Home Posts tagged ODISHA (Page 67)
Top Stories
By Prasanna Kumar Paikaraya Khordha ,May 15 : The students of Aryavart Ancient Academy (AAA) a leading educational institution in khordha, have achieved unprecedented success in the CBSE Class 12th annual exam results. The school’s exam result was 100 percent, while 31 percent of the students scored 90 percent or above marks. The school’s science […]Continue Reading
Odisha News
ଭୁବନେଶ୍ବର, ୧୫/୫: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି । ସମୁଦାୟ ମହଙ୍ଗା ଭତ୍ତା ୫୮ ରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଲା । ପିଛଲା ଭାବେ ୨୦୨୬ ଜାନୁଆରୀରୁ ଲାଗୁ ହେବ । ପେନସନ୍‌ଭୋଗୀଙ୍କ ଟି.ଆଇ.ରେ ମଧ୍ୟ ବୃଦ୍ଧି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ବିଷୟ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା […]Continue Reading
Odisha News
ଭୁବନେଶ୍ୱର, ୧୫/୫: ଓଡ଼ିଶାରେ ଆସନ୍ତା ମେ’ ୩୦ରୁ ଆରମ୍ଭ ହେବ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)।ଏନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଭୋଟର ତାଲିକାକୁ ଅଧିକ ସଠିକ୍ ଓ ସ୍ୱଚ୍ଛ କରିବା ପାଇଁ ଏହି ବ୍ୟାପକ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ, ରାଜ୍ୟରେ ୯ ଲକ୍ଷ ୮୦ ହଜାରରୁ ଅଧିକ ଭୋଟର ତାଲିକାରୁ ବାଦ୍ ହୋଇଛନ୍ତି।ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏହାସହ ଯେଉଁ ମାନେ ଭାରତୀୟ ନାଗରିକ ନୁହନ୍ତି, Continue Reading
Odisha News
ଭୁବନେଶ୍ୱର, ୧୫/୫: ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲକୁ ନେଇ ହାହାକାର ପଡ଼ୁଛି । ତେବେ ରାଜ୍ୟରେ ପ୍ରଚୁର ପରିମାଣରେ ତୈଳ ମହଜୁତ ଅଛି । ତେଣୁ ଲମ୍ବା ଲାଇନ୍ ଲଗାଇ ରାସ୍ତାରେ ଛିଡ଼ା ନ ହେବାକୁ ପରାମର୍ଶ ଦେଇଛନ୍ତି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡର ସିଜିଏମ୍ କମଲ ସିଲ୍ ।ଆଜି ବିଭିନ୍ନ ତୈଳ କମ୍ପାନୀର ଅଧିକାରୀଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ତୈଳ ସଙ୍କଟକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।ଆଇଓସିଏଲ୍ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୪/୫ : ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ହରଭଙ୍ଗା ବ୍ଲକ ଅନ୍ତର୍ଗତ ବିରନରସିଂହପୁର ଗ୍ରାମପଞ୍ଚାୟତର କରଡ଼ି ଗ୍ରାମରେ ସରକାରୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ହୋଇଥିବା ଅବୈଧ ସଂଯୋଗ ଓ ଅନଧିକୃତ ସକ୍ସନ ପମ୍ପ ବ୍ୟବହାର ବିରୋଧରେ ବିଶେଷ ଚଢ଼ାଉ କାର୍ଯ୍ୟକ୍ରମ କରାଯାଇଥିଲା।