Odisha News

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

କଣ୍ଟାମାଳ, ୨୫/୪: ବୌଦ୍ଧର କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ୪୦ରୁ୫୦ ମାଓବାଦୀ ଏଲୁଚି ରହିଥିବା କୁହାଯାଉଛି। ଏସଓଜି ଯବାନଙ୍କ କୁମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି।
ଏସଓଜି ଯବାନଙ୍କ ପକ୍ଷରୁ ଅତର୍କିତ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି।

Related Posts

Seo wordpress plugin by www.seowizard.org.