Home Posts tagged ODISHA (Page 71)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୮/୫: ପୂର୍ବତଟ ରେଳପଥର ଖୋର୍ଦ୍ଧାରୋଡ଼ ମଣ୍ଡଳ ଅଧୀନରେ ରେଳ ଫାଟକ ଉଲ୍ଲଂଘନ ଏବଂ ସଡକ ଯାନବାହନ ଦ୍ୱାରା ଫାଟକ ଭାଙ୍ଗିବା ଘଟଣା ବୃଦ୍ଧି ପାଇଥିବାରୁ ଗଭୀର ଚିନ୍ତା ପ୍ରକାଶ କରାଯାଇଛି।ଏହି ଘଟଣାଗୁଡ଼ିକ କେବଳ ମାନବ ଜୀବନକୁ ବିପଦରେ ପକାଉନାହିଁ, ବରଂ ଟ୍ରେନ୍ ଚଳାଚଳରେ ବାଧା ସୃଷ୍ଟି କରି ସମୟନିଷ୍ଠତାକୁ ମଧ୍ୟ ପ୍ରଭାବିତ କରୁଛି। ଅନେକ ସମୟରେ ସଡକ ଯାତାୟାତକାରୀ ମାନେ ଫାଟକ ବନ୍ଦ ହୋଇଯାଇଥିବା ପରେ କିମ୍ବା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୫: ବୌଦ୍ଧ ଜିଲ୍ଲା ରେଡକ୍ରସ ସୋସାଇଟି ତଥା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଏକ ଜନ ସଚେତନତା ଶୋଭାଯାତ୍ରା ସ୍ଥାନୀୟ ଷ୍ଟାଡିୟମ ଠାରୁ ଆରମ୍ଭ ହୋଇଥିଲା ।ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, Continue Reading
Odisha News
ଭୁବନେଶ୍ୱର, ୮/୫ : ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ରାମଚନ୍ଦ୍ରପୁର ବ୍ରିଜ୍ ନିକଟରେ ଘଟିଥିବା ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ହୋଇପଡ଼ିଛି। ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ଉତ୍ତେଜିତ ଜନତା ଜଣେ ଯୁବକଙ୍କୁ ଏମିତି ନିର୍ମମ ଭାବେ ପିଟିଥିଲେ ଯେ, ଶେଷରେ ତାର ଜୀବନ ଚାଲିଯାଇଛି। ଏହି ଘଟଣାକୁ ନେଇ ଏବେ ଆଇନଶୃଙ୍ଖଳା ଉପରେ ଉଠିଛି ବଡ଼ ପ୍ରଶ୍ନ।ଘଟଣା ପରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଅଭିଯୋଗକାରୀ ଯୁବତୀ। ସେ କହିଛନ୍ତି, “ମୁଁ ଓ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୫ : ଜଟଣୀ ପୌର ପରିଷଦ ପକ୍ଷରୁ ୟୁଏନ ହାବିଟାଟର ୟଙ୍ଗ ଗେମ ଚେଞ୍ଜର ଇନିସିଏଟିଭ କାର୍ଯ୍ୟକ୍ରମ ଅନ୍ତର୍ଗତ ଆରମ୍ଭ ହେବାକୁ ଥିବା ୱାର୍ଡ ସଂଖ୍ୟା ୦୭ ଅଧୀନ ମୁଣ୍ଡିଆ ସାହି ପାର୍କ ଏବଂ ଖେଳପଡିଆ ଉନ୍ନତିକରଣ ପ୍ରକଳ୍ପ ଏବଂ ୱାର୍ଡ ସଂଖ୍ୟା ୧୧ ଅଧୀନ ମା ଉତ୍ତରାୟଣୀ ଯୁବକ ସଙ୍ଘ ଖେଳ ପଡିଆ ଉନ୍ନତିକରଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ମୁଣ୍ଡିଆ ସାହି ଖେଳ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୫ : ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ବୌଦ୍ଧ ଜିଲ୍ଲା ଦିନିକିଆ ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ ନୂତନ ବୈଧ ମାପ ବିଜ୍ଞାନ କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ ।ପରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପାତ୍ର ନୂତନ Continue Reading
Odisha News