ହରଭଙ୍ଗା ବିଡିଓ ବିଜୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉ ସମୟରେ ଅତିରିକ୍ତ ତହସିଲଦାର ତଥା Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧୪/୫: ଚଳିତ ବର୍ଷ ସିବିଏସଇ ପରୀକ୍ଷାରେ ଖୋରଧା ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ-ଏ ର ଛାତ୍ରୀଛାତ୍ର ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି ।ବିଦ୍ୟାଳୟର ୩୧ ଜଣ ଛାତ୍ରୀଛାତ୍ର ୯୦ ପ୍ରତିଶତରୁ ଉର୍ଦ୍ଧ ନମ୍ୱର ରଖୁଛନ୍ତି। ବିଜ୍ଞାନ ବିଭାଗର ଛାତ୍ର ବିଶ୍ବରଞ୍ଜନ ଜୁଝାରସିଂହ ୫ ଶହ ମାର୍କରୁ ୪୯୫ ନମ୍ବର ଶତକଡା ୯୯ ପ୍ରତିଶତ ରଖି ଓଡ଼ିଶା ଟପ୍ପର ହୋଇଥିବା ବେଳେ ବାଣିଜ୍ୟ ବିଭାଗର ଛାତ୍ରି ଇପାରୀ ସୁମନ ପାତ୍ର ୯୪ Continue Reading
Odisha News
ଭୁବନେଶ୍ୱର, ୧୪/୫ : ନିରାଡମ୍ବର ହେବେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବ । ଚାକଚକ୍ୟ ଉତ୍ସବ ପାଳନ ବଦଳରେ କେବଳ ତଥ୍ୟ ଭିତ୍ତିକି ପ୍ରଚାର ପ୍ରସାର କରାଯିବ ।ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ପାଳନ ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯେହେତୁ ବର୍ତ୍ତମାନ ପଶ୍ଚିମ-ଏସିଆ ପରିସ୍ଥିତି ଯୋଗୁ ସମଗ୍ର ଦେଶ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛି, ସେଥିପାଇଁ ଏହି […]Continue Reading
Odisha News
ଭୁବନେଶ୍ବର, ୧୪/୫: ରାଜ୍ୟର ପ୍ରାୟ ସବୁ ଜିଲ୍ଲାରେ ଏବେ ଦେଖାଦେଇଛି ତେଲ ସଙ୍କଟ । ଅନେକ ଟାଙ୍କିରେ ପେଟ୍ରୋଲ ନଥିବାରୁ ଲାଗିଛି ନୋ ଷ୍ଟକ୍ ବୋର୍ଡ଼ । ଆଉ ଯେଉଁଠି ପେଟ୍ରୋଲ ଅଛି ସେଠି ଲାଗିଛି ଗ୍ରାହକଙ୍କ ଲମ୍ବା ଲାଇନ୍ ।ଆଗକୁ କାଳେ ତେଲ ମିଳିବନି, ତେଲ ଦର ବଢ଼ିଯିବ, ସେଇ ଆଶଙ୍କାରେ ଅନେକ ଜାଗାରେ ଲୋକେ ଅଧିକ ମାତ୍ରାରେ ପେଟ୍ରୋଲ ନେଉଥିବାରୁ ଟାଙ୍କି ଗୁଡ଼ିକରେ ଷ୍ଟକ୍ ସରିଯାଉଛି । ହଠାତ୍ ପେଟ୍ରୋଲ କିଣିବା ପରିମାଣ ୫୦ […]Continue Reading
Odisha News
ଭଦ୍ରକ, ୧୪/୫: ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ଭଦ୍ରକ କାଡା ଡିଭିଜନର ଇଞ୍ଜିନିୟର ବିଜୟ କୁମାର ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଗୁରୁବାର ସକାଳ ୮ଟାରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆରଡି ଛକସ୍ଥିତ ୩ ମହଲା ଘର ସମେତ ନରିପୁରସ୍ଥିତ କାଢା ଡିଭିଜନ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଛି ।ଭଦ୍ରକ ଭିଜିଲାନ୍ସ ଡିଏସପି ଦୁଷ୍ମନ୍ତ ନାୟକଙ୍କ ନେତୃତ୍ୱରେ ଭଦ୍ରକ ଓ ବାଲେଶ୍ୱର ଭିଜିଲାନ୍ସ ଟିମ ଦ୍ୱାରା ଚଢ଼ାଉ ଚାଲିଥିବା ବେଳେ Continue Reading
Odisha News
ମମତା ମହାପାତ୍ରଙ୍କ ରିପୋର୍ଟଗୋପାଳପୁର/ଗଞ୍ଜାମ, ୧୪/୫ :ଇଣ୍ଟରନେସନାଲ ଓଡ଼ିଆ ଫାଉଣ୍ଡେସନ ଓ ଗ୍ରୀନ ପିସ୍ ଭିଲେଜ ଫାଉଣ୍ଡେସନ ର ମିଳିତ ଆୟୋଜନରେ ଗୋପାଳପୁର ସମୁଦ୍ର ବେଳଭୂମିରେ ଏକ ବିଶାଳ ସ୍ୱଚ୍ଛତା ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା।ସମୁଦ୍ରତଟର ସୌନ୍ଦର୍ଯ୍ୟ ଓ ପରିବେଶକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ଅଭିଯାନରେ ସ୍ଥାନୀୟ ଯୁବକ-ଯୁବତୀ, ସ୍ୱେଚ୍ଛାସେବୀ, ପରିବେଶପ୍ରେମୀ ଓ ବିଭିନ୍ନ ସାମାଜିକ ସଂଗଠନର Continue Reading