Home Posts tagged ODISHA (Page 296)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୨୫/୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଏକ ଚୋରୀ ଘଟଣାରେ ବାଲିଗୁଡା ପୁଲିସ ସୋମବାର ଦୁଇ ପେଶାଦାର ଅପରାଧୀ ଙ୍କ ସମେତ କିଛି ଚୋରୀ ସାମଗ୍ରୀ ଜବତ କରିଥିବା ବିଷୟ କୁ ନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି ।ଘଟଣାରୁ ପ୍ରକାଶ ଯେ, ଚଳିତ ମାସ ୧୬ତାରିଖ ରାତ୍ର ଦୁଇ ଘଣ୍ଟ ପରେ ପରେ ବାଲିଗୁଡା ଟାଉନର ତହସିଲଦାରଙ୍କ କ୍ୱାଟର ସମ୍ମୁଖରେ ଥିବା ଗିରିଜା ମେଡ଼ିସିନ Continue Reading
Odisha News
ଭୁବନେଶ୍ୱର,୨୫/୨ : ମଙ୍ଗଳବାର ରାସନ କାର୍ଡ଼ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ଏଣିକି ଆୟକର ଫାଇଲ କରିଥିଲେ ବି କଟିବନି ରାସନ କାର୍ଡ । ଏନେଇ ଫିଜିକାଲ ଭେରିଫିକେସନ କରିବେ ରାଜ୍ୟ ସରକାର । ରାସନ କାର୍ଡ ଲିଷ୍ଟ ସହ ଡୋର୍ ଟୁ ଡୋର୍ ବୁଲି ଭେରିଫେକସନ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।ଗଣମାଧ୍ୟମରେ ଆଗରେ ମନ୍ତ୍ରୀ କହିଛନ୍ତି ଯେ, ଅଭିଯୋଗ ଆସୁଛି କି […]Continue Reading
Odisha News
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୨ : ସୋମବାର ଅପରାନ୍ହ ୩ ଘଣ୍ଟା ସମୟରେ ଉପ ଜିଲ୍ଲାପାଳ ତଥା ବୌଦ୍ଧ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରବୀଣ କୁମାର ବାଣୁଆ ବୌଦ୍ଧ ବ୍ଲକ୍ ଶଗଡା ଓ କଣ୍ଟାମାଳ ବ୍ଲକ୍ ଶୁଣ୍ଢ ପଦର ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ଖୋଲା ଯାଇଥିବା ଧାନ କ୍ରୟ ମଣ୍ଡି ପରିଦର୍ଶନ କରିଥିଲେ ।ଚାଲିଥିବା ସରକାରୀ ଧାନ କ୍ରୟ ବ୍ୟବସ୍ଥାର ସମୀକ୍ଷା କରିବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ସମିତି କର୍ମଚାରୀ ଓ […]Continue Reading
Odisha News
ମାଲକାନଗିରି, ୨୫/୨ : ମା’ ହେଲା ଦଶମ ଶ୍ରେଣୀର ଛାତ୍ରୀ । ଗତକାଲି ଦଶମ ବୋର୍ଡ଼ ପରୀକ୍ଷାର ଇଂରାଜୀ ପରୀକ୍ଷା ଦେଇସାରିବା ପରେ ପ୍ରସବ କଲେ ଛାତ୍ରୀ । ଘଟଣାଟି ମାଲକାନଗିରିର ଚିତ୍ରକୋଣ୍ଡାରେ ଘଟିଛି । ପରୀକ୍ଷା ଦେଇ ଆସିବା ପରେ ଚିତ୍ରକୋଣ୍ଡାର ଚିକିତ୍ସାଳୟରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଛାତ୍ରୀ ।ଗତକାଲି ବିଦ୍ୟାଳୟରୁ ଫୋନ ପାଇ ଛାତ୍ରୀଙ୍କ ବାପାଙ୍କୁ ତୁରନ୍ତ ବିଦ୍ୟାଳୟକୁ ଆସିବାକୁ କୁହାଯାଇଥିଲା । ଛାତ୍ରୀଙ୍କ ଅଭିଭାବକ ବିଦ୍ୟାଳୟରେ Continue Reading
Odisha News
ଭୁବନେଶ୍ୱର,୨୫/୨: ଓଡ଼ିଶାରେ ମଙ୍ଗଳବାର ମୃଦୁ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୧୦ରେ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ପାରାଦୀପରେ ଭୂକମ୍ପ ଅନୁଭୂତ ହୋଇଛି। ବଙ୍ଗୋପସାଗରେ ଭୂକମ୍ପର କେନ୍ଦ୍ରସ୍ଥଳର ରହିଥିବାବେଳେ ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି।ପୁରୀରୁ ୨୮୬ ଓ ଭୁବନେଶ୍ୱରରୁ ୨୯୭ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ସେହିପରି ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ କେନ୍ଦ୍ରସ୍ଥଳ ରହିଛି। ତେବେ ଏହି ଭୂକମ୍ପର କୌଣସି Continue Reading
