ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର, ୧୦/୧୦ : କୋରେଇ ବିଧାୟକ ଶ ଆକାଶ ଦାସନାୟକଙ୍କ କରକମଳରେ ବ୍ୟାସନଗର ପୌରପରିଷଦରେ ୨ ଗୋଟି ରାସ୍ତାର ଉନ୍ନତିକରଣ ନିମନ୍ତେ ଶୁଭ ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବ୍ୟାସନଗର ପୌରପରିଷଦ ରୟାଲ କଳିଙ୍ଗ ଛକ ଠାରେ ଏହି ଶିଳାନ୍ୟାସ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।କହ୍ନେଇପୁର ଠାରୁ ନହକା ଭାୟା ଚାନ୍ଦମା ହିଙ୍ଗୁଳା ରାସ୍ତାର ଉନ୍ନତିକରଣ, ଅଟକଳ ପରିମାଣ – ୪୬ ଲକ୍ଷ ଟଙ୍କା, ଦମକଳ କେନ୍ଦ୍ର ଠାରୁ ସୋବ୍ରା ବ୍ରିଜ୍ Continue Reading




