ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୩/୪: ପ୍ରାଣନାଥ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତି ବିନ୍ଦୁଶ୍ରୀ ମିଶ୍ର ତାଙ୍କ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି ।ତାଙ୍କ ସ୍ଥାନରେ କଲେଜର ନୂତନ ଅଧ୍ୟକ୍ଷା ଭାବରେ ଡକ୍ଟର ଶ୍ରୀମତି ପୂର୍ଣ୍ଣିମା ନାୟକ କଲେଜର ଦାୟୀତ୍ୱ ଗ୍ରହଣ କରିଛନ୍ତି । ଏହି ବିଦାୟ କାଳୀନ ସଭାରେ କଲେଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ପରିଚାଳନା କମିଟିର ସଭାପତି ପ୍ରାକ୍ତନ ବିଧାୟକ Continue Reading




