Home Posts tagged ODISHA (Page 4)
Top Stories
 BY AKSHYA  ROUT JAJPUR/ODISHA,OCT 1  : BJP Odisha spokesperson Manoj Mahapatra has reiterated his commitment to remaining connected with the people of  Jajpur’s Bari and raising issues concerning their welfare and development. He said his association with the constituency went beyond electoral politics and was based on regular interaction with Continue Reading
Odisha News
ପ୍ରମୋଦ କୁମାର ସାହୁକାରଙ୍କ ରିପୋର୍ଟରାୟଗଡା, ୧/୧୦ : ରାୟଗଡା ଜିଲ୍ଲା ମୁନିଗୁଡ଼ାର ଫୋରେଷ୍ଟ ରେଞ୍ଜ କାର୍ଯ୍ୟାଳୟ ପରିସରରେ ଉପଖଣ୍ଡ ସ୍ତରୀୟ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କାର୍ଯ୍ୟକ୍ରମ ହୋଇଯାଇଛି। ମୁନିଗୁଡା ରେଞ୍ଜର ପ୍ରବୀଣ ଦାସଙ୍କ ସଭାପତିତ୍ୱ ଓ ଫୋରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗୀଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାୟଗଡ଼ା ବନଖଣ୍ଡ ଏସିଏଫସତୀଶ କୁମାର ଧରୁଆ,ସମ୍ମାନିତ ଅତିଥି ଭାବେ ଅବୈତନିକ ବନ୍ୟପ୍ରାଣୀ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା,୧/୧୦: ଖୋରଧା ସ୍ଥିତ ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ତମ ପ୍ରତିଷ୍ଠା ବର୍ଷ ପୂର୍ତ୍ତି ଉପଲକ୍ଷେ ଗୁରୁବାର ଏକ ସ୍ୱଚ୍ଛତା ଅଭିଯାନ ଓ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି।ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଉତ୍ସବ କମିଟିର ଗଣମାଧ୍ୟମ ସଂଯୋଜକ ଉମାଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଗୁରୁବାର ସକାଳ ୭ଟାରୁ ବିଦ୍ୟାଳୟର ଏନ.ସି.ସି, ସ୍କାଉଟ୍ ଓ Continue Reading
Odisha News
ଭୁବନେଶ୍ବର,୧/୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ ସେ ତାଗିଦ କରିଛନ୍ତି । ହିଞ୍ଜିଳି ଏବଂ ଶେରଗଡ଼ରେ କିଛି ବିଶୃଙ୍ଖଳାକାରୀ ନେତା ରହିଛନ୍ତି । ମୁଁ ସବୁ ଜାଣିଛି, ଠିକ୍ ସମୟରେ ସେମାନଙ୍କ ଉପରେ ଆକ୍ସନ ନେବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।ତେବେ କିଏ ସେହି ବିଶୃଙ୍ଖଳାକାରୀ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି Continue Reading
Odisha News
ଭୁବନେଶ୍ୱର, ୧/୧୦: ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ସରକାରୀ ସ୍ତରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର କନିଷ୍ଠ ଶିକ୍ଷକ (ସ୍କିମାଟିକ୍) ମାନଙ୍କୁ ନିୟମିତ କରାଯାଇଛି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଭାଗୀୟ ବିଜ୍ଞପ୍ତି ଅନୁଯାୟୀ, ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧/୧୦ : ବୌଦ୍ଧଜିଲ୍ଲା ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମୋଟର ଭେହିକିଲ୍ ଆଇନ୍ ଅନୁଯାୟୀ ଜୋରିମାନା ସଂଗ୍ରହ, ଜିଲ୍ଲାରେ ଘଟୁଥିବା ସଡ଼କ ଦୁର୍ଘଟଣା ଓ ମୃତ୍ୟୁହାର ସମ୍ପର୍କିତ ସମୀକ୍ଷା, ଟାସ୍କ ଫୋର୍ସ କାର୍ଯ୍ୟ, ପୂର୍ବତନ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକର କାର‌୍ୟ୍ୟବିବରଣୀ ଏବଂ ସଡ଼କ ସୁରକ୍ଷା ସମ୍ବନ୍ଧୀୟ Continue Reading
Top Stories
By Sudam Patra Baleshwar/Odisha,  Sep 30 : TP Northern Odisha Distribution Limited (TPNODL) is strengthening grassroots awareness and consumer engagement for PM Surya Ghar: Muft Bijli Yojana through Seva Setu Camp and Solar Rath initiatives across Northern Odisha. Seva Setu Camps were organised at Udala in Mayurbhanj district, Bhograi in Baleshwar district, Dhenkikote Continue Reading
Odisha News
ଭୁବନେଶ୍ୱର, ୩୦/୯ : ଦଶହରା ପୂର୍ବରୁ ଚେନ୍ ଲୁଟେରାଙ୍କୁ ଧରିବାକୁ ଭୁବନେଶ୍ୱର ପୁଲିସର ବଡ଼ ପ୍ଲାନ୍। ପାର୍ବଣ ସମୟରେ ଭିଡ଼ର ସୁଯୋଗ ନେଇ ଚେନ୍ ଲୁଟ୍ କରୁଥିବା ଅପରାଧୀଙ୍କ ଉପରେ ରହିବ ପୁଲିସର କଡ଼ା ନଜର। ବିଶେଷକରି ଭିଡ଼ ଅଞ୍ଚଳ ଓ ପୂଜା ମଣ୍ଡପ ନିକଟରେ ସାଦା ପୋଷାକରେ ପୁଲିସ ନଜର ରଖିବ।ଚେନ୍ ଲୁଟ୍ ରୋକିବା ନେଇ ଭୁବନେଶ୍ୱର ଡିସିପି ଡଃ ସର୍ବଣା ବିବେକ୍ ଏମ୍ ଏସିପି ଓ ଆଇଆଇସିମାନଙ୍କ ସହ ଆଲୋଚନା କରିଛନ୍ତି। ପାର୍ବଣ ପୂର୍ବରୁ […]Continue Reading
Odisha News
ପାରଳାଖେମୁଣ୍ଡି , ୩୦/୯ : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତତ୍କାଳୀନ ରୋଷେୟା ତଥା ଅନ୍ୟତମ ଅଭିଯୁକ୍ତ ମନ୍ମଥ କୁମ୍ଭଙ୍କୁ ବୁଧବାର ଗିରଫ କରାଯାଇଛି। ଜାମିନ ବିହୀନ ଗିରଫ ପରୱାନା (NBW) ଆଧାରରେ ମନ୍ମଥ କୁମ୍ଭଙ୍କୁ ଗିରଫ କରିଛି ପାରଳାଖେମୁଣ୍ଡି ପୁଲିସ।ଗତ ଜୁଲାଇ ମାସରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଆତ୍ମସମର୍ପଣ କରିଥିଲେ। ସେହି ଦିନଠାରୁ ସେ ପାରଳାଖେମୁଣ୍ଡି Continue Reading