Home Posts tagged ODISHA (Page 86)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୬: ଖୋରଧା ଜିଲ୍ଲା ମୁଖ୍ୟଦପ୍ତର ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଐତିହାସିକ ‘ବାଜପୁର’ ତ୍ୟାଗ ଏବଂ ତିତୀକ୍ଷାର ମାଟି ବୋଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ବାଜପୁର ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ରଜ ମହୋତ୍ସବର ଦ୍ବିତୀୟ ଦିବସକୁ ଉଦ୍‌ଘାଟନ କରି ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ପ୍ରାରମ୍ଭରେ ବାଜପୁର ମାଟି ‘ନବଜୀବନ’ର ପ୍ରତିଷ୍ଠାତା ଚିନ୍ତାମଣି ମିଶ୍ର, ପ୍ରଖ୍ୟାତ ସ୍ବାଧୀନତା Continue Reading
Odisha News
ଭୁବନେଶ୍ୱର, ୧୬/୬ : ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷ ଏବଂ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ଜୁନ୍ ୧୯ ଓ ୨୦ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଏହି ସମାରୋହକୁ ତ୍ରୁଟି ଶୂନ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଆଭାସୀ ମାଧ୍ୟମରେ ସୁରକ୍ଷା ଓ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ।ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟର Continue Reading
Odisha News
ସୁନ୍ଦରଗଡ଼, ୧୬/୬ : ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ‘ବିଜୁ ଏକ୍ସପ୍ରେସ୍‌ୱେ’ରେ ସୋମବାର ସକାଳୁ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଦୁଇଟି ଟ୍ରେଲର ମଧ୍ୟରେ ଶକ୍ତ ଧକ୍କା ପରେ ଏଥିରେ ନିଆଁ ଲାଗିଯାଇଛି। ଫଳରେ ଉଭୟ ଗାଡ଼ି ସହ ଦୁଇ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ମୃତ ୨ଜଣ ଡ୍ରାଇଭରଙ୍କର ପରିଚୟ ମିଳିପାରି ନାହିଁ।ଭଷ୍ମା ଥାନା ଅନ୍ତର୍ଗତ କୁଣ୍ଡୁକେଲା କାଇନ୍ତରା ଛକ ନିକଟରେ ଆଜି ଭୋର ସମୟରେ ଏହି ଭୟଙ୍କର ଦୁର୍ଘଟଣା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୬/୬ : ଉତ୍କଳୀୟ ସଂସ୍କୃତିର ମହାନ ଗଣପର୍ବ ‘ରଜ’ ପାଇଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ହୋଇଉଠିଛି ଉତ୍ସବ ମୁଖର। ବାରମାସରେ ତେର ପର୍ବ ପାଳନ କରୁଥିବା ଓଡ଼ିଆ ମାନେ ରଜ ପର୍ବ ପ୍ରତି ଟିକିଏ ସ୍ୱତନ୍ତ୍ର ମାନ ଦେଇଥାନ୍ତି। ବିଶେଷ କରି ରଜ ଚାରି ଦିନ ପାଳନ ହୁଏ ।ପଥମ ପହିଲି ରଜ, ଦ୍ୱିତୀୟ ରଜ ସଂକ୍ରାନ୍ତି, ତୃତୀୟ ଭୂମି ଦାହ ବା ଭୂମି ଦହନ, ଚତୁର୍ଥ ବସୁମତୀ ସ୍ନାନ […]Continue Reading
Top Stories
By Subrat Sarangi Bhubaneswar, June 15:ArcelorMittal Nippon Steel India (AM/NS India) observed Sustainability Week across its Odisha locations during which a series of impactful activities were organised to promote environmental awareness and action aligned with this year’s global theme by the United Nations Environment Programme (UNEP) – “Climate Action – Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୫/୬ : ସକାଳର ସୂର୍ଯ୍ୟ ଉଦୟ ସହିତ ଆରମ୍ଭ ହୁଏ ସଂଘର୍ଷର ଆଉ ଏକ ନୂଆ ଦିନ। ମୁଣ୍ଡ ଉପରେ ପକ୍କା ଛାତ ନାହିଁ, ରାତିରେ ଝଡ଼ବର୍ଷାର ଭୟ, ଦିନରେ ଖରାର ତାତି, ତଥାପି ଜୀବନ ଜିଇଁବାର ଆଶାକୁ ହାରି ନାହାନ୍ତି ଖୋରଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡିହ ଗ୍ରାମର ରୂପାଲୀ ନାୟକ। ତିନି ଜଣ କୋମଳମତି ଶିଶୁ ଏବଂ ରୋଗାକ୍ରାନ୍ତ ସ୍ୱାମୀଙ୍କୁ ନେଇ ଏକ ଜରିପାଲ ତଳେ ତାଙ୍କ ଜୀବନ ସଂଘର୍ଷ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୫/୬ : ରବିବାର ଅପରାନ୍ହ ୨ ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ ର ବୌଦ୍ଧ ଥାନା ଗୋବିନ୍ଦପୁର ଗ୍ରାମ ରାସ୍ତାରୁ ଗୋଟିଏ ଡଷ୍ଟର ଗାଡି ସହ ୧୭୫ କେଜି ଗଞ୍ଜେଇ ଜବତ କରିଛି ବୌଦ୍ଧ ଆଦର୍ଶ ଥାନା ପୋଲିସ ।ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଆରକ୍ଷୀ ଅଧୀକ୍ଷକ କୁଲଦୀପ୍ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଆଦର୍ଶ ଥାନା ଆଇ ଆଇ ସି ନଳିନୀ କାନ୍ତ ଦାସଙ୍କ ନେତୃତ୍ବରେ ଏକ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୫/୬ : ରବିବାର ପୂର୍ବାହ୍ନରେ ଖୋରଧା ଜିଲ୍ଲା ଚିଲିକା ସ୍ଥିତ ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଓଡ଼ିଶାର ଗଣପର୍ବ ରଜ ଉତ୍ସବ ବହୁ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ପାନ୍ଥନିବାସ ପ୍ରବନ୍ଧକ ସବ୍ୟସାଚୀ କରଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ, ସ୍ଥାନୀୟ ଜିଲ୍ଲା ପରିଷଦ Continue Reading
Top Stories
By Prasanna Kumar Paikaray Khordha,June 15 :  In a powerful display of compassion, social responsibility, and the enduring spirit of humanity, World Blood Donor Day was observed with great enthusiasm and reverence in khordha on Sunday.The event, organized by the district health department, brought together voluntary blood donors, healthcare professionals, social Continue Reading
Odisha News
ଭୁବନେଶ୍ୱର,୧୪/୬: ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ରହିଥିବା କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତିଖିରୀ ସରପଞ୍ଚ ଚାମେଲି ଓଝାଙ୍କ ଘଟଣାକୁ ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି, ରାଜ୍ୟ ସରକାର ସେ ବାବଦରେ ସବିଶେଷ ତଥ୍ୟ ମାଗିଛନ୍ତି। ସ୍ଥାନୀୟ ଏସ୍‌ପି ଓ ପ୍ରଶାସନ ରିପୋର୍ଟ ଦେବା ପରେ ସତ୍ୟତା ଜଣାପଡ଼ିବ। କୌଣସି ଘଟଣା ଘଟିଲେ ବିରୋଧୀ ରାଜନୈତିକ ରଙ୍ଗ ଦେବା ସ୍ବାଭାବିକ। ରିପୋର୍ଟ ଆସିଲେ ଯିଏ Continue Reading