Home Posts tagged ODISHA (Page 88)
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୨/୬ : ଆଜି ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାର ଦୁଇ ବର୍ଷ ପୂରଣ କରିଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇ ବର୍ଷର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ।ଲୋକସେବା ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରିପୋର୍ଟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମହିଳା ସଶକ୍ତିକରଣରୁ ରିପୋର୍ଟ କାର୍ଡ ଦେଇଛନ୍ତି ।ଏହା ସହିତ କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥ, ଗମନାଗମନ, ଶିଳ୍ପ ଆଦି ବିଭିନ୍ନ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୬ : ଜିଲ୍ଲାସ୍ତରୀୟ ବିଶ୍ୱ ଶିଶୁ ଶ୍ରମ ନିରୋଧ ଦିବସ-୨୦୨୬ ଉପଲକ୍ଷେ ସାପ୍ତାହିକ ଅଭିଯାନ-୨୦୨୬ ପାଳନ ଅବସରରେ ଆଇ:ଏସ:ଆର:ଡି: ୱାନ୍ ଷ୍ଟପ୍ ସେଣ୍ଟର , ଗଜପତି ପକ୍ଷରୁ ଶିଶୁ ଶ୍ରମ ମୁକ୍ତ ସମାଜ ଗଠନ ସକାଶେ ଶତାଧିକ ସଂଖ୍ୟାରେ ଯୁବ ସମାଜ , ବୁଦ୍ଧିଜୀବୀ , ଅଙ୍ଗନବାଡି କର୍ମୀ ଓ ସ୍ବଚ୍ଛସାଥୀ ପ୍ରମୁଖଙ୍କ ମାଧ୍ୟମରେ ଏକ ସଚେତନତା ରଥ ସମେତ ବିରାଟ ରାଲିର ଆୟୋଜନ କରା ଯାଇଥିଲା।ମୁଖ୍ୟତଃ ଶିଶୁ ଶ୍ରମ ନିରାକରଣ […]Continue Reading
Top Stories
By Subrat Sarangi Bhubaneswar/Odisha , June 11 : ArcelorMittal Nippon Steel India (AM/NS India), a joint venture between two of the world’s leading steelmakers, continues to strengthen its commitment to capability building through its strategic partnership with BITS Pilani. Building on the success of its B.Tech programme in Process Engineering, AM/NS India has now marked Continue Reading
Odisha News
ଭୁବନେଶ୍ୱର, ୧୧/୬ : ଓଡ଼ିଶା ରାଜନୀତିରେ ଆଉ ଏକ ବଡ଼ ସମୀକରଣର ସଙ୍କେତ। ବିଜେଡି ଛାଡ଼ିବାର ମାତ୍ର କିଛି ଦିନ ମଧ୍ୟରେ ବିଜେପି ଟିକେଟ୍‌ରେ ରାଜ୍ୟସଭାକୁ ପହଞ୍ଚିଛନ୍ତି ବରିଷ୍ଠ ନେତା ଦେବାଶିଷ ସାମାନ୍ତରାୟ। ରାଜ୍ୟସଭା ଉପନିର୍ବାଚନରେ ତାଙ୍କ ବିପକ୍ଷରେ କେହି ପ୍ରାର୍ଥୀ ନ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ଘୋଷିତ ହୋଇଛନ୍ତି।ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ, ଦେବାଶିଷ ହିଁ ଏକମାତ୍ର ପ୍ରାର୍ଥୀ ଥିବାରୁ ଭୋଟଗ୍ରହଣର ଆବଶ୍ୟକତା ପଡ଼ିନଥିଲା। ଏହା ସହ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୬ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନ ଠାରେ ଆଜି ସି:ସି:ଡି ଅନୁଷ୍ଠାନ ଆନୁକୁଲ୍ୟରେ ଲିନସି ଫାଉଣ୍ଡେସନର ପକ୍ଷରୁ ସେଞ୍ଚୁରିଆନ ୟୁନିଭରସିଟି ଅନ୍ତର୍ଗତ ଏମ:ଏସ ସ୍ୱାମୀନାଥନ କୃଷି ବିଦ୍ୟାଳୟର ସହଯୋଗରେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପରାମର୍ଶଦାତା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୧/୬ : ସମଗ୍ର ଦେଶରେ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) ପ୍ରକ୍ରିୟାକୁ ସମ୍ପୂର୍ଣ ସଫଳ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲା ପ୍ରଶାସନ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।ଏହି ଅବସରରେ ବୁଧବାର ଦିନ ପ୍ରାତ ସମୟରେ ବୌଦ୍ଧ ଜିଲ୍ଲା ଆଦର୍ଶ କୃଷି ବଜାର ଠାରେ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ଏବଂ ଜିଲ୍ଲା ପ୍ରଶାସନ ବୌଦ୍ଧର ମିଳିତ ସହଯୋଗରେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୦/୧୧ : ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ପ୍ୟାଲେସ୍ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ:ଆଇ:ଆର) ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ପଦଯାତ୍ରା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଚେତନତା ଶୋଭାଯାତ୍ରାକୁ ଏସ:ଆଇ:ଆର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି Continue Reading
Top Stories
By Tapaswini Sahoo Bhubaneswar/Odisha, June10 : In a historic milestone for Indian gymnastics, 16-year-old Pritti Jhankaar of the Odisha AM/NS India Gymnastics High Performance Centre (HPC) has become the first Indian woman gymnast to be awarded the highly coveted World Gymnastics Scholarship 2026. Considered as one of the most competitive recognitions in global Continue Reading
Odisha News
ଓଡ଼଼ିଶା,୧୦/୬ : ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟିବା ନେଇ ମଙ୍ଗଳବାର ବଡ଼ ଘୋଷଣା କରିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ‘ଧାମ’ ଶବ୍ଦ ହଟାଯାଇ ଲାଗିଲା ଜଗନ୍ନାଥ ମନ୍ଦିର ସୂଚନା ଫଳକ ।ସ୍ଥାନୀୟ ବିଧାୟକ ଚନ୍ଦ୍ର ଶେଖର ମଣ୍ତଳ ଏବଂ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ରାଧାମୋହନ ଦାସଙ୍କ ଉପସ୍ଥିତିରେ ଏହି ‘ଧାମ’ ଶବ୍ଦ ହଟାଯାଇଛି । ଫଳରେ ଦୀଘାରେ ନବନିର୍ମିତ ଜଗନ୍ନାଥ ମନ୍ଦିରକୁ ‘ଜଗନ୍ନାଥ ଧାମ’ ଲେଖାଯିବାକୁ ନେଇ Continue Reading
Odisha News
ଭୁବନେଶ୍ୱର, ୧୦/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠୁ ଦୀର୍ଘ ସମୟ ଧରି ଲଗାତାର ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବେ ନୂଆ କୀର୍ତ୍ତିମାନ ସ୍ଥାପନ କରିଥିବା ବେଳେ ତାଙ୍କୁ ଭରପୂର ପ୍ରଶଂସା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବୁଧବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭାବପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରି ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦିଙ୍କୁ “କୋଟି କୋଟି Continue Reading