By Our Correspondent Bhubaneswar, Feb 27 : The stage is set for India’s largest mining and infrastructure exhibition, as the 3rd Odisha Mining and Infrastructure International Expo gears up to take place from March 6th-9th, 2025, at Baramunda Ground, Bhubaneswar, Odisha. Organized by Futurex Trade Fair and Events Pvt. Ltd., the event is supported by […]Continue Reading
ଭୁବନେଶ୍ୱର,୨୭/୨: ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲା ଗୋଲାପଲ୍ଲୀ ମୁଖ୍ୟ ରାସ୍ତାରୁ ଯବାନମାନେ ଗୁରୁବାର ଏକ ୫ କେଜି ଓଜନର IED ବିସ୍ଫୋରକ ଜବତ କରିଛନ୍ତି। ଜବତ ପରେ ବିସ୍ଫୋରକକୁ ଯବାନମାନେ ନିଷ୍କ୍ରିୟ କରି ଦେଇଛନ୍ତି। ନିଷ୍କ୍ରିୟ ବେଳେ ପ୍ରଚଣ୍ଡ ବିସ୍ଫୋଣର ଘଟିଥିଲା।ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ସୁକୁମା ଜିଲା ଗୋଲାପଲ୍ଲୀ ମୁଖ୍ୟ ରାସ୍ତାରେ IED ଖଞ୍ଜିଥିଲେ। ହେଲେ ଯବାନମାନେ କୋମ୍ବିଂ ଅପରେଶନ ବେଳେ ୫ କେଜି ଓଜନର IED Continue Reading
ବରୀ,୨୭/୨: ଯାଜପୁର ଜିଲା ବରୀ ଶିକ୍ଷା ମଣ୍ଡଳ ଅଧିନସ୍ଥ ସରକାରୀ ପଞ୍ଚାୟତ ହାଇସ୍କୁଲ ରାମପୁରର ଜନୈକ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ପ୍ରସବ କରିଛନ୍ତି। ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ବରୀ ପୋଲିସ ପଚରାଉଚରା ଚଳାଇଛି।ସୂଚନା ମୁତାବକ, ଛାତ୍ରୀଜଣଙ୍କ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିଲେ। ସେ ଦୁଇଟି ବିଷୟରେ ପରୀକ୍ଷା ଦେବା Continue Reading
କୋରାପୁଟ,୨୭/୨ : ଜାଗର ଯାତ୍ରା ହୋଇଛି ଶେଷ ଯାତ୍ରା । ଜାଗର ଦେଖି ଫେରୁଥିବାବେଳେ ପୋଲ ଉପରୁ ବାଇକ ଖସିଯିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି ।ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଆନ୍ଧ୍ର ସୀମାନ୍ତ ଚାଟୁଆ ପଞ୍ଚାୟତର ଆନ୍ଦାରିଗାଡ଼ା ନିକଟରେ । ସମସ୍ତ ଆହତ ଓ ମୃତକମାନେ ହେଲେ ପଟାଙ୍ଗି ବ୍ଲକ୍ ସାଡ଼ାମ୍ ଗ୍ରାମର ବୋଲି ଜଣାପଡ଼ିଛି ।କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୭/୨ : ପବିତ୍ର ମହାଶିବରାତ୍ରୀ ଓ ‘ଜାଗର’ ଉତ୍ସବ ଅବସରରେ ଗାଁଠୁ ସହରର ସମସ୍ତ ଶୈବ ପୀଠ ଚଳଚଞ୍ଚଳ ହୋଇ ଉଠିଛି। ବାଲିଗୁଡା ତଥା ଏହାର ଆଖପାଖ ପ୍ରମୁଖ ଶିବମନ୍ଦିର ସମେତ ଅନ୍ୟନ୍ୟା ମନ୍ଦିରରେ ମଧ୍ୟ ବଢ଼ି ଭୋରୁ ଛୋଟ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ତଥା ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିବା ସହିତ ମହାଦେବଙ୍କୁ ଦର୍ଶନ କରିଛନ୍ତି। ଅଞ୍ଚଳର ବିରୁପାକ୍ଷ ମନ୍ଦିର, ରାମେଶ୍ୱର ମନ୍ଦିର, ଦଣ୍ଡପଦରର ଧବଳେଶ୍ୱର Continue Reading
