କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୯/୧୦ : ବୌଦ୍ଧ ଆଜି ସ୍ଥାନୀୟ ଟାଉନ ହଲଠାରେ ଏ ମାଟିର ମଉଡମଣୀ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତାଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ସଦସ୍ୟତା ଅଭିଯାନ କାର୍ୟ୍ୟକ୍ରମ ବୌଦ୍ଧ ଠାରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମେ ଉତ୍କଳମଣି ଗୋପବନ୍ଧୁ ଦାସ ଓ ଓଡ଼ିଶାର ବରପୁତ୍ର ବିଜୁପଟନାୟକଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ମାନ୍ୟବର ପୂର୍ବତନ Continue Reading
BY AKSHYA ROUT JAJPUR,OCT 9 : Members of various organisations extend a hearty welcome to newly appointed Jajpur Superintendent of Police (SP) Yashpratap Shrimal, IPS, on Wednesday.Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୯/୧୦ : :ବଲାଙ୍ଗୀର ସହର ଟିକ୍ରାପଡା ଗାନ୍ଧୀପାଠାଗାର ରେ ୫୭ ତମ ଦୁର୍ଗା ପୂଜା ଗତ ୩.୧୦.୨୦୨୪ ଠାରୁ ଆରମ୍ଭ ହୋଇଯାଇଛି ।ଚଳିତ ବର୍ଷ ୨.୧୦.୨୦୨୪ ଦିନ ବିଲ୍ଵ ବରଣ ସହ ନବରାତ୍ର ଦୁର୍ଗା ପୂଜା ଆୟୋଜନ କରାଯାଇଛି।ଚଳିତ ବର୍ଷ ଆୟୋଜନ କମିଟି ର ସଭାପତି ପ୍ରକାଶ ନେପାକ,ସମ୍ପାଦକ ପ୍ରଦୀପ ସାହୁ,କୋଷାଧକ୍ଷ ଜିତେନ୍ଦ୍ର ନାଗ ଙ୍କ ସହ ଉପସଭାପତି ସନ୍ତକ ବହିଦାର,ବରିଷ୍ଠ ସଭ୍ୟ ଭଗବାନ ବଗର୍ତି,ସଭ୍ୟ ଆକବର Continue Reading
ଭୁବନେଶ୍ୱର,୯/୧୦: ଖାତାକୁ ଆସିଛି ସୁଭଦ୍ରା ଟଙ୍କା। ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟୟେ ’ସୁଭଦ୍ରା’ ଟଙ୍କା। ବାରିପଦା ଛଉ ପଡ଼ିଆ ସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଟଙ୍କା ବଣ୍ଟନ କରିଛନ୍ତି।ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଟଙ୍କାକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା। ଆଜି Continue Reading
ଭୁବନେଶ୍ୱର,୯/୧୦ :ମାଓବାଦୀ ପ୍ରଭାବିତ ୧୦ ଜିଲାର ୫୮୩ ଗ୍ରାମର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’ ଆରମ୍ଭ କରାଯାଇଛି। ସମସ୍ତ ସରକାରୀ ଯୋଜନାର ଶତପ୍ରତିଶତ ସୁବିଧା ପହଞ୍ଚାଇବାକୁ ଏଥିରେ ଲକ୍ଷ୍ୟ ରଖାଯାଇଛି।ରାଜ୍ୟ ସରକାର ସମସ୍ତ ବିଭାଗର ମିଳିତ ସହଯୋଗରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଗ୍ରାମୋଦୟ’କୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ, ଜିଲା ଓ ବ୍ଲକ Continue Reading
ମହେନ୍ଦ କୁମାର ଦର୍ଜିଙ୍କ ରିପୋର୍ଟ ବଲାଙ୍ଗୀର, ୮/୧୦ : ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ,ବଲାଙ୍ଗୀର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ବଲାଙ୍ଗୀର ଆନୁକୁଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ,ଓଡ଼ିଶା ସରକାରଙ୍କ ଦ୍ଵାରା ଆନ୍ତର୍ଜାତୀୟ ବାଳିକା ଦିବସ ଅନୁଷ୍ଟିତ ହୋଇ ଯାଇଛି।ଏହି ଅବସରରେ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୪୦୦ ଜଣ ଝିଅ ଏକ ରେଲୀ ମାଧ୍ୟମରେ Continue Reading
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟବଲାଙ୍ଗୀର, ୮/୧୦ : ବଲାଙ୍ଗୀର ଟିଟିଲାଗଡ଼ ରାସ୍ତା ମଠାଖାଇ ପାଖରେ ଥିବା ଅସୁର ଦୁଙ୍ଗୁରି ଜଙ୍ଗଲ ଭିତରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି।ହାତୀ ର ଗୋଟିଏ ଦାନ୍ତ ଗାୟବ୍ ଅଛି।ହାତୀ ମୃତ୍ୟୁ ର କାରଣ ଅସ୍ପଷ୍ଟ।ଶବ ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ହାତୀ ମୃତ୍ୟୁ ର ରହସ୍ୟ।ହାତୀ ଦାନ୍ତ ତସ୍କରି ପାଇଁ ହତ୍ୟା କରାଯାଇଥିବା ସନ୍ଦେହ।ବଲାଙ୍ଗୀର ରେଞ୍ଜ ଅନ୍ତର୍ଗତ ମଠାଖାଇ ନିକଟ ଅସୁର ଦୁଙ୍ଗୁରି ଜଙ୍ଗଲ ମଧ୍ୟରୁ ଗୋଟିଏ Continue Reading
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୮/୧୦: ଗଜପତି ଜିଲ୍ଲା ଭାରତୀୟ ମଜଦୁର ସଂଘର ବାର୍ଷିକ ଅଧିବେଶନ ଆଜି ପାରଳାଖେମୁଣ୍ଡି ସହରର ଭଣ୍ଡାରୀସାହି ସ୍ଥିତ ଉତ୍କଳ ହିତୈଷିଣି ସମାଜ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ଶଙ୍କର ଚରଣ ଗୌଡଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ବିଏମ୍ଏସ୍: ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପୃଥିବୀରାଜ ପଣ୍ଡା ଯୋଗ ଦେଇଥିଲେ।ଅନ୍ୟତମ ଅତିଥିଭାବେ ରାଜ୍ୟ ଉପସଭାପତି ତଥା ଅଲ୍ ଓଡିଶା Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୮/୧୦ : ବିରନରସିଂହପୁର, ବୌଦ୍ଧ ଠାରେ ବୌଦ୍ଧ ବନଖଣ୍ଡ ତରଫରୁ ୭୦ତମ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଛି ।ବନଖଣ୍ଡ ଅଧିକାରୀ ଶ୍ରୀ ଦେବପ୍ରିୟ କମ୍ପ ସଭାରେ ଅଧ୍ୟକ୍ଷତା କରି ବନ୍ୟପ୍ରାଣୀ ସଂରକ୍ଷଣରେ ଲୋକମାନଙ୍କର ଭୂମିକା ସମ୍ପର୍କରେ ଆଲୋଚନା କରିବା ସହ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ।ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ, ବୌଦ୍ଧ ଶ୍ରୀ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇ ସହାବସ୍ଥାନ Continue Reading
Illegal mining became a contentious issue in the lead-up to this year’s general elections, where the ruling BJD faced significant political losses. By C.R.Beura Bhubaneswar, Oct. 8: The Odisha government has ramped up efforts to combat illegal mining and unauthorised crusher units operating in Dharmasala, Jajpur district. In a decisive move, the state’s steel and Continue Reading




