Home Posts tagged ODISHA (Page 6)
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା , ୨୭/୩ : ଖୋରଧା ଆଦର୍ଶ ଥାନା ଅଧୀନସ୍ଥ ପୁବୁସାହି ଗ୍ରାମର କପିଳେଶ୍ୱର ମୌଜାରେ ଥିବା ଶନି ମନ୍ଦିର ନିକଟରୁ ଆବର୍ଜ୍ଜନା ପାଣି ନିଷ୍କାସନ ନିମନ୍ତେ ସର୍ଵସମ୍ମତିକ୍ରମେ ଗ୍ରାମବାସୀ ମାନେ ସ୍ଥିର କରିଥିବା ଏକ ସ୍ଥାନରେ ସମ୍ପ ନିର୍ମାଣ କରିବା ନିମନ୍ତେ ସ୍ଥାନ ନିରୁପଣ କରିଥିବା ବେଳେ, ସେହି ଘଟଣାକୁ ନେଇ ପୁବୁସାହି ଗ୍ରାମରେ ଏକ ଅଶାନ୍ତି ବାତାବରଣ ସୃଷ୍ଟି କରୁଥିବା ସେହି ଗ୍ରାମର ଜଣେ ପ୍ରତିଷ୍ଠିତ ଖବରଦାତା Continue Reading
Top Stories
By Tapaswini Sahoo Bhubaneswar, Mar 26 : The Odisha AM/NS India Gymnastics High Performance Centre (HPC) athletes delivered an exceptional performance, winning seven medals at the All-India Inter University Gymnastics (Men’s & Women’s) Championship 2025-26 held at Punjab University, Chandigarh during March 14-20, 2026. Five athletes from the HPC participated in the Continue Reading
Odisha News
କଟକ, ୨୭/୩ : ଶ୍ରୀମନ୍ଦିରରୁ ପବିତ୍ର ‘ଅଜ୍ଞା ମାଳା’ ଆସିବା ପରେ, କଟକର ଖପୁରିଆରେ ରଥ ନିର୍ମାଣ ପାଇଁ ଆଜି କାଠ କଟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି।ରାମନବମୀର ପବିତ୍ର ଅବସରରେ ଅନୁଷ୍ଠିତ ଏହି ରୀତି ମନ୍ଦିରର ପୁରୋହିତମାନେ କାଠଗୁଡ଼ିକର ପାରମ୍ପରିକ ପୂଜା-ଅର୍ଚ୍ଚନା କରିବା ପରେ ଆରମ୍ଭ ହୋଇଥିଲା। କରତକଳ ପରିସରରେ ଘଣ୍ଟ, ଶଙ୍ଖ ଏବଂ ହୁଳହୁଳିର ଶବ୍ଦରେ ପ୍ରତିଧ୍ୱନିତ ହେଉଥିଲା।ପରମ୍ପରା ଅନୁଯାୟୀ, ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ Continue Reading
Odisha News
କଟକ, ୨୭/୩ : ଶ୍ରୀମନ୍ଦିରରୁ ପବିତ୍ର ‘ଅଜ୍ଞା ମାଳା’ ଆସିବା ପରେ, କଟକର ଖପୁରିଆରେ ରଥ ନିର୍ମାଣ ପାଇଁ ଆଜି କାଠ କଟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି।ରାମନବମୀର ପବିତ୍ର ଅବସରରେ ଅନୁଷ୍ଠିତ ଏହି ରୀତି ମନ୍ଦିରର ପୁରୋହିତମାନେ କାଠଗୁଡ଼ିକର ପାରମ୍ପରିକ ପୂଜା-ଅର୍ଚ୍ଚନା କରିବା ପରେ ଆରମ୍ଭ ହୋଇଥିଲା। କରତକଳ ପରିସରରେ ଘଣ୍ଟ, ଶଙ୍ଖ ଏବଂ ହୁଳହୁଳିର ଶବ୍ଦରେ ପ୍ରତିଧ୍ୱନିତ ହେଉଥିଲା।ପରମ୍ପରା ଅନୁଯାୟୀ, ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟରେ Continue Reading
Odisha News
