Home Posts tagged ODISHA (Page 93)
Odisha News
ପୁରୀ, ୨/୬ : ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି । ଏକାସାଙ୍ଗରେ ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ ଓ ସ୍ତ୍ରୀ । ପୁରୀ ଜିଲ୍ଲା ସାତଶଙ୍ଖ ଫାଣ୍ଡି ଅଧିନସ୍ଥ ଅର୍ଜୁନସିଂହପୁର ଗ୍ରାମରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି । ମୃତକ ହେଲେ ଭାସ୍କର ଚନ୍ଦ୍ର ଦାସ (୪୦) ଏବଂ ତାଙ୍କ ସ୍ତ୍ରୀ କାଜଲ ଦାସ । ଏକ ବନ୍ଦ ଘର ଭିତରୁ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।ମିଳିଥିବା ପ୍ରାଥମିକ […]Continue Reading
Odisha News
ଗଞ୍ଜାମ ଜିଲ୍ଲାର ଯୁବ ସମାଜସେବୀ ରବି ସାହାଣୀ ଦୀର୍ଘଦିନ ଧରି ପରିବେଶ ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ସମର୍ପିତ କରିଆସୁଛନ୍ତି।ସେ ବୃକ୍ଷରୋପଣ, ଗଛର ଯତ୍ନ, ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ଓ ପାଣି ବଣ୍ଟନ ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ ମାଧ୍ୟମରେ ସମାଜକୁ ପ୍ରେରଣା ଦେଉଛନ୍ତି। ବର୍ତ୍ତମାନ ସେ ଇଣ୍ଟରନ୍ୟାସନାଲ ଓଡ଼ିଆ ଫାଉଣ୍ଡେସନର ଜଣେ ନିଷ୍ଠାବାନ ସଦସ୍ୟ ଭାବେ ମଧ୍ୟ ସମାଜ ଓ ପରିବେଶ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।ରବି ସାହାଣୀ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୬ : ବୌଦ୍ଧ ଜିଲ୍ଲା ସଦର ମହକୁମାସ୍ଥିତ ସଦଭାବନା ସଭା ଗୃହରେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ସାଧାରଣ ଲୋକଙ୍କ ବିଭିନ୍ନ ଅଭିଯୋଗ ଓ ସମସ୍ୟା ସମ୍ପର୍କରେ ଶୁଣାଣି କରାଯାଇଥିଲା ।ଏହି ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧/୬: ଆଜି ପୂର୍ବାହ୍ନରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜ ଏବଂ ନୂତନ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିବା ଆରକ୍ଷୀ ଅଧିକ୍ଷକ ଶ୍ରୀ ପାରମାଣିକସ୍ମିତ୍ ପୁରୁଷୋତ୍ତମ ଦାସ ଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା Continue Reading
Odisha News