କମ୍ଭୁଧର କ୍ଷେତିଙ୍କ ରିପୋର୍ଟବୌଦ୍ଧ, ୨୫/୨ : ଆଜି ସ୍ଥାନୀୟ ଅଂଶୁଲାପନ୍ଥୀକ ଠାରେ ବିଜୁ ଜନତାଦଳ ବାଣୀଭୂଷଣ ପୁର ପଞ୍ଚାୟତ କମିଟି ପକ୍ଷରୁ ଜନକ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏହି ସ୍ମୃତିସଭାରେ ପୂର୍ବତନମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ବହୁମୁଖି ପ୍ରତିଭାର ଅଧିକାରୀ ଜନସାଧାରଣଙ୍କ ପ୍ରିୟନେତାଅଞ୍ଚଳ ବାସୀଙ୍କର ସୁଖ ଦୁଃଖର ସାଥି ବିଜୁ ଜନତାଦଳର ବ୍ଲକ ସଭାପତି ସରପଞ୍ଚ ଶ୍ରୀଯୁକ୍ତ ଶ୍ରୀବନ୍ତ ମେହେରଙ୍କୁ ହରାଇ ଆଜି ସମଗ୍ର ବ୍ଲକ Continue Reading
By Our Correspondent Bhubaneswar, Feb 25 : Vigyan Rath, a mobile science exhibition promoting the One Week One Theme (OWOT) research initiative by CSIR-IMMT, Bhubaneswar, travelled across Odisha from 19th to 22nd February to raise awareness about scientific research in Mining, Minerals, Metals, and Materials (4M), encouraging employment, start-ups, MSMEs, and Continue Reading
ବ୍ରହ୍ମପୁର,୨୫/୨ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଭିସି ସାଇବର ଠକେଇର ଶିକାର ହୋଇଛନ୍ତି । ପ୍ରଫେସର ଗୀତାଞ୍ଜଳୀ ଦାସଙ୍କୁ ସାଇବର ଠକେଇ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଡିଜିଟାଲ ଆରେଷ୍ଟ କରି ତାଙ୍କ ଠାରୁ ୧୪ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ଆସିଛି । ଏନେଇ ସାଇବର ଥାନାରେ ସେ ଅଭିଯୋଗ କରିଛନ୍ତି ।ଭିସିଙ୍କ ନାଁରେ ସୁପ୍ରିମକୋର୍ଟରେ ମାମଲା ଚାଲିଥିବାର ଧମକ ଦେଖାଇ ଡିଜିଟାଲ ଆରେଷ୍ଟ କରିଥିଲେ ଲୁଟେରା । ଦୀର୍ଘ ୩ ଧରି ଡିଜିଟାଲ ଆରେଷ୍ଟ […]Continue Reading
ବରଦା ଦାସଙ୍କ ରିପୋର୍ଟକଟକ, ୨୫/୨ : ଆମେରିକାର ପରିବର୍ତ୍ତିତ ରାଜନୈତିକ ପୃଷ୍ଠଭୂମିରେ ବିଶ୍ୱ ରାଜନୀତି ଓ ଏହାର ଭାରତ ଉପରେ ପ୍ରଭାବ ଶୀର୍ଷକ ଏକ ଆଭାସୀ ଆଲୋଚନା ଚକ୍ର ଥୀଙ୍କର୍ଷ କ୍ଲବ ଦ୍ୱାରା ଆୟୋଜନ କରାଯାଇଥିଲା ।ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ବିବେକ ପଟନାୟକ – IAS ନିଜର ଅଭିମତ ଦେବା ପରିପ୍ରେକ୍ଷୀରେ ବିଶିଷ୍ଠ ଆମେରିକାନ କୂଟନୀତିଜ୍ଞ ହେନେରୀ କିସିଂଜରଙ୍କ ଉକ୍ତି ଉଦ୍ଧାର କରି କହିଲେ \’ to be any enmy of Continue Reading
By Barada Das Cuttack ,Feb 25 : The Thinkers’ Club arranged it’s 112th webinar over the zoom Platform here to discuss on the recent expatriation policy of the Trump Administration on illegal immigrants. Sree Bibek Pattanaik, Retired IAS was the Chief Guest of the meet. Mr Pattanaik in his inaugural speech told that, America is […]Continue Reading




