Home Posts tagged ODISHA (Page 65)
Odisha News Top Stories
By Prasanna Kumar Paikaraya Khordha, Odisha , May 18 : As per the directions of Ministry of Tribal Affairs, Government of India and in collaboration with Department of Scheduled Tribes and Scheduled Caste Development, Government of Odisha, Janjatiya Garima Utsav-2026 – Farthest, First of All is going to be celebrated in 16 tribal villages of […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୮/୫ : ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ବୌଦ୍ଧ ଜିଲ୍ଲାରେ ଆଗାମୀ ବିଶେଷ ସଂକ୍ଷିପ୍ତ ପୁନଃସମୀକ୍ଷା (Special Intensive Revision–SIR) କାର୍ଯ୍ୟକ୍ରମ ସମ୍ବନ୍ଧରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତା ମାନଙ୍କ ସହିତ ଆଲୋଚନା କରିଥିଲେ ।ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା Continue Reading
Odisha News
ଭୁବନେଶ୍ବର, ୧୮/୫ :ଓଡ଼ିଶାରେ ଇନ୍ଧନ ସଙ୍କଟକୁ ନେଇ ଚାରିଆଡ଼େ ଚର୍ଚ୍ଚା ଓ ତୈଳ ପମ୍ପରେ ଲମ୍ବା ଲାଇନ୍ ଦେଖାଯାଉଥିବା ବେଳେ ଏବେ ସରକାର ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି ଯେ “ରାଜ୍ୟରେ ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜିର କୌଣସି ଅଭାବ ନାହିଁ।” ସୋମବାର ଭୁବନେଶ୍ୱରରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ବଡ଼ ସୂଚନା ଦେଇ ଲୋକଙ୍କୁ ଗୁଜବର ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି।ବୈଠକରେ ତେଲ ବିପଣନ କମ୍ପାନୀମାନେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୮/୫ : ବହୁ ଚର୍ଚ୍ଚିତ କଟାମୁଣ୍ଡ ମାମଲାରେ ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ ସଜା ଶୁଣାଇଲେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ।୨୦୨୩ ମସିହାରେ ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ବହୁ ଚର୍ଚ୍ଚିତ ଚାଞ୍ଚଲ୍ୟକର ତଥା ବିଭତ୍ସ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି ମାନ୍ୟବର ଗଜପତି ଜିଲ୍ଲା ଦୌରା ଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି ଭାରତୀୟ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୮/୫ : ସ୍ଥାନୀୟ ଇଗଲ କ୍ଲବ ପଡ଼ିଆରେ ଚାଲିଥିବା ୨୧ତମ ରାତ୍ରକାଳୀନ ଏକ ଦିବସୀୟ ଇଗଲ କପ୍ କ୍ରିକେଟ୍ ଟୁର୍ନାମେଂଟ ଉଦଯାପିତ ହୋଇଯାଇଛି । ଏଥିରେ କଟକ, ଭୁବନେଶ୍ୱର ଓ ଖୋରଧା ର ୮ଟି ବଛାବଛା ଦଳ ଅଂଶଗ୍ରହଣ କରିଥିଲେ ।ତେବେ ସମସ୍ତ ଦଳକୁ ପଛରେ ପକାଇ କଟକର ଦୁଇଟି ଦଳ ମ୍ୟାଜିକ ଏକାଦଶ ଓ ଓ୍ବିଣ୍ଡ-୨୦୦୦ ଫାଇନାଲକୁ ଉତୀନ୍ନ ହୋଇଥିଲେ। ତେବେ ଚିତାକର୍ଷକ ଫାଇନାଲରେ ମ୍ୟାଜିକ୍ ଏକାଦଶ ଦଳକୁ ହରାଇ […]Continue Reading