Business News Top Stories
By Subrat Sarangi Bhubaneswar, Feb. 24 :  Strengthening its commitment to accessible healthcare, Vedanta Aluminium, India’s largest aluminium producer, has extended its Mobile Health Unit (MHU) services to the Kashipur block in Odisha’s Rayagada district. This expansion will serve 21 additional remote villages, providing crucial medical care to nearly 10,000 people in Continue Reading
Odisha News
ଋଶ୍ମିତା ସାହୁଙ୍କ ରିପୋର୍ଟଓଡ଼ିଶା, ୨୪/୨ : ବାହାରିନ ର ରାଜଧାନୀ ମାନାମା ଠାରେ ଭାରତୀୟ ଦୂତାବାସ ତରଫରୁ “India in Bahrain” ମହୋତ୍ସବ ର ଆୟୋଜନ କରାଯାଇଥିଲା ।ଭାରତୀୟ କଳା ସଂସ୍କୃତି ଓ ବାଣିଜ୍ୟକୁ ଉତ୍ସାହିତ କରିବାକୁ ବାହାରିନରେ ଥିବା ଭାରତୀୟ ଦୂତାବାସ ତରଫରୁ ଏହି ପଦକ୍ଷେପ ନିଆଯାଇଥିଲା ।ଏଥିରେ ଭାରତର ବିଭିନ୍ନ ରାଜ୍ୟର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଭାରତୀୟ ଦୂତାବାସର ନିମନ୍ତ୍ରଣ କ୍ରମେ ଯୋଗଦେଇଥିଲେ ୧୯ଟି ଭାରତୀୟ Continue Reading
Odisha News
ଭୁବନେଶ୍ୱର, ୨୪/୨: ଏବେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କାରଣ ଟୁଇନସିଟି କଟକ ଭୁବନେଶ୍ୱରରେ ଏବେ ଲାଗିବାକୁ ଯାଉଛି ଏଆଇ କ୍ୟାମେରା ।ଏହାଦ୍ୱାରା ଅପରାଧୀ ଓ ନିୟମ ଖିଲାପକାରୀ ସହଜରେ ଚିହ୍ନଟ ହୋଇପାରିବେ । ଏହି ଅତ୍ୟାଧୁନିକ କ୍ୟାମେରା ଭୁବନେଶ୍ୱର ଓ କଟକରେ ଲଗାଯିବ ।ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି । ଏନେଇ ପୋଲିସ କମିଶନର ସୁରେଶ ଦେବବତ୍ତ ସିଂ ସୂଚନା ଦେଇଛନ୍ତିଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ଧରିବ ଏହି Continue Reading
Odisha News
ଭୁବନେଶ୍ୱର, ୨୪/୨: ସୋମବାର କୃଷକଙ୍କ ପାଇଁ “ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ୧୯ତମ କିସ୍ତି ପ୍ରଦାନ କରାଯାଇଛି। ଏଥିରେ ଓଡ଼ିଶାର ୩୪.୯୮ ଲକ୍ଷରୁ ଅଧିକ ଚାଷୀଙ୍କୁ ସାମିଲ କରାଯାଇଛି। ରାଜ୍ୟ କୃଷି ସଚିବ ଅରବିନ୍ଦ ପାଢୀ ଏହା ସୂଚନା ଦେଇଛନ୍ତି।“ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନାରେ ଓଡ଼ିଶାର ଚାଷୀମାନେ ବୃଦ୍ଧି ପାଉଛନ୍ତି, କାରଣ ସାମ୍ପ୍ରତିକ ପ୍ରୟାସ ଯୋଗୁଁ ଅଂଶଗ୍ରହଣରେ ଉଲ୍ଲେଖନୀୟ ବୃଦ୍ଧି Continue Reading
Odisha News
ଭୁବନେଶ୍ୱର, ୨୪/୨ : ଆଜି ରାଜ୍ୟର ୮ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ମୟୂରଭଞ୍ଜ , ବାଲେଶ୍ବର, କେନ୍ଦୁଝର ଜିଲ୍ଲାରେ ଘଡ଼ଘଡ଼ି ସହ ପବନ ଆଶଙ୍କା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ତେବେ ଆଜି ବର୍ଷା ଏବଂ କୋହଲା ପାଗ ଅନୁଭୂତ ହେବାକୁ ଥିବା ବେକେ କାଲିଠୁ ରାଜ୍ୟରେ ପାଗ ଶୁଖିଲା ରହିବ। ବର୍ତ୍ତମାନ ରାତି ତାପମାତ୍ରା ଅଧିକ ରହୁଥିବାବେଳେ ଏବେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା […]Continue Reading