ବାଲେଶ୍ୱର, ୬/୧୧ : ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ଜଣେ ସରକାରୀ ଅଧିକାରୀ। ବାଲେଶ୍ୱର ଜିଲ୍ଲା ବାଲିଆପାଳର ସବ୍-ରେଜିଷ୍ଟ୍ରାର ମନୀଷା ମିଶ୍ରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେବାବେଳେ ଶୁକ୍ରବାର ଧରିଛି ଓଡ଼ିଶା ଭିଜିଲାନ୍ସ। ଜମି ବିକ୍ରି ଦଲିଲ୍ (Sale Deed) ପଞ୍ଜୀକରଣ କରିବା ପାଇଁ ସେ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି।୧୦ ହଜାର ମାଗିଥିଲେ, ୭ ହଜାରରେ ରାଜିଭିଜିଲାନ୍ସର ସୂଚନା ଅନୁଯାୟୀ, ଅଭିଯୋଗକାରୀ ଜଣେ ଜମି କ୍ରେତାଙ୍କଠାରୁ Continue Reading




