Home Posts tagged ODISHA (Page 87)
Top Stories
By Tapaswini Sahoo Bhubaneswar/Odisha,  June 13 : CSIR–Institute of Minerals and Materials Technology (CSIR-IMMT), Bhubaneswar, organised a Lecture of Eminence by Shri Sanjay Kumar Verma, former High Commissioner of India to Canada and former Ambassador of India to Japan, the Republic of the Marshall Islands, and Sudan, on the theme “Beyond Lithium: A Material Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୩/୬ : ଜିଲ୍ଲା ସଦର ମହକୁମା ଜୟୀ ରାଜଗୁରୁ ଟାଉନ୍ ହଲ୍ ଓ ସଦର ତହସିଲ ପରିସରରେ ଆରମ୍ଭ ହୋଇଥିବା ତିନିଦିନିଆ ବିକାଶର ଧାରା ଓଡ଼ିଶା ସାରା, ଖୋରଧା ଜିଲ୍ଲାସ୍ତରୀୟ ସମ୍ମିଳନୀ ଆଜି ଦ୍ୱିତୀୟ ଦିବସ ପୂର୍ବାହ୍ନରେ ଟାଉନ୍ ହଲଠାରେ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ମନୋରଞ୍ଜନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୬ : ବୌଦ୍ଧ ଜିଲ୍ଲାରେ ଦୀର୍ଘଦିନ ଧରି ବକେୟା ରହିଥିବା ପେନ୍‌ସନ ମାମଲାଗୁଡ଼ିକର ଶୀଘ୍ର ସମାଧାନ ନିମନ୍ତେ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଡେପୁଟି କଲେକ୍ଟର (ଏଷ୍ଟାବ୍ଲିଶ ମେଣ୍ଟ) ପରିପୂର୍ଣ୍ଣା ଦେବୀଙ୍କ ସଂଯୋଜନାକ୍ରମେ ଆୟୋଜିତ ଏହି ବୈଠକରେ ବୌଦ୍ଧ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କୁଲଦୀପ ମିନା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ Continue Reading
Odisha News
ଭୁବନେଶ୍ୱର, ୧୩/୬ : କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ନିଯୁକ୍ତି କମିଟି ‘ଆପଏଣ୍ଟମେଣ୍ଟସ୍ କମିଟି ଅଫ୍ ଦ କ୍ୟାବିନେଟ୍’ (ଏସିସି) ଦେଶର ୩୩ ଜଣ ବରିଷ୍ଠ ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀଙ୍କୁ ଡାଇରେକ୍ଟର ଜେନେରାଲ୍ (ଡିଜି) ଓ ଡିଜି ସମକକ୍ଷ ପଦବୀ ପାଇଁ ଏମ୍ପାନେଲ୍ କରିଛନ୍ତି। ଏଥିରେ ଓଡ଼ିଶା କ୍ୟାଡରର ଦୁଇ ଜଣ ବରିଷ୍ଠ ଅଧିକାରୀ ସ୍ଥାନ ପାଇଛନ୍ତି।ଏମ୍ପାନେଲ୍ ହୋଇଥିବା ଓଡ଼ିଶା କ୍ୟାଡର ଅଧିକାରୀ ହେଲେ ୧୯୯୦ ବ୍ୟାଚ୍ର ଡ. ସୁଧାଂଶୁ ଷଡ଼ଙ୍ଗୀ ଏବଂ Continue Reading
Odisha News
କଳାହାଣ୍ଡି ୧୩/୬: ଦାମୀ କାରରେ କିଏ ବା ବସିବାକୁ ଭଲନପାଏ। ଅନେକଙ୍କ ସଉକ ବିଳାସପୂର୍ଣ୍ଣ କାର୍। ଏଥିରେ ଥାଏ ଅତ୍ୟାଧୁନିକ ସେଫ୍ଟି ଫିଚର୍ସ। କିନ୍ତୁ ଲକ୍ଜରୁରିୟସ୍ ଗାଡ଼ି ଆପଣ ଜୀବନ ରକ୍ଷା କରିଦେବ ବୋଲି ଭାବୁଛନ୍ତି, ବୋଧହୁଏ ଏହା ଆପଣଙ୍କ ଭୁଲ ଧାରଣା। ବିଏମଡବ୍ଲୁ ଭଳି ଦାମୀ ଗାଡି ବି ଜୀବନ ବଞ୍ଚାଇପାରିଲାନି। ଚାଲିଗଲା ଦୁଇ ଦୁଇଟା ଜୀବନ।କଳାହାଣ୍ଡି ଜିଲା ଭବାନୀପାଟଣା ବାଇପାସ ରାସ୍ତାରେ ଭୟଙ୍କର ଦୁର୍ଘଟଣା। ବିଳମ୍ବିତ ରାତି ରାସ୍ତାରେ ଠିଆ ହୋଇଥିବା Continue Reading
