Sangeer constituency in Jaipur. He defeated Pushpendra Bhardwaj of the Indian National Congress by a margin of 48,081 votes in the recently […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୨/୧୨ : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି ତହସିଲଦାର ରାଜେଶ କିଶୋର ସ୍ଵାଇଁ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ନରେ ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିର ନିକଟରେ ବାଇକ କୁ କାର ଧକ୍କା ଫଳରେ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିଲେ ।ସେହି ରାସ୍ତା ଦେଇ ତହସିଲଦାର […]Continue Reading