Home Posts tagged ODISHA (Page 406)
Odisha News
ପୁରୀ,୧୩/୯: ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ ନିଜସ୍ୱ ଅବକାରୀ ନୀତି ଆଣିଛନ୍ତି ମୋହନ ସରକାର । ନୂଆ ମଦ ନୀତି ଆଜି ଘୋଷଣା ହୋଇଥିବା ବେଳେ ସେଥିରେ ଏକ ବଡ଼ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର । ପୁରୀ ବିଚ୍‌ରେ ଖୋଲିବନି ମଦ କ୍ୟାବିନ୍ । ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ବି ମଦ କ୍ୟାବିନ୍ ମନା ।ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ […]Continue Reading
Odisha News
ବରଦା ଦାସଙ୍କ ରିପୋର୍ଟକଟକ,୧୩/୯ : ଗୁରୁ ପୂଜା ହିନ୍ଦୁ ସଂସ୍କୃତି ର ଏକ ଦିବ୍ୟ ପରଙ୍ଗ ପରା ।ଗତ କାଲି ସନ୍ଧ୍ୟାରେ ବକ୍ସିବଜାର ବେପାରସାହି ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ଠାରେ ବହୁ ବ୍ରହ୍ମା କୁମାର ଓ କୁମାରୀ ମାନେ ସେମାନଙ୍କୁ ଦୀର୍ଘ ଦିନ ଧରି ଈଶ୍ଵରୀୟ ଜ୍ଞାନ ଦାନ ଦେଇ ଆସୁ ଥିବାରୁ ବିକେ ଝୂନୁ ଓ ବି କେ ପ୍ରତିମା ଭଉଣୀଙ୍କୁ ଉପହାର ଓ ଫୁଲ ତୋଡା ଦେଇ ସମ୍ବର୍ଦ୍ଧନା କରିଥିଲେ ।ନିୟମିତ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୩/୯: ବୌଦ୍ଧ ଜିଲ୍ଲା ଯୋଗାଣ ସହାୟକ ସଂଘ ପକ୍ଷରୁ ଇ-କେୱାଇସି କାର୍ଯ୍ୟରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ନେଟୱର୍କ ସମସ୍ୟା ଯୋଗୁଁ ଇ -କେୱାଇସି ବାଧାପ୍ରାପ୍ତ ହେଉଛି ଓ ହିତାଧିକାରୀ ମାନେ ଯୋଗାଣ ସହାୟକ ମାନଙ୍କୁ ଦାୟୀ କରିବା ସହ ଦୋଷାରୋପ କରୁଛନ୍ତି ।ଉକ୍ତ ସମସ୍ୟା ପାଇଁ ହିତାଧିକାରୀ ମାନେ ଇ-କେୱାଇସି ନକରି ଅସନ୍ତୋଷ ହୋଇ ଫେରି ଯାଉଛନ୍ତି Continue Reading
Odisha News
ପ୍ରମୋଦ ସାହୁକାରଙ୍କ ରିପୋର୍ଟମୁନିଗୁଡ଼ା, ୧୩/୯: ଧର୍ମ ଜାଗରଣ ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା ପଶ୍ଚିମ ପକ୍ଷରୁ ଦୁଇଦିନିଆ ସତସଙ୍ଗ ଓ ପରିବେଶ ସୁରକ୍ଷା କର୍ମଶାଳା ପୂର୍ବାହ୍ନ ୧୧ ଘଟିକା ସମୟରେ ଜନ କଲ୍ୟାଣ ଗୁରୁକୁଳ,ମୀନାଖୋଲାଠାରେ ଅନୁଷ୍ଟିତ ହୋଇଯାଇଛି । ଯୁବବର୍ଗଙ୍କୁ ବୈଦିକ ଶିକ୍ଷା, ଧର୍ମ ରକ୍ଷା ବନ୍ଧନ, ଧର୍ମ ରକ୍ଷା ଦିବସ, ଭାରତ ମାତା ପୂଜନ, ସ୍ୱାଧ୍ୟାୟ, ଯୋଗ, ପ୍ରାଣାୟାମ, ବୃକ୍ଷରୋପଣ, ଗୋସେବା, ସାମୁହିକ ଭୋଜନ, ଆଇନ ସହାୟତା, ମହାପୁରୁଷ ଜୟନ୍ତୀ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୯ : ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ହେଉଛି ‘ସୁଭଦ୍ରା’ ଯୋଜନା ।ଏହି ଯୋଜନାକୁ ନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଏହି ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ , ଆଜି Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୯ : ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ସୌରା ଉନ୍ନୟନ ସଂସ୍ଥା , ଚନ୍ଦ୍ରଗିରି ଓ ବିଭିନ୍ନ ସରକାରୀ ବିଭାଗର ମିଳିତ ଆନୁକୁଲ୍ୟରେ ଆର .ଉଦୟଗିରି ତହସିଲ ଅଧିନସ୍ଥ ମହେନ୍ଦ୍ରଗଡ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ପ୍ରଧାନ ମନ୍ତ୍ରୀ ଜନମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବିଭାଗ ଦ୍ଵାରା ପଞ୍ଚାୟତର ସୌରା ଆଦିମ ଅଧିବାସୀ PVTG ମାନଙ୍କୁ ବିଭିନ୍ନ ମୌଳିକ ସୁବିଧା Continue Reading
Top Stories
By Our Correspondent Bhubaneswar, Sept 12 : Staying committed to delivering quality in-house mobility solutions, Nibav Lifts, India’s largest home elevator brand, has introduced its revolutionary Nibav Series 4 Home Lifts. This new launch seamlessly integrates advanced technology with exceptional design, offering Bhubaneshwar homeowners an elevated experience of Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୨/୯ : ଜିଲ୍ଲା ଦକ୍ଷତା ବିକାଶ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି। ଏଥିରେ ଅଦ୍ୟାବଧି ଚାଲୁଥିବା ପ୍ରଶିକ୍ଷଣ ଉପରେ ଆଲୋକପାତ କରାଯାଇଥିଲା।ଏହି ଆର୍ଥିକ ବର୍ଷରେ ଥିବା ଟାର୍ଗେଟକୁ ପୂରଣ କରିବା ପାଇଁ କିଛି ଟ୍ରେନିଂ କମ୍ପାନୀଙ୍କୁ ଡକାଜାଇଥିଲା। ସେମାନେ ନିଜ ନିଜର ପାରଦର୍ଶିତା କମିଟି ଆଗରେ ଉପସ୍ଥାପନ କଲେ।ତନ୍ମଧ୍ୟରୁ ବିଭିଜି ଇଣ୍ଡିଆ କୁ ସ୍ପେଶାଲ ପ୍ରଯେକ୍ଟ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୨/୯ : ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାର ସଫଳ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଗଜପତି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଲକ୍ର ଏନ: ଝାଲାରସିଂ , କିରାମା ଓ ଅନୁଗୁର ସମେତ ଅନ୍ୟ ଜନ ସେବା କେନ୍ଦ୍ର ଏବଂ ମୋ ସେବା କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ ।ସେଠାରେ ସୁଭଦ୍ରା ଯୋଜନାର ଆବେଦନ […]Continue Reading