Home Posts tagged ODISHA (Page 405)
Odisha News
ଭୁବନେଶ୍ୱର,୧୪/୯: ଆସନ୍ତା ୧୭ରେ ମହିଳାଙ୍କ ଆକାଉଣ୍ଟକୁ ଯିବ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି। ଏଯାବତ୍ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ମହିଳା ପଞ୍ଜୀକରଣ କରିସାରିଲେଣି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି। ୧୫ ସୁଦ୍ଧା ଆବେଦନ କରିଥିବା ହିତାଧିକାରୀଙ୍କୁ ୧୭ରେ ପ୍ରଥମ କିସ୍ତି ମିଳିବ । ରବିବାର ରାଜ୍ୟବ୍ୟାପୀ ୧୦ ହଜାର ରାଜସ୍ବ ଗାଁରେ ସୁଭଦ୍ରା ପଦଯାତ୍ରା ହେବ। ଭୁବନେଶ୍ୱରରେ ଗିରିଦୁର୍ଗା ମନ୍ଦିରରୁ ରମାଦେବୀ ଯାଏଁ ସୁଭଦ୍ରା ପଦଯାତ୍ରା Continue Reading
Top Stories
By Akshya Rout Jajpur, Sept 14 : The office of Deputy Director Mines, Jajpur  Circle  filed certificate cases against 18 black-stone  quarry lease holders of Dharmasala block in Jajpur district on Friday to recover 298 crores of penalty amount from them   under the Odisha Public Demands Recovery Act (OPDR Act), 1962  as they illegally Continue Reading
Top Stories
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୪/୯ : ପାରଳାଖେମୁଣ୍ଡି ସ୍ଥିତ ଡିପିଆରସି: ତାଲିମ କେନ୍ଦ୍ର ଠାରେ ନାବ ଫାଉଣ୍ଡେସନ/ନାବାର୍ଡ ସହାୟତାରେ ଆର:କେ:ଏସ:ଏସ: ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ” “ମାଏ ପେଡ ମାଏ ରାଇଟ” ସମ୍ପର୍କିତ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ କାଶୀନଗର ବ୍ଲକ୍ ଅନ୍ତର୍ଗତ କେ: ସିତାପୁର , ଖାରଡା , ହାଡୁଭାଙ୍ଗି, ସିଦ୍ଧାମଡଙ୍ଗ ଓ Continue Reading
Odisha News
ସମ୍ବଲପୁର, ୧୪/୯ : ସ୍କୁଲ ଅଟୋକୁ ଧକ୍କା ଦେଲା ଟ୍ରକ୍। ଦୁର୍ଘଟଣାରେ ୩ ଛାତ୍ର ଆହତ ହୋଇଛନ୍ତି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୫ର ହାଲିପାଲି ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ଛାତ୍ରଛାତ୍ରୀମାନେ ଅଟୋ ଯୋଗେ ସ୍କୁଲ ଯାଉଥିଲେ। ହାଲିପାଲି ନିକଟରେ ଏକ ଟ୍ରକ୍ ଆସି ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ତକଳୁ ଖସି ଯାଇଥିଲା। ଦୁର୍ଘଟଣାରେ ୩ ଜଣ ଛାତ୍ର ଆହତ Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୪/୯ : ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ପୃଷ୍ଠପୋଷକତା ସହାୟତା ପାଉଥିବା ଶିଶୁ ଓ ତାଙ୍କ ପରିବାର ପାଇଁ ସରକାର ଙ୍କ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା, ସମାଜ ମଙ୍ଗଳ ଯୋଜନା ଓ ଦକ୍ଷତା ବିକାଶ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡା,୧୩/୯: ରାୟଗଡା ଜିଲ୍ଲା ମୁନିଗୁଡାରେ ବନ୍ଦେ ଭାରତ ଟ୍ରେନ ରହଣି ନିମନ୍ତେ ଏକ ଦାବିପତ୍ର ମୁନିଗୁଡା ପ୍ରଗତି ମଞ୍ଚ ତରଫରୁ ପ୍ରଦାନ କରାଯାଇଛି ।ଆସନ୍ତା ୧୫ ତାରିଖରୁ ଦୁର୍ଗ ଠାରୁ ବିଶାଖାପାଟଣାକୁ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ ମୁନିଗୁଡା ରେଳ ଷ୍ଟେସନ ଠାରେ ରହଣିକୁ ନେଇ ଶୁକ୍ରବାର ପ୍ରଗତି ମଞ୍ଚର ସଭାପତି ସିଏଚ. ଗଣେଶ୍ୱର ରାଓ ଓ ସମ୍ପାଦକ ସିମାଞ୍ଚଳ ପଣ୍ଡାଙ୍କ ମିଳିତ ନେତୃତ୍ୱରେ ଏକ ଦାବିପତ୍ର ଷ୍ଟେସନ Continue Reading
Odisha News
ଭୁବନେଶ୍ଵର, ୧୩/୯ : ଅକ୍ଟୋବର ୫ ତାରିଖ ସୁଦ୍ଧା ଦ୍ୱୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ। ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଆଜି ଦ୍ୱୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏଥିସସହ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ।ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, Continue Reading
Odisha News
ଭୁବନେଶ୍ୱର, ୧୩/୯ : ଭବାନୀପାଟଣାରୁ ହୋଇଥିଲା ଅପହରଣ। ଆଉ ଭୁବନେଶ୍ୱରରେ ଏକ ଆପାର୍ଟମେଣ୍ଟର ଆଉଟ୍‌ହାଉସ୍‌ରୁ ମିଳିଲା ମୃତଦେହ। ହେଲେ ପ୍ରେମିକ ଫେରାର। ମୃତଦେହ ମିଳିବା ପରେ ଯୁବତୀଙ୍କ ପରିବାର ଲୋକ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ଅପହରଣ କରି ଭୁବନେଶ୍ୱରରେ ଝିଅକୁ ମାରିଦେଲା ବୋଲି ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କମିଶନରେଟ୍ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।କୋରାପୁଟ ଦାମନଯୋଡ଼ି ଥାନା Continue Reading
Odisha News
ଭୁବନେଶ୍ୱର, ୧୩/୯ : ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବ୍ ଶୀଘ୍ର ଭୁବନେଶ୍ୱର ସହରରେ ଓମଫେଡ୍ ଭେଣ୍ଡିଂ ମେସିନ୍ ସ୍ଥାପନା କରାଯିବ । ଡିଜିଟାଲ ପେମେଣ୍ଟ କରି ଗ୍ରାହକ କ୍ଷୀର ପ୍ୟାକେଟ୍ ନେଇପାରିବେ । ଏ ନେଇ ଯୋଜନା କରାଯାଇଥିବା ଓମଫେଡ୍ ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।ଓମଫେଡ୍ ଏମଡିଙ୍କ ସୂଚନା ମୁତାବକ ପ୍ରାଥମିକ ପର‌୍ୟ୍ୟାୟରେ ଜନପଥରେ ଭେଣ୍ଡିଂ ମେଶିନ୍ ବସାଇବାକୁ ଯୋଜନା ହୋଇଛି । ପରେ ସହରର […]Continue Reading