Home Posts tagged kantamala
Odisha News
କଣ୍ଟାମାଳ, ୨୫/୪: ବୌଦ୍ଧର କଣ୍ଟାମାଳ ପଢ଼େଲ ଡ୍ୟାମ୍ ନିକଟରେ ଏସଓଜି ଯବାନ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ଜଙ୍ଗଲରେ ୪୦ରୁ୫୦ ମାଓବାଦୀ ଏଲୁଚି ରହିଥିବା କୁହାଯାଉଛି। ଏସଓଜି ଯବାନଙ୍କ କୁମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି।ଏସଓଜି ଯବାନଙ୍କ ପକ୍ଷରୁ ଅତର୍କିତ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା କୁହାଯାଉଛି।Continue Reading
Odisha News
କଣ୍ଟାମାଳ,୫/୭: ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ଆମ୍ବଗାଁରେ ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ୍ଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିଛି ବିଜେପି। ୫ଟି ସଚିବଙ୍କ ଗସ୍ତକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି କଣ୍ଟାମାଳ ବିଜେପି କର୍ମୀମାନେ। କହ୍ନେଇ ଚରଣ ଡାଙ୍ଗଙ୍କ ନେତୃତ୍ୱରେ ଇଞ୍ଜିନିୟର୍ ରାକେଶ ତ୍ରିପାଠୀ ଓ ଅନ୍ୟମାନେ ମିଶି ଏହି ବିରୋଧ ପ୍ରଦର୍ଶନ କରିଛନ୍ତି।ଆମ୍ବଗାଁ ପଡିଆରେ ସଚିବଙ୍କ ସଭା ଏବଂ ୫ଟି ସ୍କୁଲ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି । Continue Reading
Seo wordpress plugin by www.seowizard.org.