Home Posts tagged ODISHA (Page 64)
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୬/୭ : ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ପରିସରରେ \”ବିକଶିତ ଭାରତ–୨୦୪୭ ଲକ୍ଷ୍ୟରେ ଜଳବାୟୁ-ଅନୁକୂଳ କୃଷି ଉଦ୍ଭାବନ\” ଶୀର୍ଷକ ୯ମ ଜାତୀୟ ସମ୍ମିଳନୀ ((NYC-CSISA ୨୦୨୬)ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅଲ୍ ଇଣ୍ଡିଆ ଆଗ୍ରିକଲଚରାଲ୍ ଷ୍ଟୁଡେଣ୍ଟସ୍ ଆସୋସିଏସନ୍ (AIASA), ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟ, ଓଡ଼ିଶା ଏବଂ କେଲାଡି ଶିବପ୍ପା ନାୟକ କୃଷି ଓ ଉଦ୍ୟାନ କୃଷି Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟ୍ଧର୍ମଶାଳା/ଯାଜପୁର,୨୬/୭ : ଧର୍ମଶାଳା ବ୍ଲକ ଭାଲୁଖାଇସ୍ଥିତ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସୁନାବେଶ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।ମନ୍ଦିରରୁ ଠାକୁର ୯ ଦିନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଗତକାଲି ବାହୁଡାରେ ମନ୍ଦିରକୁ ଫେରିଛନ୍ତି । ଶନିବାର ରଥାରୁଡ ଠାକୁରଙ୍କୁ ସୁନାବେଶ କରାଯାଇଛି । ଶନିବାର ଅପରାହ୍ନରେ ଠାକୁରଙ୍କ ନିତିକାନ୍ତି ପୂଜା ସରିବା ପରେ ବ୍ରାହ୍ମଣମାନେ ରଥାରୁଡ ଠାକୁରଙ୍କୁ ସୁନାବେଶ କରାଇଥିଲେ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୭: ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ, ବୃଦ୍ଧି ପାଉଥିବା ତାପମାତ୍ରା, ବନାଞ୍ଚଳ ହ୍ରାସ ଓ ପରିବେଶ ପ୍ରଦୂଷଣ ଭଳି ସମସ୍ୟା ମାନବ ସମାଜ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିଛି।ଏପରି ସମୟରେ ପରିବେଶ ସୁରକ୍ଷା ଏବଂ ସବୁଜିମା ବୃଦ୍ଧି ପାଇଁ ବୃକ୍ଷରୋପଣକୁ ଏକ ଗଣଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ପତିତପାବନ ଯୁବକ ସଂଘ ପକ୍ଷରୁ ଶନିବାର ବେଗୁନିଆ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର Continue Reading
Odisha News
ପୁରୀ,୨୫/୭ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଶ୍ରୀମନ୍ଦିର ସ୍ବତ୍ୱଲିପି ଅନୁଯାୟୀ, ତିନିରଥରେ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଆରମ୍ଭ ହୋଇଯାଇଛି। ରଥାରୂଢ଼ ଚତୁର୍ଦ୍ଧାବିଗ୍ରହ ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି।ମହାପ୍ରଭୁଙ୍କ ରଥ ଉପରେ ଦୁର୍ଲ୍ଲଭ ସୁନାବେଶକୁ ଭକ୍ତମାନେ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଠାକୁର ହସ୍ତ, ପାଦ ସହିତ କଣ୍ଠମାଳା, Continue Reading
Odisha News
ଭୁବନେଶ୍ୱର,୨୫/୭: ନିଟ୍ ପେପର ଲିକ୍ ବିବାଦକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ ସେମାନଙ୍କର ପ୍ରତିକ୍ରିୟା ରଖୁଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ମଧ୍ୟ ଏହି ଘଟଣାରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି।ଏଥିରେ ସେ କହିଛନ୍ତି, ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି Gen-Zଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି Continue Reading
Odisha News
ଭୁବନେଶ୍ୱର,୨୫/୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମବଙ୍ଗ- ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବା ଜଣାପଡ଼ିଛି।ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।ଶୁକ୍ରବାର ସକାଳ ସୁଦ୍ଧା କେନ୍ଦୁଝର ଜିଲା ହାଟଡିହୀଠାରେ ସର୍ବାଧିକ ୧୨୦.୨ ମି.ମି. ବର୍ଷା ରେକର୍ଡ କରାଯାଇଛି ।ସେହିପରି ବାଲେଶ୍ୱର ଜିଲା ବାହାଙ୍ଗାଠାରେ ୮୫ ମି.ମି., ଭୋଗରାଇରେ ୫୮ ମି.ମି., ଓଉପଦାଠାରେ ୫୨ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୫/୭ : ଆଗାମୀ ଜିଲ୍ଲାସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ସାଧାରଣ ତଥା ସ୍ଵାଧୀନତା ଦିବସ ପାଳନ କମିଟି ଉପାଧ୍ୟକ୍ଷ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି।ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଉତ୍ସବ ବି ଜେ ବି ହାଇସ୍କୁଲ ପଡ଼ିଆଠାରେ ଆୟୋଜନ କରାଯିବ। ଉକ୍ତ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୪/୭: ଆଜି ଅପରାହ୍ନରେ ମହାପ୍ରଭୁ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ଙ୍କ ବାହୁଡ଼ା ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଅଛି ।ପ୍ରତ୍ୟୁଷରୁ ମହାପ୍ରଭୁଙ୍କ ମାଉସୀ ମା \’ ଘର ଯାଗେଶ୍ୱରୀ ମନ୍ଦିରରେ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ସେବାୟତ ମାନେ ଶ୍ରୀ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବ ପୂର୍ଣ୍ଣ ବିଗ୍ରହଙ୍କ ସେବା ସମ୍ପନ୍ନ କରିଥିଲେ ।ଅପରାହ୍ନ ୨ ରୁ ୪ ଘଟିକା ସମୟରେ ମହାପ୍ରଭୁ ଶ୍ରୀ ଶ୍ରୀ Continue Reading
Odisha News
ଗୁଲାମ୍ ଗସ୍‌ଙ୍କ ରିପୋର୍ଟଯାଜପୁର/ଧର୍ମଶାଳା,୨୪/ ୭: ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ପ୍ରସିଦ୍ଧ ବାହୁଡାଯାତ୍ରା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।ବିଭିନ୍ନ ସ୍ଥାନରେ ଥିବା ମାଉସୀମା ମନ୍ଦିରରେ ୯ଦିନ ରହଣୀ ପରେ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର , ଭଉଣୀ ସୁଭଦ୍ରା ଓ ସୁଦର୍ଶନଙ୍କୁ ସାଙ୍ଗରେ ଧରି ଆଜି ମନ୍ଦିର ପରିସରକୁ ଫେରିଛନ୍ତି ।ମନ୍ଦିରର ସେବାୟତମାନେ ଶ୍ରୀ ଜୀଉଙ୍କୁ ପୂଜାର୍ଚ୍ଚନା କରି ପାଛୋଟି ଆଣିଥିଲେ । ଏହିକ୍ରମରେ ଆଜି ଧର୍ମଶାଳା Continue Reading
Business News Top Stories
BY Tapaswini SahooBhubaneswar, July 24 : CSIR–Institute of Minerals and Materials Technology (CSIR-IMMT), Bhubaneswar, signed Memoranda of Understanding (MoUs) with Engineers India Limited (EIL) and LOHUM on 23 July 2026, marking two strategic collaborations aimed at advancing indigenous technologies for critical minerals and accelerating their translation from laboratory Continue Reading