ଭୁବନେଶ୍ବର, ୨୭/୩ : ବିଶ୍ବାସ ଏବଂ ଧାର୍ମିକ ଦୃଷ୍ଟିକୋଣରୁ ହିନ୍ଦୁଧର୍ମରେ ରାମନବମୀର ରହିଛି ବିଶେଷ ମହତ୍ତ୍ବ। ଚୈତ୍ରମାସ ଶୁକ୍ଳପକ୍ଷର ନବମୀକୁ ରାମନବମୀ ଭାବରେ ପାଳନ କରାଯାଏ। ଏହିଦିନ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଏ।ଏହିଦିନ ପୁନର୍ବସୁ ନକ୍ଷତ୍ର ଏବଂ କର୍କଟ ଲଗ୍ନରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା। ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ତ୍ରେତୟା ଯୁଗରେ ରଘୁକୂଳରେ ଜନ୍ମ ହୋଇଥିଲେ ପୁରୁଷୋତ୍ତମ ଶ୍ରୀରାମ।ଭଗବାନ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା ,୨୬/୩ : ବିଶ୍ଵହିନ୍ଦୁ ପରିଷଦ (ବିଏଚପି) ଖୋରଧା ଜିଲ୍ଲା ପକ୍ଷରୁ ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ସପ୍ତ ଦିନ ବ୍ୟାପୀ ଶ୍ରୀରାମଲାଲାଙ୍କ ଏକ ସୁସଜ୍ଜିତ ରଥ ଜିଲ୍ଲା ପରିକ୍ରମା କରୁଛି। ଏହି ଅବସରରେ ସ୍ଥାନୀୟ ସମବାୟ ବ୍ୟାଙ୍କ ଛକ ଠାରେ ଶ୍ରୀରାମ ମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଖୋରଧା ପଖଣ୍ଡ ସଭାପତି ସୁଦର୍ଶନ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବକୁ ମହନ୍ତ ଅନନ୍ତ ନାରାୟଣ ଦେବାଚାର୍ଯ୍ୟ ମହାପ୍ରଭୁ Continue Reading
Odisha News
ଭୁବନେଶ୍ବର,୨୬/୩: ପବିତ୍ର ଅଶୋକାଷ୍ଟମୀ ଅବସରରେ ଗଡ଼ିଲା ମହାପ୍ରଭୁ ଶ୍ରୀଲିଙ୍ଗରାଙ୍କ ରୁକୁଣା ରଥ । ମାଉସୀ ମନ୍ଦିର ଅଭିମୁଖେ ଗଡୁଛିଶ୍ରୀଲିଙ୍ଗରାଙ୍କ ରଥ।ଏକାମ୍ର କ୍ଷେତ୍ରର ରଥଦାଣ୍ଡରେ ଗଡ଼ିଲା ଅଣଲେଉଟା ରୁକୁଣା ରଥ । ରଥରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ବିରାଜିଛନ୍ତି ଶକ୍ତିସ୍ବରୂପିଣୀ ମା’ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ । ରଥ ଉପରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଶ୍ରୀଲିଙ୍ଗରାଜ ।ଲକ୍ଷଲକ୍ଷ ଭକ୍ତଙ୍କ ସମାଗମରେ ସାଙ୍ଗକୁ ପାରମ୍ପରିକ ବାଦ୍ୟ ମୃଦଙ୍ଗ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୬/୩: ବୁଧବାର ୧୦ ଟା ସମୟରେ ବହିରା ଗ୍ରାମ ପଞ୍ଚାୟତରେ ଭୀମ ଭୋଇ ଭିନ୍ନକ୍ଷମ ଶିବିର ଏଵଂ ସହାୟତା ଉପକରଣ ବଣ୍ଟନ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସର୍ବମୋଟ ୧୧୩ ଜନ ହିତାଧୀକାରୀ ଅଂଶଗ୍ରହଣ କରିଥିଲେ ଏଵଂ ସେଥି ମଧ୍ୟରୁ ୩୨ ଜଣଙ୍କୁ ଙ୍ଗଷରରକ୍ଷ ମଷବସକ୍ସ ଏବଂ ୩ ଜଣଙ୍କୁ ଗ୍ଧକ୍ସସମଚ୍ଚମକ୍ଷର ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ରାଜିନ୍ଦ୍ର କିଶାନ, Continue Reading
Odisha News
ଗଞ୍ଜାମ, ୨୬/୩: ଗଞ୍ଜାମ ଭଞ୍ଜନଗର ଡହ ଜଳସେଚନ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ଘରେ ଭିଜିଲାନ୍ସର ଚଢ଼ାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ। ଭଞ୍ଜନଗର ଡହ ଜଳଭଣ୍ଡାର କାର୍ଯ୍ୟାଳୟ ପୋଲସରା ଓ ବ୍ରହ୍ମପୁର ଭଳି ୫ଟି ଜାଗାରେ ଚାଲିଛି ଚଢ଼ାଉ। ଏହି ଚଢାଉରେ ୩ ଜଣ ଡିଏସପି ଓ ସାତ ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣାଯାଇଛି। ବ୍ରହ୍ମପୁରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଆଦେଶ ବଳରେ ଏହି ଚଢ଼ାଉ କରାଯାଉଥିବା ଜଣାଯାଇଛି।ବ୍ରହ୍ମପୁରର ବସନ୍ତ ବିହାରରେ Continue Reading