Odisha News
ଭୁବନେଶ୍ୱର,୧୮/୫: SEBI ଅଧ୍ୟକ୍ଷ ତୁହିନକାନ୍ତ ପାଣ୍ଡେ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ SEBIର ଏକ ବ୍ରାଞ୍ଚ ଅଫିସ ଖୋଲିବା ନେଇ ସେ ପ୍ରକାଶ କରିଛନ୍ତି।ଏହା ପୂର୍ୱ ଭାରତରେ SEBIର ପ୍ରଥମ କାର୍ଯ୍ୟାଳୟ ହେବ। କିଛି ମାସ ମଧ୍ୟରେ ଆଞ୍ଚଳିକ କାର୍ଯ୍ୟାଳୟ ଆରମ୍ଭ ହେବ ବୋଲି ଅଧ୍ୟକ୍ଷ ପାଣ୍ଡେ କହିଛନ୍ତି।Continue Reading
Odisha News
କେନ୍ଦ୍ରାପଡ଼ା, ୧୮/୫ : କେନ୍ଦ୍ରାପଡ଼ାରେ ପୁଣି ଲାଞ୍ଚ ନେଇ ଧରାପଡ଼ିଲେ ସରକାରୀ କର୍ମଚାରୀ। ମହାକାଳପଡ଼ା ନିକଟ ଚଢେଇଗୁଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ରଘୁନାଥ ଦାସଙ୍କୁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।ଅଭିଯୋଗ ଅନୁସାରେ, ସ୍କୁଲର ଜଣେ କର୍ମଚାରୀ ୨୦୨୫ ଅଗଷ୍ଟରୁ କାମ କରୁଥିଲେ ମଧ୍ୟ ଏପର‌୍ୟ୍ୟନ୍ତ ଦରମା ପାଇନଥିଲେ। ଦରମା ମିଳିବା ପାଇଁ ଉପସ୍ଥାନ ପତ୍ରକୁ ଡିଇଓ କାର‌୍ୟ୍ୟାଳୟକୁ ପଠାଇବାକୁ ସେ ବାରମ୍ବାର Continue Reading
Top Stories
By Subrat SarangiParadeep/Odisha, May 18 : ArcelorMittal Nippon Steel India (AM/NS India) successfully organised an Arogya Seva health camp at its Paradeep Township Project Site in Chakradharpur village for more than 100 employees and business partners, reaffirming its steadfast commitment to employee welfare and workplace safety.During the camp, participants received Continue Reading
Odisha News
ଖୋର୍ଦ୍ଧା,୧୮/୫: ଖୋର୍ଦ୍ଧା ଜିଲା ଜଟଣୀରେ ଆୟୋଜିତ ପ୍ରଶିକ୍ଷଣ ଶିବିରରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କାର୍ଯ୍ୟକର୍ତ୍ତାଙ୍କୁ ୫ଟି ଗୁରୁମନ୍ତ୍ର ଦେଇ ସଂଗଠନକୁ ଆହୁରି ସୁଦୃଢ କରିବାକୁ ଆହ୍ୱାନ ଦେଇଛନ୍ତିାଶିବିରରେ ନୀତିନ ନବୀନ ଉଦ୍ବୋଧନଦେଇ କହିଥିଲେ ଯେ, ଆଜିର ଯୁବପିଢ଼ୀ, ବିଶେଷକରି ‘ଜେନ୍ ଜି’ ମନୋଭାବରେ ସକାରାତ୍ମକତା ରହିବା ଆବଶ୍ୟକ। ନେଗେଟିଭିଟିକୁ ଛାଡ଼ି ଦେଶ ଗଠନରେ ସକ୍ରିୟ ଭାଗ ନେବାକୁ ସେ ଆହ୍ୱାନ କରିଥିଲେ।ସେ ତାଙ୍କ ୫ଟି ମୁଖ୍ୟ Continue Reading
Odisha News
କେନ୍ଦୁଝର/ହାଟଡିହୀ/ଛେନାପଦୀ ,୧୮/୫ : କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍ ଗଠନ କରି ଆନନ୍ଦପୁର ଉପଖଣ୍ଡର ୧୧ଟି ସ୍ଥାନ ଏବଂ ଘଟଗାଁ ଅଞ୍ଚଳର ଗୋଏ ସ୍ଥାନ ଏହିପରି ମୋଟ୍ ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି।ଅତିରିକ୍ତ ଏସ୍‌ପି ସ୍ନେହାଶିଷ ସାହୁଙ୍କ ସୂଚନାନୁସାରେ, ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିବାବେଳେ ଅଦ୍ୟାବଧି ୮ ଜଣଙ୍କୁ ଅଟକ Continue Reading