ଭୂବନେଶ୍ୱର,୧୬।୯: ରାଜ୍ୟରେ ଏବେ ‘ସୁଭଦ୍ରା’ କ୍ରେଜ୍ ଚାଲିଛି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଆଡେ ସୁଭଦ୍ରା ଯୋଜନାକୁ ନେଇ ଆଲୋଚନା ଚାଲିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିବେ।ସୁଭଦ୍ରା ହିତାଧିକାରୀ ପ୍ରଥମ କିସ୍ତିରେ ୫-୫ ହଜାର ଟଙ୍କା ପାଇବେ। ତା ପୂର୍ବରୁ ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଆକାଉଣ୍ଟକୁ ରାଜ୍ୟ ସରକାର ୧ ଟଙ୍କା ଲେଖାଏ ପଠାଇଛନ୍ତି । ଏନେଇ ମୋବାଇଲକୁ କନଫର୍ମେସନ ମେସେଜ ଆସିଛି। Continue Reading
ଭୁବନେଶ୍ୱର,୧୬/୯: ସୁଭଦ୍ରା ଶୁଭାରମ୍ଭ ପାଇଁ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୁବନେଶ୍ବର ଆସିବେ। ତାଙ୍କ ଗସ୍ତ ପାଇଁ ଟ୍ରାଫିକ କଟକଣା କରାଯାଇଛି। ମଙ୍ଗଳବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ଯାଏଁ ଏହି କଟକଣା ରହିବ। କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ନିର୍ଦ୍ଦେଶନାମା ଜାରି ହୋଇଛି। ଜୟଦେବ ବିହାର-ନାଲକୋଛକ-ଜୟଦେବ ବିହାର ରାସ୍ତାରେ କଟକଣା ହେବ। ଏହା ସହ ନନ୍ଦନକାନନ-ଜୟଦେବ ବିହାର ଯିବା ପାଇଁ ଡମଣା ଛକରୁ ବାମକୁ ଯିବାକୁ ପଡ଼ିବ। ଆଚାର୍ଯ୍ୟ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୬/୯ : ଗଜପତି ଜିଲ୍ଲାସ୍ତରୀୟ ବିକାଶ ମେଳା ଆୟୋଜନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୨୦ ଠାରୁ ୨୨ ତାରିଖ ମଧ୍ୟରେ ବିଭିନ୍ନ ବିଭାଗର ସମନ୍ବୟରେ ଜିଲ୍ଲାସ୍ତରୀୟ ବିକାଶ ମେଳା ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ ହେବ । ଏହି ବିକାଶ ମେଳାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କ Continue Reading
ଭୁବନେଶ୍ୱର, ୧୬/୯ : ଆଜି ହେଉଛି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା । ପୁରାଣ ଓ ଶାସ୍ତ୍ର ଅନୁସାରେ ବିଶ୍ୱକର୍ମା ଭାଦ୍ରବ ମାସ କନ୍ୟା ସଂକ୍ରାନ୍ତିରେ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହୋଇଥିଲେ ।ସେଥିପାଇଁ ଆଜିର ଦିନରେ ବିଶ୍ୱକର୍ମାଙ୍କ ଚତୁର୍ଭୁଜ ମୂର୍ତ୍ତିକୁ ଆବାହନ କରାଯାଏ । ବିଶେଷ କରି ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ ତାଙ୍କର ପୂଜାର୍ଚ୍ଚନା ବେଶ ଧୁମଧାମରେ କରାଯାଇଥାଏ ।ସାରା ରାଜ୍ୟ ବିଶ୍ୱକର୍ମାଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି । ବନ୍ଦର ନଗରୀ Continue Reading
ଭୁବନେଶ୍ୱର,୧୫/୯: ବ୍ରହ୍ମପୁର ଓ ରାଉରକେଲା ଷ୍ଟେସନରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ। ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ। ଭର୍ଚ୍ଚୁଆଲରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ମୋଦି।ତେବେ ଏହି କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ରହ୍ମପୁର-ଟାଟା ବନ୍ଦେ ଭାରତ ବ୍ରହ୍ମପୁରରୁ ବାହାରି ବାଲୁଗାଁ, ଖୋର୍ଦ୍ଧାରୋ ଭୁବନେଶ୍ବର, କଟକ, ଜଖପୁରା, Continue Reading
