Home Posts tagged ODISHA (Page 5)
Odisha News
ଭୁବନେଶ୍ୱର, ୩୦/୯ : ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ହେଉଛି। ନବ ନିର୍ମାଣ କୃଷକ ସଂଗଠନ ଏବଂ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ଦାବିକୁ ନେଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ୧୨ ଘଣ୍ଟିଆ ରାଜ୍ୟବ୍ୟାପୀ ସାଧାରଣ ଧର୍ମଘଟ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବନ୍ଦ ଡାକରାକୁ ସମସ୍ତ ବିରୋଧୀ ଦଳଗୁଡ଼ିକ ସମର୍ଥନ […]Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୯/୯ : ସରକାରୀ ରାଜସ୍ୱ ରେକର୍ଡରେ ଶ୍ମଶାନ ପାଇଁ ଜମି ରହିଛି। ହେଲେ ଉକ୍ତ ଜମିର ସମ୍ପୂର୍ଣ୍ଣ ମାପଚୁପ ଓ ସୀମା ନିର୍ଦ୍ଧାରଣ ହୋଇପାରୁନାହିଁ। ଅନ୍ୟପକ୍ଷରେ ଶ୍ମଶାନକୁ ଯିବା ପାଇଁ ପକ୍କା ରାସ୍ତା ନାହିଁ କି ଶବ ସତ୍କାର ସମୟରେ ଆଶ୍ରୟ ନେବା ପାଇଁ ପ୍ରତୀକ୍ଷା ଗୃହର ବ୍ୟବସ୍ଥା ଅଛି।ଏପରିକି ଜମି ଜବରଦଖଲମୁକ୍ତ ହୋଇ ଗ୍ରାମବାସୀଙ୍କ ବ୍ୟବହାର ପାଇଁ ଉପଲବ୍ଧ ହୋଇପାରିନାହିଁ। ଫଳରେ ମୃତ୍ୟୁ ପରେ ଶେଷକୃତ୍ୟ ସମ୍ପନ୍ନ Continue Reading
Top Stories
By Tapaswini Sahoo Paradeep/Odisha, Sep 29 : AM/NS Ports, under its CSR initiative ‘Project Green’, today organised an extensive beach cleaning drive at Paradeep Sea Beach. The campaign aimed to inspire community responsibility towards a cleaner environment while safeguarding the pristine beauty of the coastline for future generations. The event was graced by Shri Basant Continue Reading
Odisha News
ବ୍ରହ୍ମପୁର, ୨୯/୯ : ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ। ମାଲକାନଗିରି DRDAରେ ସଂଲଗ୍ନ ଥିବା ମାଥିଲି ବ୍ଲକ୍‌ର ଆସିଷ୍ଟାଣ୍ଟ ଏକ୍ସିକ୍ୟୁଟିଭ୍ ଇଞ୍ଜିନିୟର (AEE) ଶିଶିର କୁମାର ଦାଶଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ।ଭିଜିଲାନ୍ସ ପକ୍ଷରୁ ମଙ୍ଗଳବାର ଶିଶିର ଦାଶଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ତାଙ୍କ ନାଁରେ ଥିବା ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସନ୍ଧାନ ମିଳିଥିବା Continue Reading
Top Stories
By Akshya Rout Jajpur/Odisha, Sep 29 : Dharmasala MLA Himanshu Sekhar Sahoo has contributed 5 lakh from his monthly salary towards the treatment of 16-month-old Trisika Ray of Ramapur village under Areikana gram panchayat In Jajpur District, who is suffering from Spinal Muscular Atrophy (SMA) Type-2, a rare and serious neuromuscular disorder. Trisika’s family is […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର,୨୯/୯: ସ୍ଥଗିତ ହେଲା ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) । ବୁଧବାର ଏହି ପରୀକ୍ଷା ହେବାକୁ ଥିବା ବେଳେ ସ୍ଥଗିତ ନେଇ ଘୋଷଣା କଲା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ।ବୁଧବାର ଗୋଟିଏ ସିଟିଂରେ ପେପର-୧, ପେପର-୨ ପରୀକ୍ଷା ହେବାର ଥିଲା । ସକାଳ ୯ଟାରୁ ଆରମ୍ଭ ହୋଇ ୧୧ଟା ୩୦ ମିନିଟ୍ ପର‌୍ୟ୍ୟନ୍ତ ପରୀକ୍ଷା ହେବା ନେଇ ସୂଚୀ ପ୍ରକାଶ ପାଇଥିଲା । ତେବେ ପୁଣି ପରୀକ୍ଷା କେବେ […]Continue Reading
Odisha News
ପୁରୀ, ୨୯/୯ : ଖଜା ଭାଟିରେ ପୁଣି ରେଡ୍ । ପୁରୀରେ ଖଜା ଭାଟି ଉପରେ ପୁଣି ପୋଲିସର ରେଡ୍। ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ବରେ ଚଢ଼ାଉ। ଶ୍ରୀମନ୍ଦିର ନିକଟ କାକୁଡିଖାଇ ଛକ ନିକଟରେ ଥିବା ଖଜା ଭାଟି ଉପରେ ରେଡ୍। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ ହେଉଥିଲା ଖଜା। ଖବରପାଇ ସକାଳୁ ରେଡ୍ କରିଛି ପୋଲିସ ଟିମ୍।ଖବର ଅନୁଯାୟୀ, ଗତ କିଛି ଦିନ ହେଲା ପୁରୀରେ ବିକ୍ରି ହେଉଥିବା ଖଜାରେ ଅପମିଶ୍ରଣ ହେଉଥିବାର ଅଭିଯୋଗ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୨୯/୯ : ଗଜପତି ଜିଲ୍ଲା ରାୟଗଡ଼ ପଞ୍ଚାୟତ ସମିତି କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଗ୍ରାମମୁଖୀ ପ୍ରଶାସନ ଅଧୀନରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ସୁଶ୍ରୀ ଭାଗବତ ସାମଲ କଲ୍ୟାଣରାଓ, ଅତିରିକ୍ତ ନିର୍ବାହୀ ଅଧିକାରୀ Continue Reading