Odisha News
ଭୁବନେଶ୍ୱର, ୧୩/୬: ସଭିଙ୍କୁ ସରପ୍ରାଇଜ୍ କରିଦେଇଛି ମୌସୁମୀ । ପାଣିପାଗ ବିଭାଗ କାଲିଯାଏଁ କହୁଥିଲା-ମୌସୁମୀ ପାଇଁ ଆହୁରି ୨/୩ ଦିନ ଅପେକ୍ଷା କର । ପାଗରେ ବି ସେମିତି ପରିବର୍ତ୍ତନ ଦେଖା ଯାଉନଥିଲା । ଆଜି ଆସିଗଲା ମୌସୁମୀ ।ଚିରାଚରିତ ଦକ୍ଷିଣ ଓଡ଼ିଶା ବାଟ ଛାଡ଼ି ଉତ୍ତର ପଟୁ ପ୍ରବେଶ କରିଛି । ଏପଟେ ମୌସୁମୀ ଆଗମନ ନେଇ ପାଣିପାଗ ବିଭାଗର ବିଧିବଦ୍ଧ ଘୋଷଣା ସଭିଙ୍କୁ ଚକିତ କରିଦେଲା । ଅବଶ୍ୟ ପାଗ ବି ବଦଳିଛି । […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୩/୬ : ଶୁକ୍ରବାର ବିକାଶର ଧାରା, ଓଡ଼ିଶା ସାରା (ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି) ଖୋରଧା ଜିଲ୍ଲା ସ୍ତରୀୟ ସରକାରୀ ଜନସଂପର୍କ ଏବଂ ନାଗରିକ ଅଂଶ ଗ୍ରହଣ ତିନିଦିନିଆ କାର୍ଯ୍ୟକ୍ରମ ସମ୍ମିଳନୀ ସଦର ମହକୁମା ପୌରପରିଷଦ ଟାଉନ୍ ହଲ୍ ଠାରେ ଉଦ୍ଘାଟିତ ହୋଇଯାଇଅଛି ।ଏହି ଅବସରରେ ଓଡ଼ିଶାର ମାନ୍ୟବର ରାଜସ୍ବ ଓ ବିପର‌୍ୟ୍ୟୟ ପରିଚାଳନା ମନ୍ତ୍ରୀ, ଓଡ଼ିଶା ସରକାର, ଶ୍ରୀଯୁକ୍ତ ସୁରେଶ ପୂଜାରୀ ଯୋଗଦେଇ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୩/୬ : ରାଜ୍ୟ ସରକାରଙ୍କ ଜନକଲ୍ୟାଣମୂଳକ ପଦକ୍ଷେପ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ଅବସରରେ ବୌଦ୍ଧ ସହରସ୍ଥିତ ମର୍ଜାକୁଦ କଲ୍ୟାଣ ମଣ୍ଡପଠାରେ ଏକ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ଭୁବନେଶ୍ୱରରୁ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଆଭାସୀ ମାଧ୍ୟମରେ ଉପସ୍ଥିତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୬ : ଓରମାସ, ବୌଦ୍ଧ ଆନୁକୂଲ୍ୟରେ ଆଦର୍ଶ କୃଷି ବଜାର, ବୌଦ୍ଧ ଠାରେ ସ୍ୱତନ୍ତ୍ର ଆମ୍ବ ପ୍ରଦର୍ଶନୀ “ଗାଁ ଆମ୍ବ ପସରା” ଆଜି ଉଦ୍‌ଘାଟିତ ହୋଇଯାଇଛି।ଜିଲ୍ଲାପାଳ ବୌଦ୍ଧ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀର ଶୁଭ ଉଦ୍‌ଘାଟନ କରିଥିଲେ।ଏହି ଅବସରରେ ଜିଲ୍ଲାପାଳ ସ୍ଥାନୀୟ ଚାଷୀମାନଙ୍କ ଉତ୍ପାଦିତ ଆମ୍ବକୁ ବଜାର ସୁବିଧା ଯୋଗାଇବା ଏବଂ ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ଏଭଳି ପ୍ରଦର୍ଶନୀର ଗୁରୁତ୍ୱ Continue Reading
Top Stories
By Prasanna Kumar Paikaraya Khordha, June 12 :  In a significant breakthrough against the illegal narcotics trade, the excise department  successfully busted two separate ganja smuggling operations in hordha , seizing a total of 52 kilograms of contraband cannabis and arresting 6 persons allegedly involved in the interstate drug trafficking network.2 vehicles used for Continue Reading