ଅନୁଗୋଳ ୭/୫ : ସେକ୍ସ ରାକେଟ୍ ଠାବ । ଜଣେ ବୃଦ୍ଧ ନିଜ ଘରେ ବେଧଡ଼କ ଭାବେ ଚଳାଇଥିଲେ ଏହି ଅନୈତିକ କାରବାର । ପୋଲିସ ଚଢାଉ କରି ସବୁ ଘଟଣାର ପର୍ଦ୍ଦାଫାସ କରିଛି । ଏହାସହ ଏହି ଘଟଣାରେ କିଛି ଲୋକଙ୍କୁ ଅଟକ ରଖିଛି ପୋଲିସ ।ଖବର ଅନୁଯାୟୀ, ଅନୁଗୋଳ ସହରର ସୌଭାଗ୍ୟନଗରରେ ଏକ ଘରେ ସେକ୍ସ ରାକେଟ୍ ଚାଲିଥିବାର ଗୁଇନ୍ଦା ଖବର ପାଇଥିଲା ପୋଲିସ । ଏହାପରେ ପୋଲିସ ଉକ୍ତ ଘରେ ଚଢାଉ କରିଥିଲା […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୭/୫ : ଖୋରଧା ଜିଲ୍ଲା ମାଟ୍ରିକ ପରୀକ୍ଷାରେ ସଫଳତା ନେଇ ଓଷ୍ଟା ଖୋରଧା ଜିଲ୍ଲା ତରଫରୁ କର୍ମକର୍ତ୍ତାମାନେ ଜିଲ୍ଲାଶିକ୍ଷାଧିକାରୀ ସୋନାମିକା ରାୟ, ଅତିରିକ୍ତ ଜିଲ୍ଲାଶିକ୍ଷାଧିକାରୀ ଡ଼ ପ୍ରଜ୍ଞା ପରମିତା ଜେନା, ରଶ୍ମିବାଳା ପରିଡା, ବିଜୟ କୁମାର ବେହେରାଙ୍କ ସମେତ ଖୋରଧା ବ୍ଲକ୍ ଶିକ୍ଷାଧିକାରୀ ଯାଜ୍ଞସେନୀ ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲାଶିକ୍ଷାଧିକାରୀ ଶ୍ରୀମତୀ ରାୟଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ତଥା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୭/୫ : ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧରେ ବୌଦ୍ଧ ପୁଲିସ ପକ୍ଷରୁ ଚାଲିଥିବା ବିଶେଷ ଅଭିଯାନରେ ବଡ଼ ସଫଳତା ମିଳିଛି।ମଡେଲ ଥାନା ପୁଲିସ ଏକ ବ୍ରାଉନ ସୁଗାର ରାକେଟ୍ କୁ ଧରି ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଗୋଏଲ୍ ଏହି ସୂଚନା ପ୍ରଦାନ କରିଛନ୍ତି ।ବିଶ୍ୱାସନୀୟ ସୂଚନା ଆଧାରରେ ବୁଧବାର ପ୍ରଭାତ ସମୟରେ ଜଗଦୀଶପୁର ଛକରୁ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୫/୫ : ସୋସିଆଲ ମିଡିଆକୁ ଅସ୍ତ୍ର କରି ବହୁ ପ୍ରଭାବଶାଳୀ ଲୋକଙ୍କୁ ଟାର୍ଗେଟ କରାଯାଉଛି। ସମାଜରେ ଘଟୁଥିବା ଘଟଣା ଓ ଦୁର୍ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ପ୍ରୟାସ କରାଯାଉଛି।ନୟାଗଡ଼ ଜିଲ୍ଲାର ଏକ ନିଦ୍ଦିଷ୍ଟ ଗୋଷ୍ଠୀ ରାଜ୍ୟ ବାହାରେ ରହି ଏଭଳି ଅପରାଧିକ କାର୍ଯ୍ୟକଳାପ ଚଳାଇ ଆସୁଛନ୍ତି । ଏହି ବ୍ୟକ୍ତିମାନେ ଏକ ର‌୍ୟା କେଟ ଗଠନ କରି ବିଭିନ୍ନ ରାଜନୈତିକ ବ୍ୟକ୍ତିତ୍ୱ, ଆଇନଜୀବୀ, ସାମ୍ବାଦିକ ତଥା ପ୍ରଭାବଶାଳୀ Continue Reading
Top Stories
By Subrat Sarangi Paradeep, May 5 : In a closely fought final,ParadeepgarhTeam emerged winners of the third edition of Udaan Inter Village Cricket Premier League organised by ArcelorMittal Nippon Steel India (AM/NS India)at Paradeepgarh in Jagatsinghpur district during March 9-12, 2026.12 teams from 12 villages including Nuagarh, Baldia, Handia, Musadia, Singitali, Continue Reading