Home Posts tagged ODISHA (Page 32)
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୧/୮: ଆଜି ନୟାଗଡ଼ ଜିଲ୍ଲାରେ ଏକ ଭବ୍ୟ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯.୩୦ ମିନିଟ୍ ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଶୁଭାରମ୍ଭ ହୋଇ ନଗର ପରିକ୍ରମା କରି ଦୁର୍ଗାପ୍ରସାଦ ଖେଳପଡ଼ିଆ ପର୍ଯ୍ୟନ୍ତ ଯାଇ ପୁନଶ୍ଚ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହା ସଫଳତାର ସହ ସମ୍ପନ୍ନ ହୋଇଯାଇଛି ।ଏହି ତ୍ରିରଙ୍ଗା Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୮ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ପିଏମଶ୍ରୀ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ-୨୯୨୬ ଅବସରରେ ଆଜି ଗଜପତି ଜିଲ୍ଲାର ସମସ୍ତ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାତୀୟ ବିଜ୍ଞାନ ଓ ପ୍ରଯୁକ୍ତି ଯୋଗାଯୋଗ ପରିଷଦ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ,ଭାରତ ସରକାରଙ୍କ Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୧/୮ : ଖୋରଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ସୋନାମିକା ରାୟଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଖୋରଧା ପକ୍ଷରୁ ଆୟୋଜିତ ୩୨ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (NCSC-୨୦୨୬) ଉପଲକ୍ଷେ ଜିଲ୍ଲା ସ୍ତରୀୟ କର୍ମଶାଳା ସ୍ଥାନୀୟ ବିଜେବି ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି।କର୍ମଶାଳାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଜୟ କୁମାର ବେହେରା ଓ ଶ୍ରୀମତୀ ରଶ୍ମିବାଳା ପରିଡ଼ା, Continue Reading
Odisha News
ନୟାଗଡ଼ ୧୧/୮: ଅଭାବନୀୟ ଘଟଣା । ନୟାଗଡ଼ ଜିଲ୍ଲାରୁ ଆସିଛି ଅତ୍ୟନ୍ତ ଦୁଃଖଦ ଖବର। ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଏବଂ ଭୁଲ୍ ଇଞ୍ଜେକସନ ପ୍ରୟୋଗ ଲାଗି ଜଣେ ଯୁକ୍ତ ତିନି ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି ।ଏନେଇ ପରିବାର ଲୋକଙ୍କ ପକ୍ଷରୁ ଆସିଛି ସାଂଘାତିକ ଅଭିଯୋଗ । ଏହି ଘଟଣା ପରେ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।ମୃତକ ହେଲେ ଗୋଳାପୋଖରୀ ଗାଁର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରା । ସେ […]Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୧୧/୮ : ସୋମବାର ସକାଳେ ପାରଳାଖେମୁଣ୍ଡି ସହରରେ ପାଟ୍ରୋଲିଂ କରୁଥିବା ସମୟରେ ଏସ୍‌.ଆଇ. ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଥାନାର ଏକ ପୋଲିସ ଟିମ୍ ପ୍ରାୟ ସକାଳ ୬ଟା ସମୟରେ ବାଟଗୌଡ଼ ସାହି ଛକ ନିକଟରେ ଏକ ଜରି ବସ୍ତା ବ୍ୟାଗ୍ ଧରି ଠିଆ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ।ଯାଞ୍ଚ ପରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ସଦାଶିବ ପାଣିଗ୍ରାହୀ (୪୫), ବାଟଗୌଡ଼ ସାହି, ପାରଳାଖେମୁଣ୍ଡି ବୋଲି Continue Reading
Odisha News
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୧୦/୮: ଖୋରଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ୧୬ନଂ., ୧୭ନଂ., ୧୮ନଂ. ଓ ୧୯ନଂ. ୱାର୍ଡରେ ଭାଜପା ପକ୍ଷରୁ ସମ୍ପର୍କ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି।ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜନସମ୍ପର୍କ ଯାତ୍ରାରେ ଯୋଗଦେଇଥିଲେ। ଏହି ସମ୍ପର୍କ ଯାତ୍ରା ସ୍ଥାନୀୟ ମେଳଣ ପଡ଼ିଆ ଠାରୁ ଆରମ୍ଭ ହେବା ବେଳକୁ ମୁଷଳ ଧାରାରେ ବର୍ଷା ହୋଇଥିଲା। ତୁହାକୁ ତୁହା ବର୍ଷାରେ ଭିଜି ଅନେକ ନେତା Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ବର, ୧୦/୮: ୨୦୨୫ ନୟାପଲ୍ଲୀ ଥାନା ଅଞ୍ଚଳରୁ ହୋଇଥିବା ହାଇ-ପ୍ରୋଫାଇଲ୍ ଲୁଟ୍ ମାମଲରେ ଭୁବନେଶ୍ବର ପୋଲିସ ସ୍ପାଇଡର ସତୀଶକୁ ଗିରଫ କରିଥିଲା । ଆଉ ଏବେ ସତୀଶ ଠାରୁ ଆହୁରି ଦ୍ରୁତ ଲୁଟେରାକୁ ପୋଲିସ ଚିହ୍ନଟ କରିଛି । ଯାହା ନାଁରେ ସାରା ଦେଶରେ ରହିଛି ୧୯ ମାମଲା ।ଭୁବନେଶ୍ବର ମାମଲାକୁ ମିଶାଇ ୨୦ । ବୟସ ୨୯ ହେଲେ ରହିଛି ୨୦ ମାମଲା । ଭାରି ଚତୁର ଏବଂ ସ୍ମାର୍ଟ ଲୁଟେରା । […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୦/୮ : ରାଜ୍ୟରେ ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ଆସିଲା ବଡ଼ ଖବର । ଦୁଇ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଓ ଯଶବନ୍ତ ଜେଠଓ୍ୱାଙ୍କୁ ମିଳିଛି ପଦୋନ୍ନତି । ADGରୁ DG ପାହ୍ୟାକୁ ପଦୋନ୍ନତି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଅନୁମୋଦନ ମିଳିସାରିଛି ।ନୂଆ ଡିଜିପି ନିଯୁକ୍ତି ଚର୍ଚ୍ଚା ଭିତରେ ବଡ଼ ଖବର । ୨ IPSଙ୍କୁ DG ପାହ୍ୟକୁ ପଦୋନ୍ନତି । ଡିଜି ପାହ୍ୟାକୁ […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟଭୁବନେଶ୍ୱର, ୧୦/୮: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ୯ଟି ବିଭାଗରେ ନବ ନିଯୁକ୍ତ ୧୩୨୬ ଜଣ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ସୋମବାର ଭୁବନେଶ୍ୱର ରେଳ ଅଡିଟୋରିୟମରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ପତ୍ର ପ୍ରଦାନ କରିଛନ୍ତି ।ଗୃହ ଓ ନଗର ଉନ୍ନୟନ ବିଭାଗର ୩୬୪ ଜଣ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ୩୬୧ ଜଣ, ଶକ୍ତି ବିଭାଗରେ ୨୪୦ ଜଣ, Continue Reading