By Our Correspondent Bhubaneswar, Dec 20 : The Odisha Assembly of Small and Medium Enterprises (OASME), in collaboration with the Ministry of Micro, Small and Medium Enterprises (MSME) and the National Institute for Micro, Small and Medium Enterprises (ni-msme), successfully commenced the International Conference on Growth and Optimism in MSME Business: A Global Context Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ,୨୦/୧୨ : ବୌଦ୍ଧ ଜିଲ୍ଲା ଜେଲ୍ ପରିସରରେ ଅନ୍ତୋବାସୀ ମାନଙ୍କୁ ନେଇ ଏକ ମାସିକିଆ ପାଣି ପାଇପ୍ ମରାମତି ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଲଣ୍ଡିବନ୍ଧ ସ୍ଥିତ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ବୌଦ୍ଧ ଜିଲ୍ଲା ଜେଲ୍ ର ମିଳିତ ସହଯୋଗରେ ଜେଲ୍ ଅନ୍ତୋବାସି ମାନଙ୍କର ଉନ୍ନତି ପାଇଁ ତା.୨୦-୧୧-୨୪ ରୁ ତା.୧୯-୧୨-୨୪ ରିଖ ପଯ୍ୟନ୍ତ ଏହି କାର୍ୟ୍ୟକ୍ରମ ଟି ଚାଲିଥିଲା।ପ୍ରଶିକ୍ଷକ Continue Reading
BY AKSHYA ROUT JAJPUR, DEC 20 : Jajpur Lok Sabha MP Rabindra Kumar Behera, Dharamshala MLA Himansu Sekhar Sahoo and district BJP president Goutam Ray on Friday submitting a memorandum to Union education minister Dharmendra Pradhan urging him to provide adequate funds for the economic development of the district.Continue Reading
ଭୁବନେଶ୍ୱର,୨୦/୧୨: ନୂଆ ବର୍ଷ ପାଳନ ସମୟରେ ଅବକାରୀ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶୁକ୍ରବାର ମନ୍ତ୍ରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଚେତାବନୀ ଦେଇଛନ୍ତି।ନୂତନ ବର୍ଷ ପାଳନ ପୂର୍ବରୁ ବାର ମାଲିକଙ୍କ ଉପରେ ନଜର ରଖିବା ସହ ମନ୍ତ୍ରୀ କହିଛନ୍ତି ଯେ ନୂତନ ବର୍ଷ ପାଳନ ସମୟରେ ଦୁଇଟି ପ୍ରମୁଖ ଜିନିଷ – ଅନୈତିକ କାର୍ଯ୍ୟକଳାପ ଏବଂ ବେଆଇନ ମଦ ବିକ୍ରି ଉପରେ ବିଭାଗ ଧ୍ୟାନ ଦେଉଛି।ହରିଚନ୍ଦନ Continue Reading
By Kambhu Dhar Khti Boudha,Dec 20 : BouToday i.e on 20.12.2024, a short while ago, Sri Krushna Chandra Sahu & Sri Adit Kumar Das both Textile Inspectors, O/o Asst. Director ,Textile, Boudh have been apprehended by Odisha Vigilance while each demanding and taking bribe of Rs. 5000/-(Rupees Five thousand) from a Complainant who happens to […]Continue Reading
ରାଉରକେଲା,୨୦/୧୨: ରାଉରକେଲାରେ ଶୁକ୍ରବାର ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଡିଭାଇଡର ଉପରେ ବସ୍ଟି ଚଢ଼ିଯିବାରୁ ଏହି ଦୁର୍ଘଟଣା ଘଟିଛି। ସୌଭାଗ୍ୟବଶତଃ ଏଥିରେ ଥିବା ୫୦ ଛାତ୍ରୀଛାତ୍ର ଅଳ୍ପକେ ବର୍ତ୍ତି ଯାଇଛନ୍ତି।ସେକ୍ଟର-୩ ଥାନା ରାଉରକେଲା ହାଉସ୍ ଛକ ନିକଟରେ ବସ୍ଟି ଏକ କାରକୁ ଧକ୍କା ଦେଇ ଭାରସାମ୍ୟ ହରାଇ ଡିଭାଇଡରରେ ଚଢ଼ିଯାଇଥିଲା। ବସ୍ର ସମ୍ମୁଖ ଭାଗ ଭାଙ୍ଗି ଯାଇଥିବାବେଳେ ସମସ୍ତ ଛାତ୍ରୀଛାତ୍ର ସୁରକ୍ଷିତ ଥିବା ଜଣାପଡ଼ିଛି।Continue Reading
ଓଡ଼ିଶା, ୨୦/୧୨ : ଦକ୍ଷିଣ ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ। ଏହାର ପ୍ରଭାବରେ ଆଜିଠୁ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।ଆଜି ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୯ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉପକୂଳ Continue Reading
By Subrat Sarangi Angul, Dec 19: Jindal Foundation the Corporate Social Responsibility arm of Jindal Steel and Power (JSP) launched its flagship project, Kishori Express, in Pallahara Block on 18th December 2024, aimed at addressing critical issues related to adolescent health and nutrition, particularly the elimination of anaemia among adolescent girls. Kishori Express, Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୧୯/୧୨ : ବୌଦ୍ଧ ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,ମଷମ ବାଉଁଶିନି ଠାରେ ଆଜି ୧୯/୧୨/୨୪ ରିଖ ରେ ୨୦୨୩ -୨୪ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କାୟକ୍ଷକଳ୍ପ ବିଜେତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେଇଥିଲା।। ଏହି ସଭା ରେ ମୁଖ୍ୟ ଅତିଥି ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ସିଡିଏମଓ ଊକ୍ସ. ଜୟକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ ଏଂବ Dr . antaryami Beheraଙ୍କ ପରିଚାଳନା ରେ ଏହି ସଭା ଅନୁଷ୍ଠିତ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୧୨ : ଚିକେନ ଦୋକାନ ଭିତରେ ଗ୍ୟାସ ହାଣ୍ଡି ଫାଟି ଜଣେ ଗୁରୁତର ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାଟାଗୁଡ଼ା ଗ୍ରାମରେ, ସୂଚନା ମୁତାବକ ପ୍ରତ୍ୟେକ ଦିନ ଭଳି ଆଜି ଗୁରୁବାର ଦିନ ମଧ୍ୟ ଚିକେନ୍ ଦୋକାନୀ ରତନ ଦିଗାଲ ଚିକେନ କରିବା ପାଇଁ ପାଣି ଗରମ କରୁଥିବା ବେଳେ ହଠାତ୍ ଗ୍ୟାସ ହାଣ୍ଡି ଫାଟି ଯାଇଥିଲା, କିଛି ବୁଝିବା ଆଗରୁ […]Continue Reading