ଭୁବନେଶ୍ୱର, ୧୫/୯: ସୁଭଦ୍ରା ଯୋଜନା ପାଇଁ ସାରା ରାଜ୍ୟରେ ଏବେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳୁଛି। ତାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ସୁଭଦ୍ରା ଯୋଜନା ବାବଦରେ ପଦଯାତ୍ରା ଆରମ୍ଭ ହୋଇଛି। ଆଜି ଭୁବନେଶ୍ଵରରେ ବିରାଟ ପଦଯାତ୍ରା ଅନୁଷ୍ଠିତ ହୋଇଛି। ରାଜଧାନୀର ୟୁନିଟ୍ ୩ ସ୍ଥିତ ଗିରିଦୁର୍ଗା ମନ୍ଦିରଠାରୁ ରମାଦେବୀ ବିଶ୍ଵ ବିଦ୍ୟାଳୟ ଛକ ପର୍ୟ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଛି।ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ Continue Reading
ପ୍ରମୋଦ ସାହୁକାରଙ୍କ ରିପୋର୍ଟଚନ୍ଦ୍ରପୁର: ୧୫/୯ : ରାୟଗଡ଼ା ଜିଲ୍ଲା ବିଜେପି ଦଳ ତରଫରୁ ଜିଲ୍ଲାର ବିଭିନ୍ନ ମଣ୍ଡଳରେ ସଦସ୍ୟତା ଅଭିଯାନ ଜୋରସୋରରେ ଚାଲିଛି।ଏହି କ୍ରମରେ ଗୁଣୁପୁର ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଟୁରିଗୁଡା ,,ପିସ୍କାପଙ୍ଗା ଡାଙ୍ଗସରଡା ଚନ୍ଦ୍ରପୁର ହନମନ୍ତପୁର ବିଜାପୁର ସାରିକିମା ଅଞ୍ଚଳରେ କୋରାପୁଟ ସାଂସଦ ପ୍ରାର୍ଥୀ କାଲିରାମ ମାଝୀ,ଜିଲ୍ଲା ଉପ ସଭାପତି ଅଶ୍ଵିନୀ ଗଞ୍ଚଡା,ମଣ୍ଡଳ ସଭାପତି ବାପି ସାହୁକାର ରଥ ଉଲ୍ଲାକା ସୁବାଷ ସାହୁକାର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୧୫/୯ : ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସ୍ୱାନ ହଲ ଠାରେ ସେପ୍ଟେମ୍ବର ୨୦,୨୧ ଏବଂ ୨୨ ରିଖରେ ରାଜ୍ୟ ସ୍ତରୀୟ ଏବଂ ଜ଼ିଲ୍ଲା ସ୍ତରୀୟ ବିକାଶ ମେଳା ପାଇଁ ବ୍ୟାପକ ପ୍ରସ୍ତୁତି ଏବଂ ଚୂଡାନ୍ତ ପାଇଁ ପ୍ରସ୍ତୁତି ବୈଠକ ଆଭାସୀ ମାଧ୍ୟମ ରେ ଅନୁଷ୍ଠିତ ହୋଇଥିଲା ।ଏହି ଉପଲକ୍ଷେ ଆମ ଜ଼ିଲ୍ଲା ରେ ବିଭିନ୍ନ ବିଭାଗ ତରଫରୁଅନ୍ୟୁନ୍ୟ ୨୫ ଗୋଟି ଷ୍ଟଲ ଖୋଲାଯିବ । ଆମ ଜ଼ିଲ୍ଲା ପାଇଁ ନିର୍ଧାରିତ ତାରିଖ ଏବଂ ଅତିଥି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା, ୧୫/୯: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳ ଋତୁରାଜ ଏକ ତୁଫାନୀ ଗ୍ରସ୍ତରେ ଆସି ପୂର୍ବାହ୍ନରେ କୋଟଗଡ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳ ବିଡିଓଙ୍କ କାର୍ଯ୍ୟାଳୟରେ ବିଡିଓ ଶୁଭକାନ୍ତ ନାୟକଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।ଅପରାହ୍ନରେ ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ Continue Reading
ଭୁବନେଶ୍ୱର, ୧୪/୯ : ସରକାରୀ ସ୍ତରରେ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ’ ଅଭିଯାନ ନାଁକୁ ପରିବର୍ତ୍ତନ କରାଯାଇଛି । ମୋ ସ୍କୁଲକୁ ନାଁକୁ ବଦଳାଇ ‘ପଞ୍ଚଶଖା ଶିକ୍ଷା ସେତୁ’ ନାମରେ ନାମକରଣ କରାଯାଇଛି । ଏ ନେଇ ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖିଛନ୍ତି ।୨୦୧୭ରୁ ପୂର୍ବତନ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ । ତେବେ ନୂତନ ସରକାର ଆସିବା ପରେ ଏହି ନାଁକୁ ପରିବର୍ତ୍ତନ କରି ପଞ୍ଚଶଖା ଶିକ୍ଷା ସେତୁ ଯୋଜନା […]Continue Reading