ଭଦ୍ରକ, ୧/୬: ପତ୍ନୀ, ପୁତ୍ର ହତ୍ୟାକାରୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ । ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ପ୍ରଭାତ କୁମାର ରାଜଗୁରୁ ଧୂସୁରୀ ଥାନା ସାହାପୁର ଗ୍ରାମର ବାବାଜୀ ମାଝିଙ୍କ ପୁଅ କାଳିଆ ଓରଫ ଅଭୟ ମାଝିଙ୍କୁ ଜେଲ୍ ଦଣ୍ଡ ଶୁଣାଇଛନ୍ତି ।ନିଜ ପତ୍ନୀ ଓ ନାବାଳକ ପୁଅର ତଣ୍ଟି ଚିପି ହତ୍ୟା କରିଥିବା ଅପରାଧରେ ଦଫା ୩୦୨ ଅନୁଯାୟୀ ଆଜୀବନ ଜେଲ୍ ଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା ଓ ୨୦୧ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୩୧/୫ : ରାମାୟଣରେ ‘ନାଗପାଶ’ କଥା ଶୁଣିଥିବେ, ସିନେମାରେ ‘ସର୍ପବନ୍ଧନ’ ଦୃଶ୍ୟ ଦେଖିଥିବେ। କିନ୍ତୁ ବାସ୍ତବ ଜୀବନରେ ଜଣେ ବୃଦ୍ଧଙ୍କୁ ସାପ ବାନ୍ଧି ପକାଇବା ଘଟଣା କେବେ ଶୁଣିଛନ୍ତି କି? ବୌଦ୍ଧ ଜିଲ୍ଲାରୁ ଆସିଛି ଏମିତି ଏକ ଆଶ୍ଚର‌୍ୟ୍ୟଜନକ ଘଟଣା, ଯାହା ଶୁଣିଲେ ଯେକେହି ଚକିତ ହୋଇଯିବେ।ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ଼ ଗାଁର କୃଷ୍ଣଚନ୍ଦ୍ର ସାହୁ ଜଣେ ପକ୍ଷାଘାତ ରୋଗୀ। ଶରୀରର ଗୋଟିଏ ପାର୍ଶ୍ୱ ଅଚଳ ଥିବାରୁ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୫ : ଖୋରଧା ନିକଟବର୍ତ୍ତୀ କୁମାରବସ୍ତ ଗ୍ରାମ ନିକଟରେ ଅବସ୍ଥିତ ୱଣ୍ଡରଲା ୱାଟର ପାର୍କ କୁ ଦୈନିକ ବହୁ ସଂଖ୍ୟାରେ ପର୍ଯ୍ୟଟକ, ସ୍ଥାନୀୟ ଅଧିବାସୀ ଏବଂ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ମନୋରଞ୍ଜନ ପାଇଁ ଆସୁଥିବା ବେଳେ ଏଣ୍ଟ୍ରି ଫି ବାବଦ ୧୨୦୦ ରୁ ଅଧିକ ଟଙ୍କା ଦେବାକୁ ପଡ଼ୁଛି । ଭିତରେ ଥିବା ୱାଟର ପାର୍କରେ ଗାଧେଇବା ପିନ ପାର୍କ ଭିତରେ ଥିବା କାଉଣ୍ଟର ରୁ ଡ୍ରେସ […]Continue Reading
Odisha News
ସୁବର୍ଣ୍ଣପୁର, ୩୧/୫ “ ସୁବର୍ଣ୍ଣପୁରର ସୋନପୁର ମହାନଦୀ ସେତୁ ଉପରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସ୍ୱାମୀଙ୍କ ସହ ଫଟୋ ଉଠାଇବାକୁ ଆସିଥିବା ଜଣେ ନବବିବାହିତା ହଠାତ୍ ମହାନଦୀକୁ ଡେଇଁପଡ଼ି ଜୀବନ ହାରିବାକୁ ଉଦ୍ୟମ କରିଥିଲେ। ଘଟଣା ପରେ ସେତୁ ଉପରେ କିଛି ସମୟ ପାଇଁ ଆତଙ୍କ ଓ ଉତ୍ତେଜନା ଦେଖାଦେଇଥିଲା।ସୂଚନା ଅନୁସାରେ, ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ସହ ସୋନପୁର ମହାନଦୀ ସେତୁକୁ ବୁଲିବା ସହ ଫଟୋ ଉଠାଇବା ପାଇଁ ଆସିଥିଲେ। ଦୁହେଁ ସେତୁ ଉପରେ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୩୧/୫: ନାରୀ ଅଧିକାର ଅଭିଯାନ, ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ, ପ୍ରତିବାଦ ଓ ସଂଗଠନକୁ ତୃଣମୂଳ ସ୍ତରରେ ମଜଭୂତ କରିବା ପାଇଁ ଖୋରଧା ଜ଼ିଲ୍ଲା ବିଜେଡି ର ସଭାପତି ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଇଗଲ କ୍ଳବ ପରିସରରେ ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓ ଉପସ୍ଥିତ Continue Reading