By Swagatika Bhutia Bhubaneswar, Dec. 10 : The Annual Day Function of the Autism Therapy Centre (ATC), Bhubaneswar along with the Autism Awareness Day were celebrated on December 10 with veneration and gaiety in the Auditorium of the DAV Public School, Unit-8, Bhubaneswar. The function was attended by the Autistic Children, their Parents and family […]Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୦/୧୨: ବୌଦ୍ଧ ଟାଉନହଲ ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରବିବାର ଦିନ ୧୧ ଟା ସମୟରେ ଆର୍ଥିକ ସାକ୍ଷରତା ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ଡିଜିଏମ୍ ସତ୍ୟବ୍ରତ ବରୁଆ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।କାର୍ଯ୍ୟକ୍ରମରେ ଅତିଥି ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କ ମେନେଜର ଅଭିଷେକ ପରମାଣି, ଭାରତୀୟ ଷ୍ଟେଟ ବ୍ୟାଙ୍କର ଲିଡ ମେନେଜର Continue Reading
ସୁଦାମ ପାତ୍ରଙ୍କ ରିପୋର୍ଟରେମୁଣା,୧୦/୧୨: ରେମୁଣା ବ୍ଲକ ଅନ୍ତର୍ଗତ ନିଜାମପୁର ଗ୍ରାମ ପଞ୍ଚାୟତ ର ଦୁମୁଦା ଠାରେ ଏକ ବିଶାଳ ଯୁବ ସମାବେଶ ଯୁବନେତା ଇଂ ଦୀପକ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୯ ନମ୍ବର ୭ଗୋଟି ଓ ୩୬ ନମ୍ବର ଯୋନ ର ୩ ଗୋଟି ପଞ୍ଚାୟତ ରୁ ବହୁ ଦୀପକ ପ୍ରେମୀ ଏବଂ ସମର୍ଥକ ମାନେ ସାମିଲ ହୋଇଥିଲେ ।ଏହି ପରିପ୍ରେକ୍ଷୀରେ ପ୍ରାରମ୍ଭରେ ୨୦୦ ରୁ ଉର୍ଦ୍ଧ୍ବ […]Continue Reading
By Subrat Sarangi New Delhi, Dec. 10 : Jindal Steel & Power (JSP), a global leader in the steel industry, has been conferred with the CSR Excellence Award by The CSR Journal in recognition of its outstanding contribution to the promotion of sports in rural and tribal areas of the country. Hon’ble Union Defence Minister, […]Continue Reading
ଭୁବନେଶ୍ୱର,୧୦/୧୨ : ବିବାହ ବେଦୀରେ ହଙ୍ଗାମା। ସ୍ତ୍ରୀ ଓ ଦୁଇ ଝିଅ ଥାଇ ଦ୍ୱିତୀୟ ବିବାହ କରିବା ବେଳେ ଅଭିଯୁକ୍ତ ସ୍ୱାମୀଙ୍କ ଉପରେ ବସିଛି ଉତ୍ତମ ମଧ୍ୟମ। ପ୍ରଥମ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ତାଙ୍କୁ ମାଡ଼ ମାରି ପୁଲିସ୍ ଜିମାରେ ଦେଇଛନ୍ତି। ପୁଲିସ୍ ଅଭିଯୁକ୍ତଙ୍କୁ ଅଟକ ରଖିଛି।ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟିସ୍ଥିତ ଦୁଲ୍ଲାଦେବୀ ମନ୍ଦିର ପରିସରରେ। ଖୋର୍ଦ୍ଧା ଜଙ୍କିଆ ଥାନା ଚନ୍ଦ୍ରମା ପାଟପୁର ଗାଁର ଯୋଗେଶ ହାତୀ ୨୦୧୦ ମସିହାରେ Continue Reading
ମୁମ୍ବାଇ,୧୦/୧୨: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠକୁ ସୂଚିତ କରାଯାଇଛି କି ତମାଖୁ କମ୍ପାନିଗୁଡ଼ିକର ବିଜ୍ଞାପନ କରିବା ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଛି। ଏହି ନୋଟିସ ଶାହରୁଖ ଖାନ, ଅକ୍ଷୟ କୁମକର ଓ ଅଜୟ ଦେବଗନଙ୍କୁ ପଠାଯାଇଛି।କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି, ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ Continue Reading
ବଲାଙ୍ଗିର,୧୦/୧୨ : ବଲାଙ୍ଗିର ସୁଦପଡ଼ା ମଦଭାଟିରେ ଆୟକର ବିଭାଗର ରେଡ୍ ଘଟଣାରେ ଚାଲିଛି ଟଙ୍କା ଗଣତି। ଟଙ୍କା ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ତ ହାଲିଆ ମେସିନ ବି ଖରାପ ହୋଇଗଲାଣି।ଟଙ୍କା ଗଣତିରେ ଲାଗିଥିବା ୨ଟି ମେସିନ ଖରାପ ହୋଇଥିବା ସୂଚନା ମିଳିଛି। ଗଣତି କାର୍ଯ୍ୟରେ ୫୦ ଜଣ ବ୍ୟାଙ୍କ କର୍ମଚାରୀଙ୍କ ସହ ୨୫ଟି ମେସିନ ଲଗାଯାଇଛି। ଆହୁରି କିଛି ମେସିନ ବ୍ୟାକଅପରେ ରଖାଯାଇଛି।୧୪୫ଟି ଟଙ୍କା ଭର୍ତ୍ତି ବ୍ୟାଗ୍ ଗଣତି ସରିଥିବା ବେଳେ ସେଥିରୁ ୨୨୦ କୋଟି […]Continue Reading
BHOPAL,DEC 10 : A man allegedly killed a puppy brutally in Madhya Pradesh’s Guna district following which Chief Minister Shivraj Singh Chouhan termed it as an “act of barbarism” and assured strict action against the culprit. Chouhan’s assurance came after Union minister Jyotiraditya Scindia urged the CM to look into the matter. The incident took Continue Reading
Chhattisgarh, Dec 10: Vishnu Deo Sai was picked by the BJP central leadership on Sunday as the Chief Minister of Chhattisgarh. This brought an end to the suspense of who would become the chief minister of the state. The announcement of Vishnu Deo Sai as Chhattisgarh Chief Minister came after a key meeting of the […]Continue Reading
ଭୁନେବଶ୍ୱର,୧୦/୧୨: ପିଲାଟି ସାଙ୍ଗମାନଙ୍କ ଖୁସିରେ ଗୁଡ଼ି ଉଡ଼ାଉଥିଲା। ଜାଣି ନଥିଲା ତାର ମୃତ୍ୟୁ ତାକୁ ହାତ ଠାରି ଡାକୁଛି। ଗୁଡ଼ି ଉଡ଼ାଇଲା ବେଳେ କଟିଗଲା ସୂତା। ଟ୍ରେନ୍ ଲାଇନ୍ ଅପର ପାର୍ଶ୍ୱରେ ସୂତା ଆଣିବା ପାଇଁ ଗଲା ବେଳେ ମାଡ଼ିଗଲା ଲୌହଦାନବ।ରାଜଧାନୀ ଭୁନେବଶ୍ୱରରେ ଏହି ଦୁର୍ଘଟଣା ଘଟିଛି। ପିଲାଟିର ନାଁ ସୂର୍ଯ୍ୟକାନ୍ତ ପାତ୍ର( ୧୪) ବର୍ଷ। ତାର ଘର ଶହିଦନଗର ଶାନ୍ତିପଲ୍ଲୀ ବସ୍ତିରେ।ଗତକାଲି ଅପରାହ୍ନ ସମୟରେ ଟ୍ରେନ ଲାଇନ ପାର୍ଶ୍ଵରେ ସୂର୍ଯ୍ୟକାନ୍ତ Continue Reading




